ଦିଲ୍ଲୀରେ ମୂଷଳାଧାର ବର୍ଷା: ଅନେକ ଅଞ୍ଚଳ ଜଳମଗ୍ନ

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ପ୍ରବଳ ବର୍ଷା ହୋଇଛି। ରାଜଧାନୀର ରାଜୀବ ଚୌକ, ନୋଏଡା, ଦିଲଶାଦ ଗାର୍ଡେନ୍‌, ଶାଲିମାର ଗାର୍ଡେନ୍,  ମୟୂର ବିହାର, ଓ ନ୍ୟୁ ଅଶୋକ ନଗର ସମେତ ଅନେକ ଅଞ୍ଚଳରେ ବର୍ଷା ପାଣି ଜମି ରହିଛି। ସକାଳ ୮ଟା ୩୦ ମିନିଟ୍‌ ମଧ୍ୟରେ ଦିଲ୍ଲୀରେ ୪୩.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ରାସ୍ତାରେ ପାଣି ଜମି ରହିଥିବାରୁ ଗାଡି ଚଳାଚଳ ପ୍ରଭାବିତ ହୋଇଛି। ଆଗାମୀ ଦୁଇ ଘଣ୍ଟା ମଧ୍ୟରେ ଗାଜିଆବାଦ, ନୋଏଡା, ଗ୍ରେଟର ନୋଏଡା, ମେରଠ, […]

Heavy rains Delhi

Heavy rains Delhi

Rakesh Mallick
  • Published: Saturday, 16 July 2016
  • Updated: 16 July 2016, 02:57 PM IST

Sports

Latest News

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ପ୍ରବଳ ବର୍ଷା ହୋଇଛି। ରାଜଧାନୀର ରାଜୀବ ଚୌକ, ନୋଏଡା, ଦିଲଶାଦ ଗାର୍ଡେନ୍‌, ଶାଲିମାର ଗାର୍ଡେନ୍,  ମୟୂର ବିହାର, ଓ ନ୍ୟୁ ଅଶୋକ ନଗର ସମେତ ଅନେକ ଅଞ୍ଚଳରେ ବର୍ଷା ପାଣି ଜମି ରହିଛି। ସକାଳ ୮ଟା ୩୦ ମିନିଟ୍‌ ମଧ୍ୟରେ ଦିଲ୍ଲୀରେ ୪୩.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ରାସ୍ତାରେ ପାଣି ଜମି ରହିଥିବାରୁ ଗାଡି ଚଳାଚଳ ପ୍ରଭାବିତ ହୋଇଛି।

ଆଗାମୀ ଦୁଇ ଘଣ୍ଟା ମଧ୍ୟରେ ଗାଜିଆବାଦ, ନୋଏଡା, ଗ୍ରେଟର ନୋଏଡା, ମେରଠ, ମୋଦିନଗର, ଫରିଦାବାଦ ଓ ଗୁଡଗାଁଓ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।

 ଆସନ୍ତା ୧୭ ଓ ୧୮ରେ ଦିଲ୍ଲୀ ସମେତ ତାର ଆଖପାଖ ଅଞ୍ଚଳରେ ମୌସୁମୀ ସକ୍ରିୟ ରହିବା ସହ ଆକାଶ ମେଘାଚ୍ଛନ ରହିବ ବୋଲି  ପାଣିପାଗ ବିଭାଗର ଡିଡିଜିଏମ୍‌ ବି.ପି. ଯାଦବ ସୂଚନା ଦେଇଛନ୍ତି। ୧୭ ତାରିଖରେ ଦିଲ୍ଲୀରେ ୩୭ ମିଲିମିଟର ବର୍ଷା ଆକଳନ କରାଯାଉଥିବା ବେଳେ ୧୮ ତାରିଖରେ ୭୬ ମିଲିମିଟର ବର୍ଷା ହୋଇପାରେ ବୋଲି ଆଶଙ୍କା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story