ଦୁର୍ନୀତି ଖୋର ଓ ଅଯୋଗ୍ୟ ଅଧିକାରୀଙ୍କ ରିପୋର୍ଟ ମାଗିଲେ ମୋଦି ସରକାର

ନୂଆଦିଲ୍ଲୀ: ଦୁର୍ନୀତିଗ୍ରସ୍ତ ଓ ଅପାରଗ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ମୋଦି ସରକାର। ଏ ନେଇ ସରକାର ସମସ୍ତ ମନ୍ତ୍ରଣାଳୟକୁ କର୍ମଚାରୀଙ୍କ ରେକର୍ଡ ମାଗିଥିବା ସୂଚନା ରହିଛି। ଯେଉଁ କର୍ମଚାରୀଙ୍କ ନାଁରେ ଦୁର୍ନୀତି ଅଭିଯୋଗ  ଆସିଥିବ ସେମାନଙ୍କ ରେକର୍ଡ ଯାଞ୍ଚ କରିବା ପରେ ସରକାର ସେମାନଙ୍କୁ ଅବସର ନେବାକୁ କହିବେ ବୋଲି ଜଣାପଡ଼ିଛି। ମୁଖ୍ୟତଃ ୩୦ ବର୍ଷ ଚାକିରି ପୂରଣ କରିଥିବା କିମ୍ବା ୫୦ ରୁ ୫୫ ବର୍ଷ ବୟସର କର୍ମଚାରୀଙ୍କ ରେକର୍ଡ ଯାଞ୍ଚ କରିବାକୁ […]

modi

modi

Subhransu Sekhar
  • Published: Sunday, 30 August 2020
  • Updated: 30 August 2020, 09:13 PM IST

ନୂଆଦିଲ୍ଲୀ: ଦୁର୍ନୀତିଗ୍ରସ୍ତ ଓ ଅପାରଗ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ମୋଦି ସରକାର। ଏ ନେଇ ସରକାର ସମସ୍ତ ମନ୍ତ୍ରଣାଳୟକୁ କର୍ମଚାରୀଙ୍କ ରେକର୍ଡ ମାଗିଥିବା ସୂଚନା ରହିଛି। ଯେଉଁ କର୍ମଚାରୀଙ୍କ ନାଁରେ ଦୁର୍ନୀତି ଅଭିଯୋଗ  ଆସିଥିବ ସେମାନଙ୍କ ରେକର୍ଡ ଯାଞ୍ଚ କରିବା ପରେ ସରକାର ସେମାନଙ୍କୁ ଅବସର ନେବାକୁ କହିବେ ବୋଲି ଜଣାପଡ଼ିଛି।

ମୁଖ୍ୟତଃ ୩୦ ବର୍ଷ ଚାକିରି ପୂରଣ କରିଥିବା କିମ୍ବା ୫୦ ରୁ ୫୫ ବର୍ଷ ବୟସର କର୍ମଚାରୀଙ୍କ ରେକର୍ଡ ଯାଞ୍ଚ କରିବାକୁ ସରକାର ବିଭାଗ ଗୁଡ଼ିକୁ କହିଥିବା ସୂଚନା ରହିଛି।

ଶୁକ୍ରବାର ସରକାର ଜାରି କରିଥିବା ଏକ ଆଦେଶରେ କୁହାଯାଇଛି ଯେ ସରକାରୀ କର୍ମଚାରୀ ହଠାତ୍ ଅବସର ନେବା ନିୟମ ଅନୁଯାୟୀ ଦଣ୍ଡ ନୁହେଁ। ଏହା 'ବାଧ୍ୟତାମୂଳକ ଅବସର' ଠାରୁ ଭିନ୍ନ, ଯାହା କେନ୍ଦ୍ରୀୟ ନାଗରିକ ସେବା ନିୟମ, ୧୯୬୫ ଅନୁଯାୟୀ ଧାର୍ଯ୍ୟ କରାଯାଇଥିବା ଦଣ୍ଡ ମଧ୍ୟରୁ ଅନ୍ୟତମ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story