ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ବୀର ଚକ୍ର

ନୂଆଦିଲ୍ଲୀ: ଭାରତର ତୃତୀୟ ସର୍ବବୃହତ୍ତ ଯୁଦ୍ଧ ପଦକ ବୀର ଚକ୍ରରେ ସମ୍ମାନୀତ ହେବେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ। ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ସମୟରେ ପାକିସ୍ତାନର ଯୁଦ୍ଧ ବିମାନ ଏଫ୍‌-୧୬କୁ ଗୁଳି କରି ଖସାଇ ଦେଇଥିବା ଅଭିନନ୍ଦନଙ୍କୁ ଭାରତ ସରକାର ଆସନ୍ତାକାଲି ସ୍ୱାଧୀନତା ଦିବସ ଅବସରରେ ବୀର ଚକ୍ର ପଦରେ ସମ୍ମାନୀତ କରିବେ। ସେହିପରି ୨୦୧୮ ନଭେମ୍ବର ମାସରେ କୁଲଗାମ ଠାରେ ଏନକାଉଣ୍ଟରରେ […]

r

r

Hemant Lenka
  • Published: Wednesday, 14 August 2019
  • Updated: 14 August 2019, 03:18 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ତୃତୀୟ ସର୍ବବୃହତ୍ତ ଯୁଦ୍ଧ ପଦକ ବୀର ଚକ୍ରରେ ସମ୍ମାନୀତ ହେବେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ। ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ସମୟରେ ପାକିସ୍ତାନର ଯୁଦ୍ଧ ବିମାନ ଏଫ୍‌-୧୬କୁ ଗୁଳି କରି ଖସାଇ ଦେଇଥିବା ଅଭିନନ୍ଦନଙ୍କୁ ଭାରତ ସରକାର ଆସନ୍ତାକାଲି ସ୍ୱାଧୀନତା ଦିବସ ଅବସରରେ ବୀର ଚକ୍ର ପଦରେ ସମ୍ମାନୀତ କରିବେ।

ସେହିପରି ୨୦୧୮ ନଭେମ୍ବର ମାସରେ କୁଲଗାମ ଠାରେ ଏନକାଉଣ୍ଟରରେ ସାମିଲ ଥିବା ସାପ୍ପେର ପ୍ରକାଶ ଯାଦବ ଓ ସିଆରପିଏଫ୍‌ ଡେପୁଟି କମାଣ୍ଡାଣ୍ଟ ହର୍ଶପଲ ସିଂହଙ୍କୁ କୀର୍ତ୍ତି ଚକ୍ର ପଦକ ମିଳିବ। ଅନ୍ୟ ୧୪ ଜଣ ସୁରକ୍ଷାକର୍ମୀ ସୌର୍ଯ୍ୟ ଚକ୍ର ପଦକରେ ସମ୍ମାନୀତ କରାଯିବ। ଅଶୋକ ଚକ୍ର ପରେ କୀର୍ତ୍ତି ଚକ୍ର ଓ ସୌର୍ଯ୍ୟ ଚକ୍ର ସୁରକ୍ଷାକର୍ମୀଙ୍କୁ ବୀରତା ପାଇଁ ପ୍ରଦାନ କରାଯାଏ।

ପାକିସ୍ତାନ ସହ ଫେବୃଆରୀ ୨୭ରେ ହୋଇଥିବା ଆକଶମାର୍ଗ ଯୁଦ୍ଧ ସମୟରେ ନିଜ ବୀରତାର ପରିଚୟ ଦେଇଥିବା ଭାରତୀୟ ବାୟୁସେନାର ସ୍କ୍ୱାର୍ଡନ ଲିଡର ମିଣ୍ଟି ଅଗ୍ରୱାଲଙ୍କୁ ଯୁଦ୍ଧ ସେବା ମେଡାଲ ମିଳିବ।

ପୁଲୱାମା ହମଲା ପରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ଥିବା ଜୈଶ କ୍ୟାମ୍ପ ଉପରେ ଏୟାର ଷ୍ଟ୍ରାଇକ୍‌ କରିଥିଲା। ଏହାପରେ ପାକିସ୍ତାନ ସେନା ଭାରତ ଉପରେ ପ୍ରତିଶୋଧ ନେବାକୁ ଯୁଦ୍ଧ ବିମାନ ପଠାଇଥିଲା।

ଏହି ସମୟରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ମିଗ୍‌-୨୧ ବିସନ ଜରିଆରେ ପାକିସ୍ତାନର ଗୋଟିଏ ଏଫ୍‌-୧୬ ଯୁଦ୍ଧ ବିମାନକୁ ଖସାଇ ଦେଇଥିଲେ। ତେବେ ପାକିସ୍ତାନର ପାଲଟା ଆକ୍ରମଣରେ ଅଭିନନ୍ଦନଙ୍କ ବିମାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା।

ସେ ପିଓକେରେ ଖସି ପଡ଼ିବାରୁ ତାଙ୍କୁ ପାକିସ୍ତାନ ସେନା ଗିରଫ କରିଥିଲା। ହେଲେ ଭାରତର ଚାପ ଆଗରେ ପାକିସ୍ତାନ ମୁଣ୍ଡ ନୁଆଁ ମାତ୍ର ୫୬ ଘଣ୍ଟା ମଧ୍ୟରେ ଅଭିନନ୍ଦନଙ୍କୁ ଫେରାଇ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story