ନଓ୍ୱାଜ ସରିଫଙ୍କୁ ପଳାତକ ଘୋଷଣା କଲା ପାକିସ୍ତାନ

ଇସଲାମାବାଦ: ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫଙ୍କୁ ପଳାତକ ବୋଲି ଘୋଷଣା କରିଛି ପାକିସ୍ତାନର ଇମ୍ରାନ ଖାନ ସରକାର। ବ୍ରିଟେନ ସରକାରଙ୍କୁ ପ୍ରତ୍ୟର୍ପଣ ଦାବି କରିଛି ଇମ୍ରାନ୍ ସରକାର। ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ ସରକାର ନୱାଜ ସରିଫକୁ ପଳାତକ ଭାବରେ ସରକାର ବ୍ୟବହାର କରୁଛନ୍ତି। ପ୍ରତ୍ୟର୍ପଣ ପାଇଁ ବ୍ରିଟେନ ସରକାରଙ୍କୁ ଅନୁରୋଧ କରାଯାଇଛି। ଶନିବାର ଦିନ ଲାହୋରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଇମ୍ରାନଙ୍କ ଆଭ୍ୟନ୍ତରୀଣ ପରାମର୍ଶଦାତା ଶାହାଜାଦ ଆକବର କହିଛନ୍ତି ଯେ ଲଣ୍ଡନ ରାସ୍ତାରେ ସରିଫ ବୁଲିବା […]

nawaz-sharif

nawaz-sharif

Subhransu Sekhar
  • Published: Sunday, 23 August 2020
  • Updated: 23 August 2020, 09:23 PM IST

Sports

Latest News

ଇସଲାମାବାଦ: ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫଙ୍କୁ ପଳାତକ ବୋଲି ଘୋଷଣା କରିଛି ପାକିସ୍ତାନର ଇମ୍ରାନ ଖାନ ସରକାର। ବ୍ରିଟେନ ସରକାରଙ୍କୁ ପ୍ରତ୍ୟର୍ପଣ ଦାବି କରିଛି ଇମ୍ରାନ୍ ସରକାର। ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ ସରକାର ନୱାଜ ସରିଫକୁ ପଳାତକ ଭାବରେ ସରକାର ବ୍ୟବହାର କରୁଛନ୍ତି। ପ୍ରତ୍ୟର୍ପଣ ପାଇଁ ବ୍ରିଟେନ ସରକାରଙ୍କୁ ଅନୁରୋଧ କରାଯାଇଛି।

ଶନିବାର ଦିନ ଲାହୋରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଇମ୍ରାନଙ୍କ ଆଭ୍ୟନ୍ତରୀଣ ପରାମର୍ଶଦାତା ଶାହାଜାଦ ଆକବର କହିଛନ୍ତି ଯେ ଲଣ୍ଡନ ରାସ୍ତାରେ ସରିଫ ବୁଲିବା ନ୍ୟାୟପାଳିକାଙ୍କୁ ଅପମାନ। ସରକାର ଏହାକୁ ଅନୁମତି ମଧ୍ୟ ଦେଇ ପାରିବେ ନାହିଁ।

ସୂଚନାଯୋଗ୍ୟ, ପାନାମା ଦୁର୍ନୀତି ମାମଲାରେ ସରିଫ ୭ ବର୍ଷ ପାଇଁ ଜେଲରେ ସଜା କାଟୁଥିବା ବେଳେ ଜେଲରେ ଗତବର୍ଷ ଗୁରୁତର ହୋଇପଡ଼ିଥିଲେ। ଏହାପରେ ସରିଫଙ୍କ ସ୍ୱାସ୍ଥ୍ୟାବସ୍ଥାର ସୁଧାର ପାଇଁ ବିଦେଶ ଯାଇ ଚିକିତ୍ସା କରିବାକୁ ପଡ଼ିବ ବୋଲି ଡାକ୍ତର ପରାମର୍ଶ ଦେଇଥିଲେ।

ଦୁର୍ନୀତି ମାମଲାରେ ନଓ୍ୱାଜ ସଜା କାଟୁଥିବାରୁ ଚିକିତ୍ସା ପାଇଁ ବିଦେଶ ଗସ୍ତ ଉପରେ କଟକଣା ଲଗାଇଥିଲେ ଇମ୍ରାନ୍ ସରକାର। ଏହାପରେ ନଓ୍ୱାଜ ସରିଫଙ୍କ ଭାଇ ଶହବାଜ ସରିଫ୍ ଲାହୋର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ କୋର୍ଟ ବିନା ସର୍ତ୍ତରେ ସରିଫଙ୍କୁ ବ୍ରିଟେନ ଗସ୍ତ କରିବା ପାଇଁ ଅନୁମତି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story