ମାୟାବତୀ ଏବଂ ନସିମୁଦ୍ଦିନଙ୍କ ଉପରେ ପୋକ୍ସୋ ଲଗାଇବାକୁ ଦାବି

ଲକ୍ଷ୍ନୌ: ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଏବଂ ନସିମୁଦ୍ଦିନ ସିଦ୍ଦିକିଙ୍କ ବିରୋଧରେ ପୋକ୍ସୋ ଆଇନ ଲାଗୁ କରିବାକୁ ଉତ୍ତରପ୍ରଦେଶ ବିଜେପିର ପୂର୍ବତନ ଉପାଧ୍ୟକ୍ଷ ଦୟାଶଙ୍କର ସିଂହଙ୍କ  ପତ୍ନୀ ସ୍ୱାତୀ ସିଂହ ଦାବି କରିଛନ୍ତି। ମାୟାବତୀଙ୍କୁ ନେଇ ଦିଆଯାଇଥିବା ବିବାଦୀୟ ମନ୍ତବ୍ୟକୁ ବିରୋଧ କରି ଗତ ଗୁରୁବାର ବିଏସ୍‌ପି ବିକ୍ଷୋଭ ପ୍ରଦର୍ଶନ କରିବା ସହ ତାଙ୍କୁ ଗିରଫ କରିବାକୁ ଦାବି କରିଥିଲା। ଏହି ସମୟରେ ବିଏସ୍‌ପି ନେତା ନସିମୁଦ୍ଦିନ ଦୟାଙ୍କ ଝିଅ ଓ ପତ୍ନୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। […]

dayashankar

dayashankar

Rakesh Mallick
  • Published: Saturday, 23 July 2016
  • Updated: 23 July 2016, 06:04 PM IST

Sports

Latest News

ଲକ୍ଷ୍ନୌ: ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଏବଂ ନସିମୁଦ୍ଦିନ ସିଦ୍ଦିକିଙ୍କ ବିରୋଧରେ ପୋକ୍ସୋ ଆଇନ ଲାଗୁ କରିବାକୁ ଉତ୍ତରପ୍ରଦେଶ ବିଜେପିର ପୂର୍ବତନ ଉପାଧ୍ୟକ୍ଷ ଦୟାଶଙ୍କର ସିଂହଙ୍କ  ପତ୍ନୀ ସ୍ୱାତୀ ସିଂହ ଦାବି କରିଛନ୍ତି। ମାୟାବତୀଙ୍କୁ ନେଇ ଦିଆଯାଇଥିବା ବିବାଦୀୟ ମନ୍ତବ୍ୟକୁ ବିରୋଧ କରି ଗତ ଗୁରୁବାର ବିଏସ୍‌ପି ବିକ୍ଷୋଭ ପ୍ରଦର୍ଶନ କରିବା ସହ ତାଙ୍କୁ ଗିରଫ କରିବାକୁ ଦାବି କରିଥିଲା। ଏହି ସମୟରେ ବିଏସ୍‌ପି ନେତା ନସିମୁଦ୍ଦିନ ଦୟାଙ୍କ ଝିଅ ଓ ପତ୍ନୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ।

ଦୟାଶଙ୍କର ମାୟାବତୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେବା ଘଟଣାକୁ ନେଇ ବିଜେପି ଅଡୁଆରେ ପଡି ଯାଇଥିଲା। ମାୟାବତୀ ଏହାକୁ ଇସ୍ୟୁ କରି ନିଜ ଭୋଟ ବ୍ୟାଙ୍କକୁ ଦୃଢ କରିବାକୁ ସବୁ ପ୍ରକାର ପ୍ରୟାସ କରୁଛନ୍ତି। ଏହି ସମୟରେ ନସିମୁଦ୍ଦିନଙ୍କ ମନ୍ତବ୍ୟକୁ ନେଇ ସ୍ୱାତୀଙ୍କ ଦାବି ପରେ ବିଏସ୍‌ପିକୁ ଟାର୍ଗେଟ୍‌ କରିବାକୁ ବିଜେପି ରଣନୀତି ପ୍ରସ୍ତୁତ କରିଛି।

ଦୟାଶଙ୍କରଙ୍କ ଝିଅର ସମ୍ମାନ ପାଇଁ ବିଜେପି ରାଜରାସ୍ତାକୁ ଓହ୍ଲାଇ ବିଏସ୍‌ପିକୁ ବିରୋଧ କରିବା ସହ ନସିମୁଦ୍ଦିନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

ନସିମୁଦ୍ଦିନଙ୍କ ବିବାଦୀୟ ମନ୍ତବ୍ୟକୁ ବିରୋଧ କରି ସ୍ୱାତୀ ଲକ୍ଷ୍ନୌର ହଜରତଗଞ୍ଜ ଥାନାରେ ଏତଲା ଦେଇଛନ୍ତି।

୨୦୧୭ରେ ହେବାକୁ ଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ସ୍ୱାତୀଙ୍କୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story