ମୋଦି ଆହୁରି ୧୫ ବର୍ଷ ପର୍ଯ୍ୟନ୍ତ ଦେଶର  ପ୍ରଧାନମନ୍ତ୍ରୀ ରହିବେ: ପାଶୱାନ

ନୂଆଦିଲ୍ଲୀ: କଂଗ୍ରେସ  ଉପାଧ୍ୟକ୍ଷ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶହନଶାହ କହିଥିବା ନେଇ ଆଜି କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାଶୱାନ ସୋନିଆଙ୍କୁ  ପଲଟା ଜବାବ ଦେଇଛନ୍ତି। ସେ କହିଛନ୍ତି, “କଂଗ୍ରେସକୁ କୌଣସି ଚିନ୍ତା କରିବା ଦରକାର  ନାହିଁ। ମୋଦି ଆହୁରି ୧୫ ବର୍ଷ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ରହିବେ।” ମଙ୍ଗଳବାର ସୋନିଆ ଗାନ୍ଧୀ ମୋଦିଙ୍କୁ କହିଥିଲେ, ମୋଦି ଦେଶର ପ୍ରଧାନମନ୍ତ୍ରୀ ଅଟନ୍ତି, କିନ୍ତୁ ଶହନଶାହ ନୁହଁନ୍ତି। ଦେଶରେ  ଚାଷୀମାନେ ଆତ୍ମହତ୍ୟା କରୁଥିବା ବେଳେ ଦେଶର ପ୍ରଧାନମନ୍ତ୍ରୀ  […]

ram-vilas-paswan_

ram-vilas-paswan_

Rakesh Mallick
  • Published: Wednesday, 01 June 2016
  • Updated: 01 June 2016, 10:01 AM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସ  ଉପାଧ୍ୟକ୍ଷ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶହନଶାହ କହିଥିବା ନେଇ ଆଜି କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାଶୱାନ ସୋନିଆଙ୍କୁ  ପଲଟା ଜବାବ ଦେଇଛନ୍ତି। ସେ କହିଛନ୍ତି, “କଂଗ୍ରେସକୁ କୌଣସି ଚିନ୍ତା କରିବା ଦରକାର  ନାହିଁ। ମୋଦି ଆହୁରି ୧୫ ବର୍ଷ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ରହିବେ।”

ମଙ୍ଗଳବାର ସୋନିଆ ଗାନ୍ଧୀ ମୋଦିଙ୍କୁ କହିଥିଲେ, ମୋଦି ଦେଶର ପ୍ରଧାନମନ୍ତ୍ରୀ ଅଟନ୍ତି, କିନ୍ତୁ ଶହନଶାହ ନୁହଁନ୍ତି। ଦେଶରେ  ଚାଷୀମାନେ ଆତ୍ମହତ୍ୟା କରୁଥିବା ବେଳେ ଦେଶର ପ୍ରଧାନମନ୍ତ୍ରୀ  ଖୁସି ମନାଉଛନ୍ତି।”

ପାଶୱାନ କହିଛନ୍ତି,“ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ଏପରି  ଶବ୍ଦ ବ୍ୟବହାର କରିବା ଉଚିତ୍ ନଥିଲା। ଦେଶର ଲୋକମାନେ ମୋଦିଙ୍କୁ  ସମର୍ଥନ କରୁଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story