ଏନ୍‌ଆଇଏ ଅଧିକାରୀଙ୍କୁ ହତ୍ୟା ଘଟଣା: ମିଳିତ ଟିମ୍‌ର ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍‌ଆଇଏର ଅଧିକାରୀ ତାଞ୍ଜିଲ ଅହମ୍ମଦଙ୍କ ହତ୍ୟା ଘଟଣାର ଖୋଳତାଡ଼ ଆରମ୍ଭ ହୋଇଛି। ଏନ୍‌ଆଇଏ, ଉତ୍ତର ପ୍ରଦେଶ ପୋଲିସ୍ ଓ ଏଟିଏସ୍‌କୁ ନେଇ ଗଠିତ ମିଳିତ ଟିମ୍ ଏହି ହତ୍ୟାକାଣ୍ଡର ତଦନ୍ତ କରୁଛି। ତାଞ୍ଜିଲଙ୍କ ହତ୍ୟାରେ ଆତଙ୍କବାଦୀଙ୍କ ସଂପୃକ୍ତି ରହିଛି କି ନାହିଁ, ତା’ର ଖୋଳତାଡ଼ କରୁଛି ମିଳିତ ଟିମ୍। ପଠାନକୋଟ୍ ସ୍ଥିତ ବାୟୁସେନା ଘାଟିରେ ଆତଙ୍କବାଦୀ ଆକ୍ରମଣ ଘଟଣାର ତଦନ୍ତ କରୁଥିବା ଏନ୍‌ଆଇଏ ଟିମ୍‌ରେ ତାଞ୍ଜିଲ ନ ଥିଲେ। ଉର୍ଦ୍ଦୁ ଜାଣିଥିବାରୁ […]

tanzil ahmed

tanzil ahmed

Rakesh Mallick
  • Published: Monday, 04 April 2016
  • Updated: 04 April 2016, 06:12 AM IST

Sports

Latest News

tanzil ahmedନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍‌ଆଇଏର ଅଧିକାରୀ ତାଞ୍ଜିଲ ଅହମ୍ମଦଙ୍କ ହତ୍ୟା ଘଟଣାର ଖୋଳତାଡ଼ ଆରମ୍ଭ ହୋଇଛି। ଏନ୍‌ଆଇଏ, ଉତ୍ତର ପ୍ରଦେଶ ପୋଲିସ୍ ଓ ଏଟିଏସ୍‌କୁ ନେଇ ଗଠିତ ମିଳିତ ଟିମ୍ ଏହି ହତ୍ୟାକାଣ୍ଡର ତଦନ୍ତ କରୁଛି। ତାଞ୍ଜିଲଙ୍କ ହତ୍ୟାରେ ଆତଙ୍କବାଦୀଙ୍କ ସଂପୃକ୍ତି ରହିଛି କି ନାହିଁ, ତା’ର ଖୋଳତାଡ଼ କରୁଛି ମିଳିତ ଟିମ୍।

ପଠାନକୋଟ୍ ସ୍ଥିତ ବାୟୁସେନା ଘାଟିରେ ଆତଙ୍କବାଦୀ ଆକ୍ରମଣ ଘଟଣାର ତଦନ୍ତ କରୁଥିବା ଏନ୍‌ଆଇଏ ଟିମ୍‌ରେ ତାଞ୍ଜିଲ ନ ଥିଲେ। ଉର୍ଦ୍ଦୁ ଜାଣିଥିବାରୁ କେବଳ ତାଙ୍କର ସହାୟତା ନିଆଯାଉଥିଲା।

ଗତ ଶନିବାର ରାତିରେ ଉତ୍ତର ପ୍ରଦେଶର ବିଜନୋର ଜିଲ୍ଲାର ସାହାସପୁରଠାରେ ତାଞ୍ଜିଲଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ତାଙ୍କ ଶରୀରରେ ୨୦ରୁ ଅଧିକ ଗୁଳି ବାଜିଥିଲା।

ଏକ ପାରିବାରିକ ବାହାଘରରେ ଯୋଗ ଦେଇ ୪୯ ବର୍ଷୀୟ ତାଞ୍ଜିଲ ତାଙ୍କ ୱାଗନ୍ ଆର୍ କାର୍‌ ଯୋଗେ ପତ୍ନୀ ଓ ଦୁଇ ଛୁଆଙ୍କ ସହିତ ଫେରୁଥିବା ବେଳେ ସାହାସପୁର ପୋଲିସ୍ ପୋଷ୍ଟ୍ ଠାରୁ କିଛି ଦୂରରେ ଦୁଇ ଜଣ ବାଇକ୍ ଆରୋହୀ ସେମାନଙ୍କୁ ଅଟକାଇ ଥିଲେ। କାର୍ ଅଟକାଇବା ପରେ  ଦୁଇ ବାଇକ୍ ଆରୋହୀ ତାଙ୍କ ଉପରକୁ ଆଖିବୁଜା ଗୁଳି କରିଥିଲେ। ଆତତାୟୀମାନେ ସେମାନଙ୍କ ମୁହଁକୁ ଘୋଡ଼ାଇ ରଖିଥିଲେ। ତାଞ୍ଜିଲଙ୍କ ପତ୍ନୀଙ୍କ ଶରୀରେ ମଧ୍ୟ ଗୁଳି ବାଜିଛି। ତାଙ୍କୁ ଗୁରୁତର ଅବସ୍ଥାରେ ନୋଇଡାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ କାର୍‌ର ପଛ ସିଟ୍‌ରେ ବସିଥିବା ତାଞ୍ଜିଲଙ୍କ ପୁଅ ଓ ଝିଅ ସୁରକ୍ଷିତ ଅଛନ୍ତି।

ତାଞ୍ଜିଲ୍ ବିଏସ୍‌ଏଫ୍‌ରେ ଆସିଷ୍ଟାଣ୍ଟ୍ କମାଣ୍ଡାଣ୍ଟ୍ ଥିଲେ। ସେ ଏନ୍‌ଆଇଏକୁ ଡେପୁଟେସନ୍‌ରେ ଆସିଥିଲେ।

୨୦୦୯ରେ ଏନ୍‌ଆଇଏ ଗଠନ ହେବା ଦିନଠାରୁ ଏହା ସହିତ ଜଡ଼ିତ ଥିଲେ ତାଞ୍ଜିଲ୍। ଏନ୍‌ଆଇଏର ସମସ୍ତ ବଡ଼ ମାମଲାର ତଦନ୍ତରେ ସେ ସଂପୃକ୍ତ ଥିଲେ। ସେ ପ୍ରଥମେ ଏନ୍‌ଆଇଏର ଗୁଇନ୍ଦା ବିଭାଗରେ ଯୋଗ ଦେଇଥିଲେ। ପରେ ସେ ଏନ୍‌ଆଇଏର ଅପରେସନ୍ ବିଭାଗରେ କାର୍ଯ୍ୟ କରିଥିଲେ। ତା’ପରେ ତାଙ୍କୁ ଏନ୍‌ଆଇଏର ତଦନ୍ତ ବିଭାଗକୁ ବଦଳି କରାଯାଇଥିଲା। ବର୍ଷେ ତଳେ ସେ ଏନ୍‌ଆଇର ଟେରର୍ ଫଣ୍ଡିଂ ଆଣ୍ଡ୍ ଫେକ୍ କରେନ୍ସି ସେଲ୍‌କୁ ବଦଳି ହୋଇଥିଲେ। ଇଣ୍ଡିଆନ୍ ମୁଜାହିଦ୍ଦୀନର ଦାନୀଶ ରିୟାଜ ସହିତ ଆଉ କିଛି ପ୍ରମୁଖ ସଦସ୍ୟଙ୍କୁ ଗିରଫ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ତାଞ୍ଜିଲ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story