ନେପାଳରେ ପହଞ୍ଚିଲେ ମୋଦି, ଲୋକାର୍ପିତ ହେବ ରାମାୟଣ ସର୍କିଟ ବସ୍ ରୁଟ୍

  ନୂଆଦିଲ୍ଲୀ: ସୀତାଙ୍କ ଜନ୍ମସ୍ଥାନ ନେପାଳର ଜନକପୁରରୁ ରାମ ଜନ୍ମଭୂମି ଅଯୋଧ୍ୟାକୁ ଆରମ୍ଭ ହେବ ରାମାୟଣ ସର୍କିଟ ବସ୍ ରୁଟ୍। ଆଜି  ଏହି ବସ୍ ସେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଏସ୍. ଓଲି  ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀ ମୋଦି  ଦୁଇ ଦିନିଆ ନେପାଳ ଗସ୍ତରେ ଅଛନ୍ତି। ନେପାଳକୁ ମୋଦିଙ୍କର ଏହା ହେଉଛି ତୃତୀୟ ଥର ପାଇଁ ଗସ୍ତ। ଏହି ଗସ୍ତ ଅବସରରେ ଦ୍ୱିପାକ୍ଷିକ ଚୁକ୍ତି ସହ କିଛି ପ୍ରକଳ୍ପର ଉଦଘାଟନ […]

munu

munu

Rakesh Mallick
  • Published: Friday, 11 May 2018
  • Updated: 11 May 2018, 11:45 AM IST

Sports

Latest News

ନୂଆଦିଲ୍ଲୀ: ସୀତାଙ୍କ ଜନ୍ମସ୍ଥାନ ନେପାଳର ଜନକପୁରରୁ ରାମ ଜନ୍ମଭୂମି ଅଯୋଧ୍ୟାକୁ ଆରମ୍ଭ ହେବ ରାମାୟଣ ସର୍କିଟ ବସ୍ ରୁଟ୍। ଆଜି  ଏହି ବସ୍ ସେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଏସ୍. ଓଲି  ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀ ମୋଦି  ଦୁଇ ଦିନିଆ ନେପାଳ ଗସ୍ତରେ ଅଛନ୍ତି। ନେପାଳକୁ ମୋଦିଙ୍କର ଏହା ହେଉଛି ତୃତୀୟ ଥର ପାଇଁ ଗସ୍ତ।

ଏହି ଗସ୍ତ ଅବସରରେ ଦ୍ୱିପାକ୍ଷିକ ଚୁକ୍ତି ସହ କିଛି ପ୍ରକଳ୍ପର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।  ନେପାଳ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ଓ ଉପରାଷ୍ଟ୍ରପତିଙ୍କ ସହ ମଧ୍ୟ ଆଲୋଚନା କରିବେ ମୋଦି । ଏହି ଗସ୍ତ ଅବସରରେ ଦ୍ୱିପାକ୍ଷିକ ଚୁକ୍ତି ସହ କିଛି ପ୍ରକଳ୍ପର ଉଦଘାଟନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ସେହିପରି ଉତ୍ତର ନେପାଳରେ ଏକ ଜଳ ବିଦ୍ୟୁତ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story