ଛତିଶଗଡ଼: ସିଆର୍‌ପିଏଫ୍ କ୍ୟାମ୍ପରେ ନକ୍ସଲଙ୍କ ଆକ୍ରମଣ, ଜଣେ ଯବାନ ସହିଦ

ରାୟପୁର: ଛତିଶଗଡ଼ର ବିଜାପୁର ଜିଲ୍ଲା ଅନ୍ତର୍ଗତ ଗଙ୍ଗଲୁର ଅଞ୍ଚଳରେ ଥିବା ସିଆର୍‌ପିଏଫ୍‌ର ଏକ କ୍ୟାମ୍ପ୍ ଉପରେ ଆଜି ଭୋର ପ୍ରାୟ ୩ଟା ବେଳେ ନକ୍ସଲମାନେ ଆକ୍ରମଣ କରିବାରୁ ଜଣେ ଯବାନ ସହିଦ ହୋଇଛନ୍ତି। ତାଙ୍କ ନାଁ ସତୀଶ ଗୌର (୨୮)। ତାଙ୍କ ଶରୀରରେ ଏକାଧିକ ଗୁଳି ବାଜିଥିଲା। ନକ୍ସଲମାନେ ଆକ୍ରମଣ କରିବା ବେଳେ ସେ କ୍ୟାମ୍ପର ପ୍ରହରୀ ଦାୟିତ୍ୱରେ ଥିଲେ। ସତୀଶଙ୍କ ଘର ଆନ୍ଧ୍ରପ୍ରଦେଶରେ। ସେ ସିଆର୍‌ପିଏଫ୍‌ର ୮୫ ବାଟାଲିୟନ୍‌ର ସଦସ୍ୟ ଥିଲେ। ନକ୍ସଲଙ୍କ ଆକ୍ରମଣ ଯୋଗୁଁ […]

naxal-attack

naxal-attack

Rakesh Mallick
  • Published: Tuesday, 17 May 2016
  • Updated: 17 May 2016, 06:30 AM IST

Sports

Latest News

ରାୟପୁର: ଛତିଶଗଡ଼ର ବିଜାପୁର ଜିଲ୍ଲା ଅନ୍ତର୍ଗତ ଗଙ୍ଗଲୁର ଅଞ୍ଚଳରେ ଥିବା ସିଆର୍‌ପିଏଫ୍‌ର ଏକ କ୍ୟାମ୍ପ୍ ଉପରେ ଆଜି ଭୋର ପ୍ରାୟ ୩ଟା ବେଳେ ନକ୍ସଲମାନେ ଆକ୍ରମଣ କରିବାରୁ ଜଣେ ଯବାନ ସହିଦ ହୋଇଛନ୍ତି। ତାଙ୍କ ନାଁ ସତୀଶ ଗୌର (୨୮)। ତାଙ୍କ ଶରୀରରେ ଏକାଧିକ ଗୁଳି ବାଜିଥିଲା। ନକ୍ସଲମାନେ ଆକ୍ରମଣ କରିବା ବେଳେ ସେ କ୍ୟାମ୍ପର ପ୍ରହରୀ ଦାୟିତ୍ୱରେ ଥିଲେ।

ସତୀଶଙ୍କ ଘର ଆନ୍ଧ୍ରପ୍ରଦେଶରେ। ସେ ସିଆର୍‌ପିଏଫ୍‌ର ୮୫ ବାଟାଲିୟନ୍‌ର ସଦସ୍ୟ ଥିଲେ।

ନକ୍ସଲଙ୍କ ଆକ୍ରମଣ ଯୋଗୁଁ କ୍ୟାମ୍ପରେ ଥିବା ଅନ୍ୟ କୌଣସି ଯବାନ କ୍ଷତାକ୍ତ ହୋଇନାହାନ୍ତି। ମାଓବାଦୀମାନେ କିଛି ମିନିଟ୍ ପାଇଁ କ୍ୟାମ୍ପ୍ ଉପରେ ଆଖିବୁଜା ଗୁଳି କରି ନିକଟସ୍ଥ ଜଙ୍ଗଲକୁ ଦୌଡ଼ି ପଳାଇଥିଲେ। ସିଆର୍‌ପିଏଫ୍ ପକ୍ଷରୁ ଏବେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story