ନିଜ ମା’ଙ୍କ ନାମ ବଦଳାଇବାକୁ ଚାହୁଁଛନ୍ତି ମେହବୁବା ମୁଫତିଙ୍କ ସାନ ଝିଅ

ଶ୍ରୀନଗର: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି)ର ମୁଖ୍ୟ ମେହବୁବା ମୁଫତିଙ୍କ ସାନ ଝିଅ ଇର୍ତିକା ଜାଭେଦ ତାଙ୍କ ପାସପୋର୍ଟରେ ତାଙ୍କ ମା’ଙ୍କ ନାମ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଜମ୍ମୁ କଶ୍ମୀରର ଏକ ସ୍ଥାନୀୟ ଖବର କାଗଜରେ ବିଜ୍ଞପ୍ତି ଜାରି କରି ସପ୍ତାହକ ମଧ୍ୟରେ ମତାମତ ଦେବାକୁ କହିଛନ୍ତି। ଏହାପରେ ମତାମତ ଗ୍ରହଣ କରାଯିବ ନାହିଁ ବୋଲି ସେ କହିଛନ୍ତି। ପାସପୋର୍ଟରେ ମେହବୁବା ମୁଫତି ସ୍ଥାନରେ ମେହବୁବା ସୟିଦ […]

Iltija-Iqbal

Iltija-Iqbal

Subhransu Sekhar
  • Published: Sunday, 23 August 2020
  • Updated: 23 August 2020, 04:07 PM IST

ଶ୍ରୀନଗର: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି)ର ମୁଖ୍ୟ ମେହବୁବା ମୁଫତିଙ୍କ ସାନ ଝିଅ ଇର୍ତିକା ଜାଭେଦ ତାଙ୍କ ପାସପୋର୍ଟରେ ତାଙ୍କ ମା’ଙ୍କ ନାମ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଜମ୍ମୁ କଶ୍ମୀରର ଏକ ସ୍ଥାନୀୟ ଖବର କାଗଜରେ ବିଜ୍ଞପ୍ତି ଜାରି କରି ସପ୍ତାହକ ମଧ୍ୟରେ ମତାମତ ଦେବାକୁ କହିଛନ୍ତି। ଏହାପରେ ମତାମତ ଗ୍ରହଣ କରାଯିବ ନାହିଁ ବୋଲି ସେ କହିଛନ୍ତି।

ପାସପୋର୍ଟରେ ମେହବୁବା ମୁଫତି ସ୍ଥାନରେ ମେହବୁବା ସୟିଦ ଲେଖିବା ପାଇଁ ଇର୍ତିକା ଜାଭେଦ ଖବର କାଗଜରେ ବିଜ୍ଞପ୍ତି ଜାରି କରି କରିଛନ୍ତି। ଏଥିପାଇଁ କାହାର ଆପତ୍ତି ଥିଲେ ମତାମତ ଦେବାକୁ ସେ ଅନୁରୋଧ କରିଛନ୍ତି। ତେବେ ମେହବୁବା ତାଙ୍କ ସରନେମ ମୁଫତି ଲେଖୁଛନ୍ତି। ହେଲେ ଇର୍ତିକା ପାସପୋର୍ଟରେ ତାଙ୍କ ମା’ଙ୍କ ସରନେମ ମୁଫତି ବଦଳରେ ସୟିଦ ଲେଖିବାକୁ ଚାହୁଁଛନ୍ତି।

ଇର୍ତିକା ଏଭଳି ନିଷ୍ପତ୍ତି ନେବାର କାରଣ ହେଲା ମେହବୁବା ମୁଫତି ୧୯୮୪ ମସିହାରେ ଜାଭେଦ ଇକବାଲଙ୍କୁ ବିବାହ କରିଥିଲେ। କିନ୍ତୁ ଏହି ବିବାହ ବେଶୀ ଦିନ ରହିଲା ନାହିଁ। ୧୯୮୭ରୁ ଦୁହେଁ ଅଲଗା ହୋଇଛନ୍ତି। ମେହବୁବା ଏବଂ ଜାଭେଦଙ୍କର ଦୁଇଟି ଝିଅ ଅଛନ୍ତି, ଯାହାଙ୍କ ନାମ ଇର୍ତିକା ଏବଂ ଇଲତିଆଜ।

ମେହବୁବାଙ୍କ ବଡ ଝିଅ ଇଲତିଆଜ ତାଙ୍କ ମାଆଙ୍କୁ ଅନୁସରଣ କରି ତାଙ୍କ ନାମ ପଛରେ ମୁଫତି ରଖିବାକୁ ସ୍ଥିର କରିଛନ୍ତି। ହେଲେ ଇର୍ତିକା ତାଙ୍କ ବାପାଙ୍କର ନିକଟତମ ହୋଇଥିବାରୁ ସେ ତାଙ୍କ ମାଙ୍କ ସରନେମରେ ସୟିଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ, ମେହବୁବା ମୁଫତି ଏବେ ତାଙ୍କ ସରକାରୀ ଘରେ ଗିରଫ ହୋଇ ରହିଛନ୍ତି। ଗତ ବର୍ଷ ଅଗଷ୍ଟ ୨ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହୋଇଥିଲା। ଏହାପରେ କେନ୍ଦ୍ର ସରକାର ଶତାଧିକ ଲୋକଙ୍କୁ ଗିରଫ ସହିତ ଗୃହ ବନ୍ଦୀ କରି ରଖିଛନ୍ତି। ଯେଉଁଥିରେ ମେହବୁବା ମୁଫତି ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story