ଯାହାଙ୍କ ଡ୍ରାଇଭର୍ ସାଜିଥିଲେ ଇମ୍ରାନ୍‌, ସେ ମୋଦିଙ୍କୁ ଦେଲେ ସର୍ବୋଚ୍ଚ ସମ୍ମାନ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ବିବାଦ ସବୁବେଳେ ଅନ୍ତର୍ଜାତୀୟ ସ୍ତରରେ ଆଲୋଚନାର ବିଷୟ ପାଲଟିଥାଏ। ଏବେ ପୁଣି ଥରେ ଅନ୍ତର୍ଜାତୀୟ ସୋଶାଲ ମିଡିଆରେ ଭାରତ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଉପଲବ୍ଧିକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଅର୍ଡର ଅଫ୍‌ ଜାୟେଦ୍‌’ରେ ସମ୍ମାନିତ ହେବା ପରେ ଏହି ଲଘୁ ଏବଂ ପରିହାସମୂଳକ ଆଲୋଚନା ଆରମ୍ଭ ହୋଇଛି। କାରଣ, ଫେବୃଆରୀରେ ପାକିସ୍ତାନ ଆସିଥିଲେ ୟୁୁଏଇ […]

modi vs imran viral

modi vs imran viral

Subhransu Sekhar
  • Published: Sunday, 25 August 2019
  • Updated: 25 August 2019, 05:55 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ବିବାଦ ସବୁବେଳେ ଅନ୍ତର୍ଜାତୀୟ ସ୍ତରରେ ଆଲୋଚନାର ବିଷୟ ପାଲଟିଥାଏ। ଏବେ ପୁଣି ଥରେ ଅନ୍ତର୍ଜାତୀୟ ସୋଶାଲ ମିଡିଆରେ ଭାରତ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଉପଲବ୍ଧିକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଅର୍ଡର ଅଫ୍‌ ଜାୟେଦ୍‌’ରେ ସମ୍ମାନିତ ହେବା ପରେ ଏହି ଲଘୁ ଏବଂ ପରିହାସମୂଳକ ଆଲୋଚନା ଆରମ୍ଭ ହୋଇଛି।
କାରଣ, ଫେବୃଆରୀରେ ପାକିସ୍ତାନ ଆସିଥିଲେ ୟୁୁଏଇ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ। ସେତେବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ନିଜେ କାର ଡ୍ରାଇଭିଂ କରି ମହମ୍ମଦ ବିନଙ୍କୁ ପାଛୋଟି ନେଇଥିଲେ। ଦୁଇ ଦେଶର ସମ୍ପର୍କକୁ ମଜବୁତ କରିବା ପାଇଁ ଇମ୍ରାନ୍ ଖାନ୍ ଏପରି ଫ୍ରେଣ୍ଡଲି ବ୍ୟବହାର ଦେଖାଇଥିଲେ ବୋଲି କୁହାଯାଏ। ଏବେ ଉଭୟ ଘଟଣାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। କାରଣ ଏହାକୁ ନେଇ ନିକଟରେ ଇମ୍ରାନଙ୍କ ଦଳର ମହିଳା ସାଂସଦ ତାଙ୍କୁ ସଂସଦରେ ଡ୍ରାଇଭର ବୋଲି କହିଦେଇଥିଲେ। ଯାହାକୁ ନେଇ ବିରୋଧୀ ମଧ୍ୟ ଖୁବ୍ ଥଟ୍ଟା ପରିହାସ କରିଥିଲେ। 
ଆଲୋକ ଭଟ୍ଟ ନାମକ ଜଣେ ୟୁଜର ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି ଯେଉଁଠି ନରେନ୍ଦ୍ର ମୋଦିଙ୍କୁ ଅର୍ଡର ଅଫ୍ ଜାୟେଦ୍‌ ସମ୍ମାନ ମିଳୁଛି ଅନ୍ୟପଟେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପାଠ ପଢ଼ିଥିବା ବ୍ୟକ୍ତିକୁ ଡ୍ରାଇଭିଂ କରିବାର ସୁଯୋଗ ମିଳୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story