ବଞ୍ଚିଲା ଶିଶୁକୁ ମଲା ଘୋଷଣା କରି ହରଡ଼ଘଣାରେ ମେଡିକାଲ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ: ଦିଲ୍ଲୀର ଏକ ଘରୋଇ ହସ୍ପଟିଲାରେ ଜୀବିତ ଶିଶୁକୁ ମୃତ ଘୋଷଣା କରାଯିବା ଘଟଣାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ଘଟଣାକୁ ନେଇ ଥମୁନି ଉତ୍ତେଜନା। ପରିବାର ଲୋକଙ୍କ ତରଫରୁ ହସ୍ପିଟାଲ ବାହାରେ ଧାରଣା ଦିଆଯାଇଛି। ଯେଉଁ ପର୍ଯ୍ୟନ୍ତ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯାଇଛି ସେ ପର୍ପ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ପରିବାର […]

baby

baby

Rakesh Mallick
  • Published: Saturday, 02 December 2017
  • Updated: 02 December 2017, 02:21 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀର ଏକ ଘରୋଇ ହସ୍ପଟିଲାରେ ଜୀବିତ ଶିଶୁକୁ ମୃତ ଘୋଷଣା କରାଯିବା ଘଟଣାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ଘଟଣାକୁ ନେଇ ଥମୁନି ଉତ୍ତେଜନା। ପରିବାର ଲୋକଙ୍କ ତରଫରୁ ହସ୍ପିଟାଲ ବାହାରେ ଧାରଣା ଦିଆଯାଇଛି। ଯେଉଁ ପର୍ଯ୍ୟନ୍ତ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯାଇଛି ସେ ପର୍ପ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ପରିବାର ଲୋକେ ଚେତାବନୀ ଦେଇଛନ୍ତି।

ସୂଚନାଯୋଗ୍ୟ, ଗୁରୁବାର ଦିଲ୍ଲୀ ସାଲିମାର ବାଗ୍ ଅଞ୍ଚଳରେ ଥିବା ମାକ୍ସ ହସ୍ପିଟାଲରେ ଜଣେ ମହିଳା ଯାଆଁଳା ସନ୍ତାନ ଜନ୍ମ ଦେଇଥିଲେ। କିନ୍ତୁ ଉଭୟ ପୁତ୍ର ଓ କନ୍ୟା ଶିଶୁଙ୍କୁ ମୃତକ ଘୋଷଣା କରି ହସ୍ପିଟାଲ କର୍ତ୍ତୃପକ୍ଷ ଏକ ପ୍ୟାକେଟରେ ଶବ ଦୁଇଟି ଭର୍ତ୍ତି କରି ବାପା ମାଆଙ୍କୁ ହସ୍ତାନ୍ତର କରିଥିଲେ। ଶେଷକୃତ୍ୟ ପାଇଁ ଗଲାବେଳକୁ ଶିଶୁପୁତ୍ରର ଜୀବନ ଥିବା ଜଣାପଡ଼ିଥିଲା। ଏହାପରେ ଉଭୟ ସନ୍ତାନଙ୍କୁ ହସ୍ପଟାଲରେ ଭର୍ତ୍ତି କରାଯାଇଥିଲା। ଘଟଣା ନେଇ ପରିବାର ଲୋକେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story