ଅମିତ ଶାହଙ୍କୁ ଚିଠି ଲେଖିଲେ ମେହବୁବା ମୁଫତିଙ୍କ ଝିଅ

ଶ୍ରୀନଗର: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ଝିଅ ଇଲତିଜା ଜାଭେଦ୍ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏକ ଚିଠି ଲେଖିଛନ୍ତି। ଯେଉଁଥିରେ ସେ କହିଛନ୍ତି ତାଙ୍କ ମାଆଙ୍କୁ ଗିରଫ କରାଯିବାର କିଛି ସମୟ ପରେ ତାଙ୍କୁ ଗୃହବନ୍ଦୀ କରି ରଖାଯାଇଛି। ଏହା ମାନବାଧିକାରର ଉଲ୍ଲଙ୍ଘନ ବୋଲି ସେ ଚିଠିରେ ଦର୍ଶାଇଛନ୍ତି। ଇଲତିଜା କହିଛନ୍ତି ମିଡିଆରେ ତାଙ୍କ ମା’ ନିଜର ମନ୍ତବ୍ୟ ଦେବାକୁ ଚେଷ୍ଟା କରିବାରୁ ତାଙ୍କୁ ଏବେ ତା’ର ପରିଣାମ ଭୋଗିବାକୁ ପଡ଼ୁଛି। ସେ […]

mehbooba mufti daughter

mehbooba mufti daughter

Subhransu Sekhar
  • Published: Friday, 16 August 2019
  • Updated: 16 August 2019, 03:31 PM IST

Sports

Latest News

ଶ୍ରୀନଗର: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ଝିଅ ଇଲତିଜା ଜାଭେଦ୍ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏକ ଚିଠି ଲେଖିଛନ୍ତି। ଯେଉଁଥିରେ ସେ କହିଛନ୍ତି ତାଙ୍କ ମାଆଙ୍କୁ ଗିରଫ କରାଯିବାର କିଛି ସମୟ ପରେ ତାଙ୍କୁ ଗୃହବନ୍ଦୀ କରି ରଖାଯାଇଛି। ଏହା ମାନବାଧିକାରର ଉଲ୍ଲଙ୍ଘନ ବୋଲି ସେ ଚିଠିରେ ଦର୍ଶାଇଛନ୍ତି।

ଇଲତିଜା କହିଛନ୍ତି ମିଡିଆରେ ତାଙ୍କ ମା' ନିଜର ମନ୍ତବ୍ୟ ଦେବାକୁ ଚେଷ୍ଟା କରିବାରୁ ତାଙ୍କୁ ଏବେ ତା'ର ପରିଣାମ ଭୋଗିବାକୁ ପଡ଼ୁଛି। ସେ କହିଛନ୍ତି, ତାଙ୍କ ମା' ମେହବୁବା ମୁଫତିଙ୍କୁ ଗିରଫ କରାଯିବା ପରେ ତାଙ୍କୁ ଜଙ୍ଗଲୀ ଜନ୍ତୁଙ୍କ ପରି ଗୃହବନ୍ଦୀ କରି ରଖାଯାଇଛି। ଏହା ତାଙ୍କର ମାନବାଧିକାରକୁ ଉଲ୍ଲଙ୍ଘନ କରୁଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ରାଜ୍ୟସଭାରେ ଜମ୍ମୁ କଶ୍ମୀର ପୂନର୍ଗଠନ ବିଲ୍ ଆସିବା ପୂର୍ବରୁ ଜମ୍ମୁ କଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଏବଂ ଓମାର ଅବଦୁଲ୍ଲାଙ୍କୁ ଗୃହବନ୍ଦୀ କରାଯାଇଥିଲା ଏବଂ  ଏହାପରେ ଉଭୟଙ୍କୁ ଗିରଫ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଗିରଫ ହେବାର କିଛି ଦିନ ପୂର୍ବରୁ ମେହବୁବା ମୁଫତି କହିଥିଲେ କେନ୍ଦ୍ର ଯଦି ଧାରା 370 ହଟାଇବାକୁ ଚେଷ୍ଟା କରେ, ତାହେଲେ ତା'ର ପରିଣାମ ଭୟଙ୍କର ହେବ।

ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି  ମେହବୁବା ମୁଫତି ଏବଂ ଓମାର ଅବଦୁଲ୍ଲାଙ୍କୁ ଗିରଫ କରି ରଖାଯାଇଛି। ଅନ୍ୟପଟେ ଏବେ କେନ୍ଦ୍ର ଜମ୍ମୁରେ ସୁରକ୍ଷା କଟକଣା କୋହଳ କରିଛନ୍ତି। ସ୍ଥିତି ସ୍ୱାଭାବିକ ହେବା ପରେ, କଶ୍ମୀର ଏବଂ ଘାଟି ଅଞ୍ଚଳରେ ଆବଶ୍ୟକତା ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା କୋହଳ କରାଯିବ ବୋଲି ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story