ମେରଠରେ ବେଆଇନ କମ୍ପ୍ଲେକ୍ସ ଭଙ୍ଗାଯିବା ବେଳେ ୪ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମେରଠରେ ଗୋଟିଏ ବେଆଇନ କମ୍ପ୍ଲେକ୍ସ ଭଙ୍ଗାଯିବା ବେଳେ ୪ ଜଣ ଲୋକ ମାଟି ତଳେ ରହି ଯିବାରୁ ସେମାନଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସେମାନଙ୍କର ଚାପି ହୋଇଥିବା ଖବର ଦ୍ରୁତ ଗତିରେ ପଚାର ହେବା ପରେ କ୍ୟାଣ୍ଟନ୍‌ମେଣ୍ଟ ବୋର୍ଡ କର୍ମଚାରୀମାନେ ଘଟଣାସ୍ଥଳରୁ ଅଳ୍ପକେ ଖସି ଆସିଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ଘଟଣାଟି ମେରଠର ସଦର ବାଜର ଥାନା ଅଞ୍ଚଳରେ ଘଟିଛି। ଘଟଣାସ୍ଥଳରେ ବହୁସଂଖ୍ୟାରେ ପୋଲିସ ସମେତ […]

collapse-meerut

collapse-meerut

Rakesh Mallick
  • Published: Saturday, 09 July 2016
  • Updated: 09 July 2016, 07:17 PM IST

Sports

Latest News

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମେରଠରେ ଗୋଟିଏ ବେଆଇନ କମ୍ପ୍ଲେକ୍ସ ଭଙ୍ଗାଯିବା ବେଳେ ୪ ଜଣ ଲୋକ ମାଟି ତଳେ ରହି ଯିବାରୁ ସେମାନଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସେମାନଙ୍କର ଚାପି ହୋଇଥିବା ଖବର ଦ୍ରୁତ ଗତିରେ ପଚାର ହେବା ପରେ କ୍ୟାଣ୍ଟନ୍‌ମେଣ୍ଟ ବୋର୍ଡ କର୍ମଚାରୀମାନେ ଘଟଣାସ୍ଥଳରୁ ଅଳ୍ପକେ ଖସି ଆସିଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଏହି ଘଟଣାଟି ମେରଠର ସଦର ବାଜର ଥାନା ଅଞ୍ଚଳରେ ଘଟିଛି। ଘଟଣାସ୍ଥଳରେ ବହୁସଂଖ୍ୟାରେ ପୋଲିସ ସମେତ ଉଦ୍ଧାର କାର୍ଯ୍ୟ ପାଇଁ ନ୍ୟାସନାଲ ଡିଜାଷ୍ଟର ରେସପନ୍ସ(ଏନଡିଆରଏଫ)ର ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟଛନ୍ତି। ଜିଲ୍ଲାପାଳ ମଧ୍ୟ ଘଟଣାସ୍ଥଳର ଅନୁଧ୍ୟାନ କରିବା ପାଇଁ ପହଞ୍ଚିଛନ୍ତି। ମାଟି ଭିତରୁ ଲୋକମାନଙ୍କର ଉଦ୍ଧାର କାର୍ଯ୍ୟ ଜାରି ଅଛି।

କମ୍ପ୍ଲେକ୍ସରୁ ଲୋକମାନଙ୍କୁ ବାହାର ନକରି ଜବରଦଖଲକୁ ଭଙ୍ଗିଦିଆଯାଇଥିଲା। ଖବର ମୁତାବକ ଲୋକମାନେ କମ୍ପ୍ଲେକ୍ସରୁ ଜିନିଷ ବାହାର କରୁଥିବା ସମୟରେ ଜବରଦଖଲକୁ ଭାଙ୍ଗିଦିଆଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ୫ଜଣ ଲୋକଙ୍କୁ ମାଟି ଭିତରୁ ଉଦ୍ଧାର କରାଯାଇଛି ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଛି। ଏହି ଘଟଣାର ପରେ ପରେ ସ୍ଥାନୀୟ ଲୋକମାନେ ପ୍ରବଳ ହଟ୍ଟଗୋଳ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story