ନଦିଆ ନିର୍ବାଚନ ରାଲିରେ ମମତା ବାନାର୍ଜୀଙ୍କୁ ମୋଦିଙ୍କ ଟାର୍ଗେଟ

ନଦିଆ: ପଶ୍ଚିମବଙ୍ଗର ନଦିଆ ଜିଲ୍ଲା କୃଷ୍ଣନଗରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିର ନିର୍ବାଚନ ରାଲିରେ ଆଜି ଉଦବୋଧନ୍ ଦେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତୃଣମୂଳ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ପରାଜୟରେ ଦ୍ୱାରଦେଶରେ ଛିଡା ହୋଇଥିବା ତୃଣମୂଳ କଂଗ୍ରେସର ନେତାମାନେ ନିଜ ହିତାହିତ ଜ୍ଞାନ ଭୁଲି ଯାଇଛନ୍ତି। ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଦଳ ନିର୍ବାଚନ ଲଢିବା ପୂର୍ବରୁ ହାର ମାନି ନେଇଛି ବୋଲି ମୋଦି କହିଛନ୍ତି। ସେ କହିଛନ୍ତି, “ମମତା ବାନାର୍ଜୀ କୌଣସି ରାଜନୈତିକ ଦଳଙ୍କ ସହ ନୁହେଁ […]

modi

modi

Rakesh Mallick
  • Published: Sunday, 17 April 2016
  • Updated: 17 April 2016, 01:40 PM IST

Sports

Latest News

ନଦିଆ: ପଶ୍ଚିମବଙ୍ଗର ନଦିଆ ଜିଲ୍ଲା କୃଷ୍ଣନଗରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିର ନିର୍ବାଚନ ରାଲିରେ ଆଜି ଉଦବୋଧନ୍ ଦେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତୃଣମୂଳ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ପରାଜୟରେ ଦ୍ୱାରଦେଶରେ ଛିଡା ହୋଇଥିବା ତୃଣମୂଳ କଂଗ୍ରେସର ନେତାମାନେ ନିଜ ହିତାହିତ ଜ୍ଞାନ ଭୁଲି ଯାଇଛନ୍ତି। ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଦଳ ନିର୍ବାଚନ ଲଢିବା ପୂର୍ବରୁ ହାର ମାନି ନେଇଛି ବୋଲି ମୋଦି କହିଛନ୍ତି।

ସେ କହିଛନ୍ତି, “ମମତା ବାନାର୍ଜୀ କୌଣସି ରାଜନୈତିକ ଦଳଙ୍କ ସହ ନୁହେଁ ନିର୍ବାଚନ ଆୟୋଗଙ୍କ ସହ ଲଢେଇ କରୁଛନ୍ତି। ଦିଦି ଏ କଥା ଜାଣି ରଖିବା ଉଚିତ, ଭାରତର ନିର୍ବାଚନ ଆୟୋଗକୁ ସାରା ବିଶ୍ୱ ସମ୍ମାନ ଦେଇଥାଏ। ତାଙ୍କ ମନ୍ତବ୍ୟ ଓ ବ୍ୟବହାର ପାଇଁ ନିର୍ବାଚନ ଆୟୋଗ ତାଙ୍କ ପାଖକୁ ନୋଟିସ ପଠାଇଛନ୍ତି। ଆଇନ ତା’ କାମ କରିବ।”

ମୋଦି ମମତା ବାର୍ନାଜୀଙ୍କୁ ଇସାରା କରି କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଆୟୋଗର ଅପବ୍ୟବହାର କରିଥିବାରୁ ତାଙ୍କ ସଦସ୍ୟତାକୁ ୬ ବର୍ଷ ପାଇଁ ରଦ୍ଦ କରାଯାଇଥିଲା। ଆପଣ ତ ଖୋଲାଖୋଲି ଭାବେ ନିର୍ବାଚନ ନିୟମକୁ ଉଲ୍ଲଂଘନ କରିବା ସହ ସରକାରକୁ ଅପବ୍ୟବହାର କରିଛନ୍ତି। ସାରା ଦେଶ ଟିଭିରେ ଦେଖିଛି କେମିତି ବେଙ୍ଗଲର ଭବିଷ୍ୟତକୁ ନିଲାମ କରାଯାଉଥିଲା। ଏହା ଟଙ୍କା ନେଣଦେଣ ନୁହେଁ, ତୁମ ଭବିଷ୍ୟତର ଫଇସାଲା କରାଯିବାର ବାଟ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story