ହାତ ସଫା କରି ଟିସୁ ପେପରକୁ ପକେଟ୍‌ରେ ପୂରାଇ ଦେଲେ ମୋଦି: ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସ୍ୱଚ୍ଛତାର ଆଉ ଏକ ନିଦର୍ଶନ ଦେଖିବାକୁ ମିଳିଛି।  ତାହା ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଗତକାଲି ମୋଦି ଦିଲ୍ଲୀର ସୁଭାଷ ପାର୍କରେ ହୋଇଥିବା ରାବଣ ପୋଡ଼ି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ଉପସ୍ଥିତ ଥିଲେ। ଏହି  ଅବସରରେ ମୋଦି ଭଗବାନ ରାମଙ୍କ ବେଶ ହୋଇଥିବା କିଛି ଯୁବକଙ୍କୁ ତିଳକ ଲଗାଇ ପୂଜା କରିଥିଲେ। ଏହା ପରେ […]

modi

modi

Rakesh Mallick
  • Published: Sunday, 01 October 2017
  • Updated: 01 October 2017, 07:49 AM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସ୍ୱଚ୍ଛତାର ଆଉ ଏକ ନିଦର୍ଶନ ଦେଖିବାକୁ ମିଳିଛି।  ତାହା ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଗତକାଲି ମୋଦି ଦିଲ୍ଲୀର ସୁଭାଷ ପାର୍କରେ ହୋଇଥିବା ରାବଣ ପୋଡ଼ି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ଉପସ୍ଥିତ ଥିଲେ। ଏହି  ଅବସରରେ ମୋଦି ଭଗବାନ ରାମଙ୍କ ବେଶ ହୋଇଥିବା କିଛି ଯୁବକଙ୍କୁ ତିଳକ ଲଗାଇ ପୂଜା କରିଥିଲେ। ଏହା ପରେ ମୋଦିଙ୍କୁ  ହାତ ପୋଛିବା ପାଇଁ ଏକ ଟିସୁ ପେପର ଦିଆଯାଇଥିଲା। ସେ ଏହି ଟିସୁ ପେପରରେ ହାତ ପୋଛିବା ପରେ ଏହାକୁ ବାହାରେ ଫୋପାଡ଼ି ନଥିଲେ। ସେ ବ୍ୟବହୃତ ଟିସୁ ପେପରଟିକୁ ଫୋପାଡ଼ି ଦେବାକୁ ବି କାହାରିକୁ ଦେଇନଥିଲେ। ତା’ ବଦଳରେ ସେ ସେଇଟିକୁ ନିଜ ପକେଟ୍‌ରେ ଭର୍ତ୍ତି କରି ଦେଇଥିଲେ। ମୋଦିଙ୍କ ଏହି କାର୍ଯ୍ୟଟି ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଟ୍ୱିଟରରେ ମୋଦିଙ୍କ ଏହି ଭିଡିଓ ଭାଇରାଲ ହେବା ସହ ଲୋକେ ବିଭିନ୍ନ କମେଣ୍ଟ ମଧ୍ୟ ଦେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story