ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଋଣ ସୁଧରେ ରିହାତି

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସହରାଞ୍ଚଳରେ ୨୦୧୭ ମସିହାରେ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହଋଣ ପାଇଁ ସୁଧରେ ୪ ପ୍ରତିଶତ ଓ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହଋଣ ସୁଧରେ ୩ ପ୍ରତିଶତ ରିହାତି ମିଳିବ ମୋଦି ଘୋଷଣା କରିଛନ୍ତି। ସେହିପରି ଗ୍ରାମାଞ୍ଚଳରେ ନୂଆ ଘର ନିର୍ମାଣ କିମ୍ୱା ପୁରୁଣା ଘର ସମ୍ପ୍ରସାରଣ ପାଇଁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ସୁଧରେ ୩ […]

pm-narendra-modi

pm-narendra-modi

Rakesh Mallick
  • Published: Saturday, 31 December 2016
  • Updated: 31 December 2016, 11:45 PM IST

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସହରାଞ୍ଚଳରେ ୨୦୧୭ ମସିହାରେ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହଋଣ ପାଇଁ ସୁଧରେ ୪ ପ୍ରତିଶତ ଓ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହଋଣ ସୁଧରେ ୩ ପ୍ରତିଶତ ରିହାତି ମିଳିବ ମୋଦି ଘୋଷଣା କରିଛନ୍ତି। ସେହିପରି ଗ୍ରାମାଞ୍ଚଳରେ ନୂଆ ଘର ନିର୍ମାଣ କିମ୍ୱା ପୁରୁଣା ଘର ସମ୍ପ୍ରସାରଣ ପାଇଁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ସୁଧରେ ୩ ପ୍ରତିଶତ ରିହାତି ମିଳିବ ବୋଲି ସେ କହିଛନ୍ତି।

ମୋଦି କହିଛନ୍ତି,“ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଗ୍ରାମାଞ୍ଚଳରେ ନିର୍ମାଣ ହେଉଥିବା ଘର ସଂଖ୍ୟା ବୃଦ୍ଧି କରାଯିବ। ପୂର୍ବ ଅପେକ୍ଷା ୩୩ ପ୍ରତିଶତରୁ ଅଧିକ ଘର ନିର୍ମାଣ କରାଯିବ। ଏହାଛଡ଼ା ପ୍ରତ୍ୟେକ ଗର୍ଭବତୀଙ୍କ ପାଇଁ ୬୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏହି ସହାୟତାରେ ଗର୍ଭବତୀମାନେ ହସ୍ପିଟାଲରେ ପଞ୍ଜିକରଣ, ପ୍ରସବ, ଟୀକାକରଣ, ପୁଷ୍ଟିକର ଖାଦ୍ୟ ଆଦି ଖାଇପାରିବେ। ଏହି ଟଙ୍କା ସିଧାସଳଖ ଗର୍ଭବତୀଙ୍କ ବ୍ୟାଙ୍କ ଖାତାକୁ ଯିବ। ସେହିପରି ବରିଷ୍ଠ ନାଗରିକଙ୍କ ପାଇଁ ବ୍ୟାଙ୍କରେ ୭ ଲକ୍ଷ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜମା ଉପରେ ୧୦ ବର୍ଷ ଯାଏ ବାର୍ଷିକ ୮ ପ୍ରତିଶତ ହାରରେ ସୁଧ ପ୍ରଦାନ କରାଯିବ। ଏହି ସୁଧ ରାଶି ପ୍ରତି ମାସ ପ୍ରଦାନ କରାଯିବ। ଛୋଟ ବ୍ୟବସାୟୀଙ୍କୁ ପ୍ରୋତ୍ସାହନ ଦେବା ପାଇଁ କ୍ରେଡିଟ୍‌ ଗ୍ୟାରେଣ୍ଟି ଏକ କୋଟିରୁ ୨ କୋଟି ଟଙ୍କାକୁ ବୃଦ୍ଧି କରାଯିବ। ଏଥିପାଇଁ ସରକାର ଗ୍ୟାରେଣ୍ଟି ଦେବେ। ଛୋଟ ଉଦ୍ୟୋଗ ଗୁଡ଼ିକ ପାଇଁ କ୍ୟାସ୍‌ କ୍ରେଡିକ୍‌ ଲିମିଟ୍‌କୁ ୨୦ରୁ ୨୫ ପ୍ରତିଶତ କରିବାକୁ ବ୍ୟାଙ୍କ ଗୁଡ଼ିକୁ କୁହାଯାଇଛି।”

ସେ କହିଛନ୍ତି,“ଇମାନଦାର ଆଗରେ ଭ୍ରଷ୍ଟାଚାର ଓ କଳାଧନ ମୁଣ୍ଡ ନୁଆଁଇଛି। ନଭେମ୍ୱର ୮ ତାରିଖ ପରେ ଲୋକଙ୍କ ଧାରଣା ବଦଳିଛି। କଳାଧନ ବିରୋଧରେ ୧୨୫ କୋଟି ଭାରତୀୟ ସଂକଳ୍ପ ବଦ୍ଧ ହୋଇ ଲଢ଼ିଛନ୍ତି। ଦୁର୍ନୀତି ବିରୋଧରେ ଲୋକେ କାନ୍ଧକୁ କାନ୍ଧ ମିଶାଇ ଲଢ଼ୁଛନ୍ତି। ଆଗାମୀ ଦିନରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧୀ ଲଢ଼େଇରେ ଲୋକେ ହଟିବେ ନାହିଁ।”

ସେ ଆହୁରି କହିଛନ୍ତି,“ବଡ଼ନୋଟ୍‌ ଦେଶବାସୀଙ୍କ ଅଧିକାର ଛଡ଼ାଇ ନେଇଛି। ସଚ୍ଚୋଟ୍‌ଙ୍କୁ ସୁରକ୍ଷା ଦେବା ସରକାରଙ୍କ ମୁଖ୍ୟ କାମ। ଏହି ସରକାର ସଜ୍ଜନଙ୍କ ମିତ୍ର, ଦୁର୍ଜନକୁ ଠିକ୍‌ ରାସ୍ତାକୁ ଆଣିବାକୁ ସଂକଳ୍ପବଦ୍ଧ। ବ୍ୟାଙ୍କ, ପୋଷ୍ଟ ଅଫିସ୍‌ କର୍ମଚାରୀମାନେ ଦିନରାତି ଏକ କରି କାମ କରିଛନ୍ତି। ଏମାନଙ୍କ ମଧ୍ୟରୁ କିଛି ଅପରାଧ କରିଥିବା ସାମ୍ନାକୁ ଆସିଛନ୍ତି। ଏହି ଅସାଧୁ କର୍ମଚାରୀଙ୍କୁ ଛଡ଼ାଯିବ ନାହିଁ। ଦେଶର ଗରିବ, ନିମ୍ନବର୍ଗଙ୍କୁ ନଜରରେ ରଖି ବ୍ୟାଙ୍କ କାମ କରୁ। ବ୍ୟାଙ୍କ ଲୋକହିତ, ଗରିବ କଲ୍ୟାଣରେ ନିଜକୁ ନିୟୋଜିତ କରୁ। ମହିଳା, ପୀଡିତା, ବଞ୍ଚିତ ଶ୍ରେଣୀର ଲୋକେ ଯେତେ ମଜବୁତ ହେବେ ଦେଶ ସେତେ ଦୃଢ଼ ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story