ଏମ୍‌ଟିସିଆରରେ ପୂର୍ଣ୍ଣ ସଦସ୍ୟତା ହାସଲ ଭାରତ

ନୂଆଦିଲ୍ଲୀ: କ୍ଷେପଣାସ୍ତ୍ର ଜ୍ଞାନକୌଶଳ ନିୟନ୍ତ୍ରଣ ବ୍ୟବସ୍ଥା (ଏମ୍‌ଟିସିଆର)ରେ ଭାରତ ଆଜି ପୂର୍ଣ୍ଣ ସଦସ୍ୟତା ହାସଲ କରିଛି।  ଫ୍ରାନ୍ସର ରାଷ୍ଟ୍ରଦୂତ ଆଲେକ୍‌ଜାଣ୍ଡାରେ ଜିଗଲାର, ନେଦରଲାଣ୍ଡର ରାଷ୍ଟ୍ରଦୂତ ଆଲ୍‌ଫୋନୋସ୍‌ ଷ୍ଟୋଇଲିଙ୍ଗାଙ୍କ ସମତେ ବହୁ ଉଚ୍ଚପଦସ୍ଥ କର୍ମଚାରୀଙ୍କ ଉପସ୍ଥିତିରେ ଆଜି  ଭାରତର ବୈଦେଶିକ ସଚିବ ଜୟ ଶଙ୍କର ଏମ୍‌ଟିସିଆରରେ ପୂର୍ଣ୍ଣ ସଦସ୍ୟତା ସମ୍ପର୍କିତ ଚୁକ୍ତିରେ ସ୍ୱାକ୍ଷର  କରିଛନ୍ତି। ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି,“ଏମ୍‌ଟିସିଆରରେ ଭାରତ ଆଜି ପୂର୍ଣ୍ଣ ସଦସ୍ୟତା ହାସଲ କରିଛି। ୩୫ ତମ ଦେଶ ଭାବେ ଭାରତ ଏଥିରେ […]

mtcr-india

mtcr-india

Rakesh Mallick
  • Published: Monday, 27 June 2016
  • Updated: 27 June 2016, 04:01 PM IST

Sports

Latest News

ନୂଆଦିଲ୍ଲୀ: କ୍ଷେପଣାସ୍ତ୍ର ଜ୍ଞାନକୌଶଳ ନିୟନ୍ତ୍ରଣ ବ୍ୟବସ୍ଥା (ଏମ୍‌ଟିସିଆର)ରେ ଭାରତ ଆଜି ପୂର୍ଣ୍ଣ ସଦସ୍ୟତା ହାସଲ କରିଛି।  ଫ୍ରାନ୍ସର ରାଷ୍ଟ୍ରଦୂତ ଆଲେକ୍‌ଜାଣ୍ଡାରେ ଜିଗଲାର, ନେଦରଲାଣ୍ଡର ରାଷ୍ଟ୍ରଦୂତ ଆଲ୍‌ଫୋନୋସ୍‌ ଷ୍ଟୋଇଲିଙ୍ଗାଙ୍କ ସମତେ ବହୁ ଉଚ୍ଚପଦସ୍ଥ କର୍ମଚାରୀଙ୍କ ଉପସ୍ଥିତିରେ ଆଜି  ଭାରତର ବୈଦେଶିକ ସଚିବ ଜୟ ଶଙ୍କର ଏମ୍‌ଟିସିଆରରେ ପୂର୍ଣ୍ଣ ସଦସ୍ୟତା ସମ୍ପର୍କିତ ଚୁକ୍ତିରେ ସ୍ୱାକ୍ଷର  କରିଛନ୍ତି।

ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି,“ଏମ୍‌ଟିସିଆରରେ ଭାରତ ଆଜି ପୂର୍ଣ୍ଣ ସଦସ୍ୟତା ହାସଲ କରିଛି। ୩୫ ତମ ଦେଶ ଭାବେ ଭାରତ ଏଥିରେ ସଦସ୍ୟତା ହାସଲ କରିଛି। ଏହାଦ୍ୱାରା ଭାରତ ବହୁତ ଲାଭବାନ୍‌ ହେବ।”

ଏହି ସଦସ୍ୟତା ବଳରେ ଭାରତ ଏଣିକି ବ୍ରହ୍ମୋସ କ୍ଷେପଣାସ୍ତ୍ର ଅନ୍ୟ ରାଷ୍ଟ୍ରକୁ ବିକ୍ରି କରିପାରିବ। ଏନ୍‌ଏସ୍‌ଜିରେ ସଦସ୍ୟତା ପାଇବାରେ ବିଫଳତା ପରେ ବି ଏମ୍‌ଟିସିଆରରେ ପୂର୍ଣ୍ଣ ସଦସ୍ୟତା ହାସଲ ଭାରତ ପାଇଁ ଏକ ବଡ଼ କୂଟନୈତିକ ବିଜୟ ସାବ୍ୟସ୍ତ ହୋଇଛି।

୪ ଦିନ ତଳେ ଚୀନ୍‌ ଓ ଅନ୍ୟ କେତକ ରାଷ୍ଟ୍ରଙ୍କ ବିରୋଧ ଯୋଗୁଁ ଭାରତ ପରମାଣୁ ଯୋଗାଣକାରୀ ରାଷ୍ଟ୍ର ସମୂହ (ଏନ୍‌ଏସ୍‌ଜି)ର ସଦସ୍ୟତାରୁ ବଞ୍ଚିତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story