ଫ୍ୟାକ୍ଟ୍ରୀରେ ଭୟଙ୍କର ନିଆଁ, ହୁତୁହୁତୁ ହୋଇ ଜଳିଲା ଜିନିଷପତ୍ର

ଅହମଦାବାଦ: ଗୁଜରାଟ ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ କର୍ପୋରେସନ(ଜିଆଇଡିସି)ର ଏକ ପ୍ଲାଷ୍ଟିକ ପ୍ୟାକ୍ଟ୍ରୀରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସାନନ୍ଦ ଠାରେ ଥିବା ଏହି ଫ୍ୟାକ୍ଟ୍ରୀରେ ନିଆଁ ଲାଗିବା ପରେ ଜନିଷପତ୍ର ଗୁଡ଼ିକ ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି। ଖବର ପାଇ ୨୭ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ତେବେ ରିପୋର୍ଟ ଲେଖା ହେବା ଯାଏ ନିଆଁ ଆୟତ୍ତକୁ ଆସି ନଥିବା ଜଣାପଡ଼ିଛି। ସେହିପରି ଏଯାଏ ମୃତାହତଙ୍କ ସମ୍ପର୍କରେ ମଧ୍ୟ […]

eda

eda

Hemant Lenka
  • Published: Wednesday, 24 June 2020
  • Updated: 24 June 2020, 02:45 PM IST

Sports

Latest News

ଅହମଦାବାଦ: ଗୁଜରାଟ ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ କର୍ପୋରେସନ(ଜିଆଇଡିସି)ର ଏକ ପ୍ଲାଷ୍ଟିକ ପ୍ୟାକ୍ଟ୍ରୀରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସାନନ୍ଦ ଠାରେ ଥିବା ଏହି ଫ୍ୟାକ୍ଟ୍ରୀରେ ନିଆଁ ଲାଗିବା ପରେ ଜନିଷପତ୍ର ଗୁଡ଼ିକ ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି।

ଖବର ପାଇ ୨୭ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ତେବେ ରିପୋର୍ଟ ଲେଖା ହେବା ଯାଏ ନିଆଁ ଆୟତ୍ତକୁ ଆସି ନଥିବା ଜଣାପଡ଼ିଛି। ସେହିପରି ଏଯାଏ ମୃତାହତଙ୍କ ସମ୍ପର୍କରେ ମଧ୍ୟ କୌଣସି ସୂଚନା ମିଳିନାହିଁ।
https://twitter.com/i/status/1275680883580813319

ଅହମଦାବାଦ ଏସ୍‌ପି(ଗ୍ରାମୀଣ) କେଟି କାମାରିୟା କହିଛନ୍ତି, ପ୍ଲାଷ୍ଟିକ ନିର୍ମାଣ କାରଖାନାରେ ହିଁ ନିଆଁ ଲାଗିଛି। ଏହା ମଧ୍ୟରେ ଅନେକ କଞ୍ଚାମାଲ ରହିଥିବାରୁ ଏଗୁଡ଼ିକରେ ହିଁ ନିଆଁ ଲାଗିଛି। ପ୍ରାଥମିକ ତଦନ୍ତରୁ ଶଟସର୍କିଟ ହିଁ ଅଗ୍ନିକାଣ୍ଡର ପ୍ରମୁଖ କାରଣ ବୋଲି ଜଣାପଡ଼ିଛି।

ସେହିପରି କେହି ବି ଘଟଣାରେ ଏଯାଏ ମୃତାହତ ହୋଇନାହାନ୍ତି। ଏହି ଅଞ୍ଚଳରେ ଏକାଧିକ ଫ୍ୟାକ୍ଟ୍ରୀ ରହିଛି। ତେଣୁ ସେଠାକୁ ନିଆଁ ବ୍ୟାପିବା ପୂର୍ବରୁ ହିଁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦିଆଯାଇଛି। ୨୭ଟି ଦମକଳ ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି। ଦରକାର ପଡ଼ିଲେ ଅହମଦାବାଦର ବିଭିନ୍ନ ସ୍ଥାନରୁ ଆହୁରି ଗାଡ଼ି ଅଣାଯିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story