ପାକ୍‌ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହେବେ ୨୬/୧୧ ଘଟଣାର ମାଷ୍ଟର ମାଇଣ୍ଡ  ହାଫିଜ୍‌ ସଏଦ୍‌

ଲାହୋର: ୨୦୦୮ ନେଭେମ୍ବର ୨୬ର ଲୋମହର୍ଷଣକାରୀ ଆତଙ୍କ ଘଟଣାର ମାଷ୍ଟରମାଇଣ୍ଡ ବୋଲାଉଥିବା ହାଫିଜ୍‌ ସଇଦ୍‌ ୨୦୧୮ରେ ପାକିସ୍ଥାନ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହେଉଛନ୍ତି। ଶନିବାର ଏ ନେଇ ସଇଦ୍‌ ସ୍ପଷ୍ଟ କରି କହିଛନ୍ତି ଯେ, ସେ ମିଲ୍ଲି ମୁସ୍‌ଲିମ୍‌ ଲିଗ୍‌ ବ୍ୟାନ୍‌ରରେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବେ। ଯାହା ଅଦ୍ୟାବଧି ଦେଶର ନିର୍ବାଚନ କମିଶନ ସହ ସହବନ୍ଧିତ ହୋଇପାରି ନାହିଁ। ମିଲ୍ଲି ମୁସ୍‌ଲିମ୍‌ ଲିଗ୍‌(MML) ୨୦୧୮ରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନରେ ଭାଗ ନେବାକୁ ଯାଉଛି। […]

hafiz-saeed-afp_650x400_71511664667

hafiz-saeed-afp_650x400_71511664667

Rakesh Mallick
  • Published: Sunday, 03 December 2017
  • Updated: 03 December 2017, 12:06 PM IST

Sports

Latest News

ଲାହୋର: ୨୦୦୮ ନେଭେମ୍ବର ୨୬ର ଲୋମହର୍ଷଣକାରୀ ଆତଙ୍କ ଘଟଣାର ମାଷ୍ଟରମାଇଣ୍ଡ ବୋଲାଉଥିବା ହାଫିଜ୍‌ ସଇଦ୍‌ ୨୦୧୮ରେ ପାକିସ୍ଥାନ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହେଉଛନ୍ତି। ଶନିବାର ଏ ନେଇ ସଇଦ୍‌ ସ୍ପଷ୍ଟ କରି କହିଛନ୍ତି ଯେ, ସେ ମିଲ୍ଲି ମୁସ୍‌ଲିମ୍‌ ଲିଗ୍‌ ବ୍ୟାନ୍‌ରରେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବେ। ଯାହା ଅଦ୍ୟାବଧି ଦେଶର ନିର୍ବାଚନ କମିଶନ ସହ ସହବନ୍ଧିତ ହୋଇପାରି ନାହିଁ।

ମିଲ୍ଲି ମୁସ୍‌ଲିମ୍‌ ଲିଗ୍‌(MML) ୨୦୧୮ରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନରେ ଭାଗ ନେବାକୁ ଯାଉଛି। ଏଣୁ ଦଳ ସଇଦ୍‌ଙ୍କ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଛି। ଜମାତ୍‌-ଉଦ୍‌-ଦାୱା ମୁଖ୍ୟାଳୟରେ ଅନୁଷ୍ଠିତ ଦଳୀୟ କର୍ମକର୍ତ୍ତାଙ୍କ ବୈଠକକୁ ସମ୍ୱୋଧିତ କରି ସଏଦ୍‌ କହିଛନ୍ତି ଯେ, “କାଶ୍ମୀରର ସ୍ୱାଧୀନତା ଲାଗି ସଂଘର୍ଷ କରୁଥିବା ଲୋକଙ୍କ ଲାଗି ସେ ନିର୍ବାଚନ ଲଢିବାକୁ ଯାଉଛନ୍ତି‘’।

ସଇଦ୍‌ଙ୍କୁ ଗତ ଜାନୁୟାରୀ ମାସରେ ଗିରଫ କରି ଦେଶ ଭିତରେ ନଜରବନ୍ଦୀ କରି ରଖାଯାଇଥିବା ବେଳେ କୌଣସି କାର୍ଯ୍ୟାନୁଷ୍ଠାନ ପୂର୍ବରୁ ନଭେମ୍ବର ୨୪ରେ ମୁକ୍ତ କରାଯାଇଥିଲା। ଏହାପରେ ନିର୍ବାଚନ ଲଢିବାକୁ ସେ ପ୍ରସ୍ତୁତ ହେଉଥିବା ଖବର ପରେ ପାକ୍‌ ସରକାରଙ୍କ ସଏଦ୍‌ଙ୍କ ପ୍ରତି ରହିଥିବା ଦରଦର ସ୍ପଷ୍ଟ ପ୍ରମାଣିତ କରୁଛି ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story