ଗୁଇନ୍ଦା ଅଧିକାରୀ ସାଜିଲେ ପରିବା ବିକାଳି

ଇନ୍ଦୋର: ସ୍ୱାଧୀନତା ଦିବସ ପାଳନର ଦୁଇ ଦିନ ପୂର୍ବରୁ ୨୦୧୪ ବର୍ଦ୍ଧମାନ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ଜହିରୁଲ ଶେଖକୁ ଏନଆଇଏ ଗିରଫ କରିବାରେ ସକ୍ଷମ ହୋଇଛି। ଦୀର୍ଘ ବର୍ଷ ଧରି ଜହିରୁଲକୁ ତଦନ୍ତ ଅଧିକାରୀ ଠାବ କରିବାରେ ବିଫଳ ହୋଇଥିବା ବେଳେ ଶେଷରେ ତାକୁ ଗିରଫ କରିଛି ଜାତୀୟ ଅନୁସନ୍ଧାନ ସଂସ୍ଥା ବା ଏନଆଇଏ। ରୀତିମତ ଫିଲ୍ମି ଅନ୍ଦାଜରେ ଏନଆଇଏ ଜହିରୁଲକୁ  ଗିରଫ କରିବାରେ ସକ୍ଷମ ହୋଇଛି। ଏନଆଇଏ ଏହି ବିସ୍ଫୋରଣ ମାମଲାର ତଦନ୍ତ […]

VEGETABLE MARKET

VEGETABLE MARKET

Subhransu Sekhar
  • Published: Thursday, 15 August 2019
  • Updated: 15 August 2019, 05:58 PM IST

Sports

Latest News

ଇନ୍ଦୋର: ସ୍ୱାଧୀନତା ଦିବସ ପାଳନର ଦୁଇ ଦିନ ପୂର୍ବରୁ ୨୦୧୪ ବର୍ଦ୍ଧମାନ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ଜହିରୁଲ ଶେଖକୁ ଏନଆଇଏ ଗିରଫ କରିବାରେ ସକ୍ଷମ ହୋଇଛି। ଦୀର୍ଘ ବର୍ଷ ଧରି ଜହିରୁଲକୁ ତଦନ୍ତ ଅଧିକାରୀ ଠାବ କରିବାରେ ବିଫଳ ହୋଇଥିବା ବେଳେ ଶେଷରେ ତାକୁ ଗିରଫ କରିଛି ଜାତୀୟ ଅନୁସନ୍ଧାନ ସଂସ୍ଥା ବା ଏନଆଇଏ। ରୀତିମତ ଫିଲ୍ମି ଅନ୍ଦାଜରେ ଏନଆଇଏ ଜହିରୁଲକୁ  ଗିରଫ କରିବାରେ ସକ୍ଷମ ହୋଇଛି।

ଏନଆଇଏ ଏହି ବିସ୍ଫୋରଣ ମାମଲାର ତଦନ୍ତ କରୁଥିଲେ ମଧ୍ୟ ଜହିରୁଲକୁ ଧରିବାରେ ଦୀର୍ଘ ୪ ବର୍ଷ ହେବ ଅସଫଳ ରହୁଥିଲା। ତେଣୁ ଏନଆଇଏ ଜହିରୁଲକୁ ଧରିବା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲା। ଇନ୍ଦୋର ସ୍ଥିତ କୋହିନୂର କଲୋନୀରେ ଜହିରୁଲ ରହୁଥିବା ଜାଣି ଏନଆଇଏ ଅଧିକାରୀ ଛଦ୍ମ ବେଶରେ ବୁଲୁଥିଲେ। ଏମିତିକି ଜଣେ ଏନଆଇଏ ଅଧିକାରୀ ପରିବା ବିକାଳି ସାଜିଥିଲେ ବୋଲି ଜଣାପଡ଼ିଛି।

ଏନଆଇଏକୁ ଜହିରୁଲ ବାବଦରେ ଯିଏ ସଠିକ ସୂଚନା ଦେଇଥିଲେ ସେ ଜଣେ ଦିନ ମଜୁରିଆ ଭାବରେ କାମ କରନ୍ତି। ଜହିରୁଲ ମଧ୍ୟ ଦୀର୍ଘ ୨ ବର୍ଷ ହେବ ଏହି ସ୍ଥାନରେ ଦିନ ମଜୁରିଆ ଭାବରେ କାମ କରୁଥିଲା ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଜହିରୁଲ ଶେଖ୍ ହେଉଛି  ବାଂଲାଦେଶର ଆତଙ୍କବାଦୀ ସଂଗଠନ ଜାମାତ୍ ଉଲ୍ ମୁଜାହିଦ୍ଦିନର ଜଣେ ପ୍ରମୁଖ ନେତା। ସେ ୨୦୧୪ରେ ସଂଘଟିତ ବର୍ଦ୍ଧମାନ ବୋମା ବିସ୍ଫୋରଣ ମାମଲାର ମାଷ୍ଟର ମାଇଣ୍ଡ ଥିଲା। ଏହି ବିସ୍ପୋରଣ ପରେ ଜହିରୁଲ ନିଖୋଜ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story