ନିଶାଦ୍ରବ୍ୟ କାରବାର ନେଇ ପଞ୍ଜାବ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲା କଂଗ୍ରେସ

ନୂଆଦିଲ୍ଲୀ: ପଞ୍ଜାବରେ ନିଶାଦ୍ରବ୍ୟ କାରବାର ନେଇ ସେଠାକାର ସ୍ୱାସ୍ଥ୍ୟମନ୍ତ୍ରୀ ଦେଇଥିବା ମନ୍ତବ୍ୟକୁ ନେଇ ବର୍ଷିଛି କଂଗ୍ରେସ। କଂଗ୍ରେସ କହିଛି ଗୋଟିଏ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଏପରି ଦେବାବିଭ୍ରାନ୍ତକର ମନ୍ତବ୍ୟ ଅତ୍ୟନ୍ତ ଦୁଭାଗ୍ୟଜନକ। ଏପରି ଏକ ସ୍ପର୍ଶକାତର ବିଷୟକୁ ହାଲ୍‌କା ଭାବେ ନେଇ ସରକାର ଯୁବଗୋଷ୍ଠୀଙ୍କୁ ମରଣ ମୁହଁକୁ ଠେଲି ଦେଉଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ। କଂଗ୍ରେସର ବରିଷ୍ଠ ନେତା ପିଏଲ୍‌ ପୁନିଆ ପଞ୍ଜାବ ସରକାରଙ୍କୁ କହିଛନ୍ତି ସରକାର ଡ୍ରଗ୍ସ ନେଇ କେଉଁ ଆଧାରରେ ତଥ୍ୟ ରଖୁଛନ୍ତି ତାହା […]

PUNIA_2598200f

PUNIA_2598200f

Rakesh Mallick
  • Published: Monday, 27 June 2016
  • Updated: 27 June 2016, 03:50 PM IST

Sports

Latest News

ନୂଆଦିଲ୍ଲୀ: ପଞ୍ଜାବରେ ନିଶାଦ୍ରବ୍ୟ କାରବାର ନେଇ ସେଠାକାର ସ୍ୱାସ୍ଥ୍ୟମନ୍ତ୍ରୀ ଦେଇଥିବା ମନ୍ତବ୍ୟକୁ ନେଇ ବର୍ଷିଛି କଂଗ୍ରେସ। କଂଗ୍ରେସ କହିଛି ଗୋଟିଏ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଏପରି ଦେବାବିଭ୍ରାନ୍ତକର ମନ୍ତବ୍ୟ ଅତ୍ୟନ୍ତ ଦୁଭାଗ୍ୟଜନକ। ଏପରି ଏକ ସ୍ପର୍ଶକାତର ବିଷୟକୁ ହାଲ୍‌କା ଭାବେ ନେଇ ସରକାର ଯୁବଗୋଷ୍ଠୀଙ୍କୁ ମରଣ ମୁହଁକୁ ଠେଲି ଦେଉଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ।

କଂଗ୍ରେସର ବରିଷ୍ଠ ନେତା ପିଏଲ୍‌ ପୁନିଆ ପଞ୍ଜାବ ସରକାରଙ୍କୁ କହିଛନ୍ତି ସରକାର ଡ୍ରଗ୍ସ ନେଇ କେଉଁ ଆଧାରରେ ତଥ୍ୟ ରଖୁଛନ୍ତି ତାହା ସ୍ପଷ୍ଟ କରନ୍ତୁ। ଏହା କେଉଁ ସର୍ବେକ୍ଷଣ କିମ୍ବା ସର୍ଭେ ତାହା ସ୍ପଷ୍ଟ କରିବା ଉଚିତ।

ସେ କହିଛନ୍ତି,“ପଞ୍ଜାବ ସ୍ୱାସ୍ଥ୍ୟମନ୍ତ୍ରୀ ଡ୍ରଗ୍ସ ନେଇ ଦେଇଥିବା ତଥ୍ୟ କପୋଳକଳ୍ପିତ। ଏଥିରେ ତିଳେ ହେଲେ ସତ୍ୟତା ନାହିଁ। ଯଦି ଏହାର ସତ୍ୟତା ଅଛି ତେବେ ପ୍ରମାଣ କରନ୍ତୁ।”

ସରକାରଙ୍କ ପକ୍ଷରୁ ୧୦ଟି ଜିଲ୍ଲାରେ ଡ୍ରଗ୍ସ ସେବନ ନେଇ ଏକ ସର୍ଭେ କରାଯାଇଥିଲା। ଏଥିରେ ମାତ୍ର ୧.୮ ପ୍ରତିଶତ ଲୋକ ନିଶାସକ୍ତ ଥିବା ପଞ୍ଜାବ ସ୍ୱାସ୍ଥ୍ୟମନ୍ତ୍ରୀ ସୁରୀଜତ କୁମାର ଜୟାନୀ କହିଥିଲେ।

ନିକଟରେ ପଞ୍ଜାବରେ ଡ୍ରଗ୍ସ କାରବାର ନେଇ ରିଲିଜ୍‌ ହୋଇଥିବା ଫିଲ୍ମ ‘ଉଡ୍‌ତା ପଞ୍ଜାବ’ ପରେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story