ମୋହନ ଭାଗବତଙ୍କ ‘ସିଂହ ଏବଂ କୁକୁର’ ବୟାନକୁ ନେଇ ଉଠିଲା ବିବାଦ, କିଏ ଉଠାଇଲେ ଆପତ୍ତି

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ( ଆର୍‌ଏସ୍‌ଏସ) ମୁଖ୍ୟ ମୋହନ ଭାଗବତଙ୍କ ବିବାଦୀୟ ବୟାନକୁ ନେଇ ଝଡ଼ ସୃଷ୍ଟି ହୋଇଛି। ଆମେରିକାରେ ସିକାଗୋରେ ଚାଲିଥିବା  ବିଶ୍ୱ ହିନ୍ଦୁ କଂଗ୍ରେସ ସଭାରେ ମୋହନ ଭାଗବତ ଦେଇଥିବା ଏକ ଟିପ୍ପଣୀକୁ ନେଇ ଆପତ୍ତି ଉଠିଛି। ମୋହନ ଭାଗବତଙ୍କ ‘କୁକୁର ଏବଂ ସିଂହ’ ସମ୍ବୋଧନକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। AIMIM ପ୍ରମୁଖ ଅସଦୁଦ୍ଦିନ୍‌ ୱେଏସି ଏବଂ ଭାରତୀୟ ବହୁଜନ ମହାଜନ ସଂଘର ନେତା  ପ୍ରକାଶ ଆମ୍ବେଦକର ମୋହନ ଭାଗବତଙ୍କୁ କଡ଼ା […]

2018_9$largeimg08_Saturday_2018_135649821

Tapas Behera
  • Published: Sunday, 09 September 2018
  • Updated: 10 September 2018, 09:54 AM IST

Sports

Latest News

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ( ଆର୍‌ଏସ୍‌ଏସ) ମୁଖ୍ୟ ମୋହନ ଭାଗବତଙ୍କ ବିବାଦୀୟ ବୟାନକୁ ନେଇ ଝଡ଼ ସୃଷ୍ଟି ହୋଇଛି। ଆମେରିକାରେ ସିକାଗୋରେ ଚାଲିଥିବା  ବିଶ୍ୱ ହିନ୍ଦୁ କଂଗ୍ରେସ ସଭାରେ ମୋହନ ଭାଗବତ ଦେଇଥିବା ଏକ ଟିପ୍ପଣୀକୁ ନେଇ ଆପତ୍ତି ଉଠିଛି। ମୋହନ ଭାଗବତଙ୍କ ‘କୁକୁର ଏବଂ ସିଂହ’ ସମ୍ବୋଧନକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

AIMIM ପ୍ରମୁଖ ଅସଦୁଦ୍ଦିନ୍‌ ୱେଏସି ଏବଂ ଭାରତୀୟ ବହୁଜନ ମହାଜନ ସଂଘର ନେତା  ପ୍ରକାଶ ଆମ୍ବେଦକର ମୋହନ ଭାଗବତଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଉଭୟେ ୱେଏସି ଏବଂ ପ୍ରକାଶ ଆମ୍ବେଦକର କହିଛନ୍ତି ଯେ, ମୋହନ ଭାଗବତଙ୍କ ଏହି ବୟାନରେ ସିଂହ ହେଉଛି ‘ସଂଘ ଏବଂ କକୁର’ ଆକ୍ଷେପ ବିପକ୍ଷ ଦଳକୁ ଇସାରା କରୁଛି। ୱେଏସି କହିଛନ୍ତି ଯେ, ଭାରତୀୟ ସମ୍ବିଧାନ ଅନୁସାରେ ସମସ୍ତେ ହେଉଛନ୍ତି ମଣିଷ।

ଏଠି କାହାକୁ ସିଂହ କିମ୍ବା କୁକୁର ବୋଲି କୁହାଯାଇ ନାହିଁ। ସଂଘ କେବେ ଭାରତୀୟ ସମ୍ବିଧାନକୁ ମାନେ ନାହିଁ। ସଂଘ ନିଜକୁ ସିଂହ ଏବଂ ବାକି ସମସ୍ତଙ୍କୁ କୁକୁର ବୋଲି ମାନେ। ନିଜେ ଶକ୍ତିଶାଳୀଏବଂ ବାକି ସମସ୍ତେ ଦୁର୍ବଳ ବୋଲି ସଂଘ ମନେ କରେ ବୋଲି ଭାଗବତ କହିଥିଲେ।

କ’ଣ କହିଥିଲେ ଭାଗବତ

ଶୁକ୍ରବାର ଦେଇଥିବା ଭାଷଣରେ ଭାଗବତ କହିଥିଲେ ଯେ, ପ୍ରଭୁତ୍ୱ ବିସ୍ତାର କରିବା ହିନ୍ଦୁଙ୍କର ଆଶା, ଆକାଂକ୍ଷା ନୁହେଁ । ସେ କହିଥିଲେ ଯେ, ଯଦି ଗୋଟିଏ ସିଂହ ଏକୁଟିଆ ଅଛି ତେବେ ଏକ ଜଙ୍ଗଲୀ କୁକୁର ତାକୁ ଆକ୍ରମଣ କରି ମାରିପାରେ।

କିନ୍ତ ଏହା ଭୁଲିଯିବା ଉଚିତ୍‌ ନୁହେଁ ଯେ, ବିଶ୍ୱକୁ ସର୍ବଶ୍ରେଷ୍ଠ ଭାବେ ଗଠନ କରିବା ଆମର ଲକ୍ଷ୍ୟ।  ପ୍ରଭୁତ୍ୱ ବା ସାମ୍ରାଜ୍ୟ ବିସ୍ତାରର ଲାଳସା ଆମ ମନରେ ନାହିଁ। ଆମର ଇଚ୍ଛା ବିଜୟ ପ୍ରାପ୍ତି କିମ୍ବା ଔପନିବେଶବାଦ ନୁହଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story