ସାମ୍ବାଦିକଙ୍କୁ ହତ୍ୟା ଘଟଣା: ସିବିଆଇ ତଦନ୍ତ ସୁପାରିଶ କରିବେ ନୀତିଶ

ପାଟନା: ଏକ ଦୈନିକ ହିନ୍ଦୀ ଖବରକାଗଜର ସାମ୍ବାଦିକ ରାଜଦେଓ ରଞ୍ଜନଙ୍କ ହତ୍ୟା ଘଟଣାର ତଦନ୍ତ କରିବା ପାଇଁ ସେ ସିବିଆଇକୁ ସୁପାରିଶ କରିବେ ବୋଲି କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ତେବେ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ନେଇ ଯେଉଁ ଅଭିଯୋଗ ହେଉଛି, ତାହାକୁ ସେ ଖଣ୍ଡନ କରିଛନ୍ତି। ନୀତିଶ କହିଛନ୍ତି,“ସାମ୍ବାଦିକଙ୍କ ହତ୍ୟା ଘଟଣାରେ ମୁଁ ମର୍ମାହତ ଓ ଦୁଃଖିତ। ଯଦି ଜଣେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୁଏ ତା’ହେଲେ ତାହା ମୋ ଉପରେ […]

nitish

nitish

Rakesh Mallick
  • Published: Monday, 16 May 2016
  • Updated: 16 May 2016, 11:54 AM IST

Sports

Latest News

nitishପାଟନା: ଏକ ଦୈନିକ ହିନ୍ଦୀ ଖବରକାଗଜର ସାମ୍ବାଦିକ ରାଜଦେଓ ରଞ୍ଜନଙ୍କ ହତ୍ୟା ଘଟଣାର ତଦନ୍ତ କରିବା ପାଇଁ ସେ ସିବିଆଇକୁ ସୁପାରିଶ କରିବେ ବୋଲି କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ତେବେ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ନେଇ ଯେଉଁ ଅଭିଯୋଗ ହେଉଛି, ତାହାକୁ ସେ ଖଣ୍ଡନ କରିଛନ୍ତି।

ନୀତିଶ କହିଛନ୍ତି,“ସାମ୍ବାଦିକଙ୍କ ହତ୍ୟା ଘଟଣାରେ ମୁଁ ମର୍ମାହତ ଓ ଦୁଃଖିତ। ଯଦି ଜଣେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୁଏ ତା’ହେଲେ ତାହା ମୋ ଉପରେ ଆକ୍ରମଣ ସହିତ ସମାନ। ତେଣୁ ମୁଁ ଘଟଣାଟିକୁ ସେହି ଦୃଷ୍ଟିଭଙ୍ଗୀରେ ଦେଖୁଛି।”

ସେ କହିଛନ୍ତି,“ଆମେ ଜାଣିବାକୁ ପାଇଛୁ ଯେ ମୃତ ସାମ୍ବାଦିକଙ୍କ ପରିବାର ଲୋକେ ଘଟଣାର ସିବିଆଇ ତଦନ୍ତ ଦାବି କରୁଛନ୍ତି। ସିବିଆଇକୁ ତଦନ୍ତ ଭାର ହସ୍ତାନ୍ତର କରିବା ଉପରେ ଆମେ ବିଚାର କରିବୁ। ଏନେଇ କେନ୍ଦ୍ର ସରକାରଙ୍କୁ ଜଣାଇ ଦିଆଯିବ। ଏ ମାମଲାର ଦୋଷୀମାନଙ୍କୁ ଆଦୌ ଛଡ଼ା ଯିବ ନାହିଁ।”

ବିଜେପି ପକ୍ଷରୁ ମଧ୍ୟ ଘଟଣାର ସିବିଆଇ ତଦନ୍ତ ଦାବି କରାଯାଇଛି।

ସୂଚନାଯୋଗ୍ୟ, ଗତ ଗୁରୁବାର ସିୱାନର ଏକ ବଜାରରେ ‘ହିନ୍ଦୁସ୍ଥାନ’ ସମ୍ବାଦପତ୍ରର ସିୱାନ ବ୍ୟୁରୋ ମୁଖ୍ୟ ରାଜଦେଓ ରଞ୍ଜନଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story