କରୋନାରେ ଆସିଲା କରୁଣ କାହାଣୀ, କୁନି ଝିଅକୁ କୋଳେଇ ନେଲେ ଦୁଇ ନର୍ସ

ରାୟପୁର: ମେଡିକାଲ ଭିତର ୱାର୍ଡ଼ ଭିତରେ ଜଣେ ୩ ମାସର ଶିଶୁ କନ୍ୟା ପାଇଁ ଏବେ ଦୁଇ ଜଣ ନର୍ସମାନେ ହିଁ ସବୁ କିଛି। ଏମାନେ ମିଳି ମିଶି ତା’ର ସେବା କରୁଛନ୍ତି । ଧୂଆ ପୋଛାଠାରୁ ଆରମ୍ଭ କରି ବଟଲଫିଡିଂ ପର୍ଯ୍ୟନ୍ତ ସବୁ କିଛି କରୁଛନ୍ତି ଏହି ଦୁଇ ଜଣ ନର୍ସ । କାରଣ ଉକ୍ତ ଶିଶୁ କନ୍ୟାଟି ତା’ ମାଠାରୁ ଅଲଗା ରହୁଛି। କୁହାଯାଏ ନାରୀ ମମତାମୟୀ। କେତେବେଳେ ସେ ଧାୟୀ ତ’ କେତେବେଳେ […]

chatisgada-1

chatisgada-1

Tapas Behera
  • Published: Thursday, 16 April 2020
  • Updated: 16 April 2020, 04:58 PM IST

Sports

Latest News

ରାୟପୁର: ମେଡିକାଲ ଭିତର ୱାର୍ଡ଼ ଭିତରେ ଜଣେ ୩ ମାସର ଶିଶୁ କନ୍ୟା ପାଇଁ ଏବେ ଦୁଇ ଜଣ ନର୍ସମାନେ ହିଁ ସବୁ କିଛି। ଏମାନେ ମିଳି ମିଶି ତା’ର ସେବା କରୁଛନ୍ତି । ଧୂଆ ପୋଛାଠାରୁ ଆରମ୍ଭ କରି ବଟଲଫିଡିଂ ପର୍ଯ୍ୟନ୍ତ ସବୁ କିଛି କରୁଛନ୍ତି ଏହି ଦୁଇ ଜଣ ନର୍ସ । କାରଣ ଉକ୍ତ ଶିଶୁ କନ୍ୟାଟି ତା’ ମାଠାରୁ ଅଲଗା ରହୁଛି। କୁହାଯାଏ ନାରୀ ମମତାମୟୀ। କେତେବେଳେ ସେ ଧାୟୀ ତ’ କେତେବେଳେ ମା’ଟିଏ। ବାତ୍ସଲ୍ୟ ମମତା ତା’ ଲାଗି ପରମ କର୍ତ୍ତବ୍ୟ। ହେଲେ ଯେତେବେଳେ ଜନ୍ମଦେଇଥିବା ମାକୁ ଭୁଲି ଏ ନର୍ସମାନଙ୍କୁ ମା’ ଭାବି ନେଇଛି ମାତ୍ର ତିମାସର ଛୁଆଟିଏ ସେଠି ମମତା ରୂପକ ମୂଲର ସୀମା ହିଁ ନାହିଁ। ତେବେ କୁନି ଝିଅଟି ନିଜ ମା’ଠାରୁ ଅଲଗା ରହିବା ପଛରରେ ରହିଛି କରୋଣ କାହାଣୀ । ଏବେ ସାରା ବିଶ୍ୱକୁ  ଥରହର କରିଦେଇଥିବା ମହାମାରୀ କରୋନା କୋପରୁ ବି ବାଦ ପଡ଼ିନି ଉକ୍ତ ଶିଶୁ କନ୍ୟାର ମା’।

ଘଟଣାଟି ଘଟିଛି ଛତିଶଗଡର ରାଜଧାନୀ ରାୟପୁରରେ। ଶିଶୁଟିର ମା ଜଣକ  କରୋନାରେ ଆକ୍ରାନ୍ତ ହୋଇ ରାୟପୁର ଏମ୍ସରେ ଚିକିତ୍ସା ହେଉଛନ୍ତି। କିନ୍ତୁ ତାଙ୍କର ୩ମାସର ଝିଅଟି ରହିଛି। ମାଠାରୁ ତାଙ୍କ ଝିଅକୁ ବ୍ୟାପିବା ଅଶଙ୍କା କରି ତାଙ୍କର କୁନି ଝିଅଙ୍କୁ ତାଙ୍କଠାରୁ ଅଲଗା ରଖାଯାଇଛି।  ଏଭଳି ପରିସ୍ଥିତିରେ ଡାକ୍ତରଖାନାରେ ଝିଅର ଦେଖାଶୁଣା କରିବା ପାଇଁ ତାଙ୍କ ଆଇଙ୍କୁ ଡକାଯାଇଥିଲା। କିନ୍ତୁ ତାଙ୍କର ନମୁନା ମଧ୍ୟ ପଜିଟିଭ ଆସିଥିଲା। ଏହା ପରେ ଝିଅର ମାମୁଁଙ୍କୁ ଡକାଯାଇଥିଲା।

ଝିଅର ମାମୁଁ ମେଡିକାଲରେ ପହଞ୍ଚିଲାପରେ ତାଙ୍କର ନମୁନା ପରୀକ୍ଷା କରାଯାଇଥିଲା। ସେ ମଧ୍ୟ କରୋନାରେ ପଜିଟିଭ ଥିବା ଜଣାପଡିଥିଲେ। ଯେତେବେଳେ ପରିବାରର ସମସ୍ତ ସଦସ୍ୟ କରୋନାରେ ପଜିଟିଭ ଥିବା ଜଣାପଡିଥିଲେ, ସେତେବେଳେ ଏମ୍ସର ଦୁଇଜଣ ନର୍ସ ଏହି କୁନି ଝିଅଟିର ଯତ୍ନ ନେଉଛନ୍ତି। ରାୟପୁର ସ୍ଥିତ ଏମ୍ସର ନିର୍ଦ୍ଦେଶକ ନିତିନ ଏମ୍‌ କହିଛନ୍ତି, ଝିଅଟି ବହୁତ ଛୋଟ, ତେଣୁ ତାଙ୍କୁ ନିୟମିତ କ୍ଷୀରର ଆବଶ୍ୟକ ହୋଇଥାଏ। କିନ୍ତୁ ମା’ କରୋନାରେ ସଂକ୍ରମିତ ହୋଇଥିବାରୁ ତାଙ୍କ କ୍ଷୀର ଝିଅକୁ ଦିଆଯାଉ ନାହିଁ।

ଏହି କାରଣରୁ ଦୁଇଜଣ ନର୍ସ ଝିଅଟିକୁ ବୋତଲ ସାହାଯ୍ୟରେ ଖାଇବାକୁ ଦେଉଛନ୍ତି। ଝିଅଟିକୁ ସଂକ୍ରମଣ ନହେବା ପାଇଁ ଦୁଇଜଣ ନର୍ସ ପିପିଇ(PPE) କିଟ୍‌ ପିନ୍ଧି ତାର ଯତ୍ନ ନେଉଛନ୍ତି। କରୋନା ଭୟରେ ଏବେ ମଣିଷ- ମଣିଷ ଠାରୁ ଦୂରେଇ ରହୁଥିବା ବେଳେ କୁନି ପିଲାଟିକୁ ନର୍ସମାନେ କୋଳେଇ ନେଇ ତାର ଯତ୍ନ ନେବା  ମାନବିକତାର ଅନନ୍ୟ ଉଦାହରଣ ସୃଷ୍ଟି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story