ମେ’ ୧୪ରେ ଚୀନ ଯିବେ ମୋଦି

ନୂଆଦିଲ୍ଲୀ: ଗତ ଶନିବାର ତିନିଟି ଦେଶ ଗସ୍ତ କରି ଫେରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ବିଦେଶ ଗସ୍ତରେ ଯିବାକୁ ପ୍ରସ୍ତୁତ ହୋଇଗଲେଣି। ମେ’୧୪ ତାରିଖରେ ସେ ଚୀନ ଗସ୍ତରେ ଯିବେ। ମେ’୧୬ ତାରିଖରେ ସେ ସେଠାରୁ ଫେରିବେ। ଏହି ଗସ୍ତ ସମୟରେ ସେ ବେଜିଂ ଓ ସାଂଘାଇ ଯିବେ। ଚୀନ ରାଷ୍ଟ୍ରପତି ଜୀ ଜିଙ୍ଗପିଙ୍ଗଙ୍କ ଗାଁକୁ ବି ମୋଦି ଯିବେ। ମୋଦିଙ୍କ ଏହି ଗସ୍ତ ବୈଦେଶି ପୁଞ୍ଜି ନିବେଶ ଓ ମେକ୍ ଇନ୍ ଇଣ୍ଡିଆ ଦୃଷ୍ଟିକୋଣରୁ […]

narendra modi

narendra modi

Rakesh Mallick
  • Published: Monday, 20 April 2015
  • Updated: 21 April 2015, 05:59 AM IST

Sports

Latest News

ନୂଆଦିଲ୍ଲୀ: ଗତ ଶନିବାର ତିନିଟି ଦେଶ ଗସ୍ତ କରି ଫେରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ବିଦେଶ ଗସ୍ତରେ ଯିବାକୁ ପ୍ରସ୍ତୁତ ହୋଇଗଲେଣି। ମେ’୧୪ ତାରିଖରେ ସେ ଚୀନ ଗସ୍ତରେ ଯିବେ। ମେ’୧୬ ତାରିଖରେ ସେ ସେଠାରୁ ଫେରିବେ।

ଏହି ଗସ୍ତ ସମୟରେ ସେ ବେଜିଂ ଓ ସାଂଘାଇ ଯିବେ। ଚୀନ ରାଷ୍ଟ୍ରପତି ଜୀ ଜିଙ୍ଗପିଙ୍ଗଙ୍କ ଗାଁକୁ ବି ମୋଦି ଯିବେ। ମୋଦିଙ୍କ ଏହି ଗସ୍ତ ବୈଦେଶି ପୁଞ୍ଜି ନିବେଶ ଓ ମେକ୍ ଇନ୍ ଇଣ୍ଡିଆ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ସେହିପରି ସୀମା ବିବାଦ ନେଇ ଦ୍ୱିପାକ୍ଷିକ ଆଲୋଚନା ହୋଇପାରେ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ଗତ ଶନିବାର ମୋଦି ଫ୍ରାନ୍ସ, ଜର୍ମାନୀ ଓ କାନାଡ଼ାର ୯ ଦିନିଆ ଗସ୍ତ ସାରି ଫେରିଛନ୍ତି। ଏହି ଗସ୍ତ ସମୟରେ ଭାରତରେ ନିବେଶ କରିବାକୁ ସେଠାକାର କଂପାନୀମାନଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରିଥିଲେ। ସେହିଭଳି ୩୬ ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ ଫ୍ରାନ୍ସ ସହିତ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ କାନାଡା ଭାରତକୁ ୟୁରାନିୟମ ଯୋଗାଇବା ନେଇ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ମେକ୍ ଇନ୍ ଇଣ୍ଡିଆ ପାଇଁ ଜର୍ମାନୀ ସଠିକ୍ ପ୍ଲାଟଫର୍ମ ବୋଲି ମୋଦି କହିଥିଲେ। ଏହି ଗସ୍ତ ପୂରା ସଫଳ ରହିଥିଲା ବୋଲି ଫେରିବା ପରେ ସେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story