ମୋଦି ଆହୁରି ୧୫ ବର୍ଷ ପର୍ଯ୍ୟନ୍ତ ଦେଶର  ପ୍ରଧାନମନ୍ତ୍ରୀ ରହିବେ: ପାଶୱାନ

ନୂଆଦିଲ୍ଲୀ: କଂଗ୍ରେସ  ଉପାଧ୍ୟକ୍ଷ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶହନଶାହ କହିଥିବା ନେଇ ଆଜି କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାଶୱାନ ସୋନିଆଙ୍କୁ  ପଲଟା ଜବାବ ଦେଇଛନ୍ତି। ସେ କହିଛନ୍ତି, “କଂଗ୍ରେସକୁ କୌଣସି ଚିନ୍ତା କରିବା ଦରକାର  ନାହିଁ। ମୋଦି ଆହୁରି ୧୫ ବର୍ଷ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ରହିବେ।”

ମଙ୍ଗଳବାର ସୋନିଆ ଗାନ୍ଧୀ ମୋଦିଙ୍କୁ କହିଥିଲେ, ମୋଦି ଦେଶର ପ୍ରଧାନମନ୍ତ୍ରୀ ଅଟନ୍ତି, କିନ୍ତୁ ଶହନଶାହ ନୁହଁନ୍ତି। ଦେଶରେ  ଚାଷୀମାନେ ଆତ୍ମହତ୍ୟା କରୁଥିବା ବେଳେ ଦେଶର ପ୍ରଧାନମନ୍ତ୍ରୀ  ଖୁସି ମନାଉଛନ୍ତି।”

ପାଶୱାନ କହିଛନ୍ତି,“ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ଏପରି  ଶବ୍ଦ ବ୍ୟବହାର କରିବା ଉଚିତ୍ ନଥିଲା। ଦେଶର ଲୋକମାନେ ମୋଦିଙ୍କୁ  ସମର୍ଥନ କରୁଛନ୍ତି।”

ଆହୁରି ପଢ଼ନ୍ତୁ

ବ୍ରାଜିଲ ରାଷ୍ଟ୍ରପତି ମହାମାରୀ କରୋନାରେ ଆକ୍ରାନ୍ତ

ସାଉଦି ଆରବକୁ ପଛରେ ପକାଇଲା ମହାରାଷ୍ଟ୍ର, ଦିନକରେ ୨୨୪ ମୃତ, ୫୧୩୪ ପଜିଟିଭ

ବବ୍‌-କଟ୍‌ ହେୟାର ଷ୍ଟାଇଲ କରିଥିବା ହାତୀ ଇଣ୍ଟରନେଟ୍‌ର ନୂଆ ଷ୍ଟାର

୩ ମାସ ପରେ ଫେରିଲେ ପତ୍ନୀ, କରୋନା ଆଶଙ୍କାରେ ଘରେ ପୂରାଇଲେନି ସ୍ୱାମୀ

ବାଉଁସରେ ତିଆରି ଟିଫିନ ବକ୍ସ, ଭିଡିଓ ଭାଇରାଲ

ସୀମାରୁ ସେନା ପ୍ରତ୍ୟାହାର ସଂପୂର୍ଣ୍ଣ ଶେଷ ହେବାକୁ ଲାଗିବ ସମୟ, ପୁଣି ବସିବ ବୈଠକ

ଲଦାଖରେ ୨୦ ହଜାର କୋଟିର ରାସ୍ତାକାମ ଯଥାଶୀଘ୍ର ସାରିବାକୁ ନିର୍ଦ୍ଦେଶ

ଦୁଇ ଭାଇ, ହେଲେ ଗୋଟିଏ ପେଟ: ବିଶ୍ୱର ସବୁଠାରୁ ଅଧିକ ଦିନ ବଞ୍ଚିଥିବା ଯୋଡ଼ା ଭାଇଙ୍କ ପରଲୋକ

ସିବିଏସ୍‌ଇ ସିଲାବସ୍‌ ୩୦% କମିବ, ବିଷୟବସ୍ତୁ ପରୀକ୍ଷାରେ ପଡ଼ିବନି

ନୀତୀଶ କୁମାରଙ୍କ ଭାଣିଜୀଙ୍କୁ କରୋନା, ମୁଖ୍ୟମନ୍ତ୍ରୀଙ୍କ ଘରକୁ ଗଲା ଭେଣ୍ଟିଲେଟର

ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ସହ ସମ୍ପର୍କ ରଖିଥିଲେ ୨୦୦ ପୁଲିସ୍‌ କର୍ମଚାରୀ!

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍ ପଡ଼ିଲା ମାସ୍କ ଓ ସାନିଟାଇଜର