ଏଥର ବିନା ଅତିଥିରେ ଗଣତନ୍ତ୍ର ଦିବସ ପାଳିବ ଦେଶ

ନୂଆଦିଲ୍ଲୀ: ଦେଶର ଗଣତନ୍ତ୍ର ଇତିହାସରେ ୫୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ପାଳନ ଅବସରରେ ଜଣେ ବିଦେଶୀ ରାଷ୍ଟ୍ର ମୁଖ୍ୟ ଅତିଥି ରହିବେ ନାହିଁ। ଗୁରୁବାର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଏହି ସୂଚନା ଦେଇଛନ୍ତି। କରୋନା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର। ଅର୍ଥାତ୍ ବିନା ଅତିଥିରେ ଗଣତନ୍ତ୍ର ଦିବସ ପାଳନ ହେବ। ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିଶ୍ ଜନସନ ଭାରତ ଗସ୍ତ ବାତିଲ କରିଥିଲେ। ବ୍ରିଟେନର କରୋନା […]

January-26

January-26

Subhransu Sekhar
  • Published: Thursday, 14 January 2021
  • Updated: 14 January 2021, 07:33 PM IST

ନୂଆଦିଲ୍ଲୀ: ଦେଶର ଗଣତନ୍ତ୍ର ଇତିହାସରେ ୫୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ପାଳନ ଅବସରରେ ଜଣେ ବିଦେଶୀ ରାଷ୍ଟ୍ର ମୁଖ୍ୟ ଅତିଥି ରହିବେ ନାହିଁ। ଗୁରୁବାର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଏହି ସୂଚନା ଦେଇଛନ୍ତି। କରୋନା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର। ଅର୍ଥାତ୍ ବିନା ଅତିଥିରେ ଗଣତନ୍ତ୍ର ଦିବସ ପାଳନ ହେବ।

ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିଶ୍ ଜନସନ ଭାରତ ଗସ୍ତ ବାତିଲ କରିଥିଲେ। ବ୍ରିଟେନର କରୋନା ପାଇଁ ସେ ଗସ୍ତ ବାତିଲ୍ କରିଥିଲେ। ଏହାପରେ ରିପବ୍ଲିକ୍ ଅଫ୍ ସୁରିନାମେର ରାଷ୍ଟ୍ରପତି ଚନ୍ଦ୍ରିକାପେରସାଦ ସାନ୍ତୋଖି ଅତିଥି ହେବେ ବୋଲି ଆକଳନ  କରାଯାଉଥିଲା।

ଏହା ପୂର୍ବରୁ ୧୯୫୨, ୧୯୫୩ ଏବଂ ୧୯୬୬ ଗଣତନ୍ତ୍ର ଦିବସରେ କୌଣସି ଅତିଥି ଯୋଗ ଦେଇନଥିଲେ। ସେହିପରି ୧୯୫୬, ୧୯୬୮ ଏବଂ ୧୯୭୪ରେ ଦୁଇ ଜଣ ଲେଖାଏଁ ଅତିଥି ଗଣତନ୍ତ୍ର ଦିବସରେ ସାମିଲ୍ ହୋଇଥିଲେ। ୨୦୧୮ରେ ୧୦ଟି ଏସିଆନ୍ ଦେଶର ମୁଖ୍ୟ ଏହି ଅବସରରେ ସାମିଲ୍ ହୋଇଥିଲେ।

ଦୀର୍ଘ ୨୮ ବର୍ଷ ପରେ ପ୍ରଥମ ଥର ପାଇଁ ଜଣେ ବ୍ରିଟେନ ପ୍ରଧାନମନ୍ତ୍ରୀ ଗଣତନ୍ତ୍ର ଦିବସରେ ଯୋଗ ଦେବାର ଥିଲା। ହେଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିଶ ଜନଶନ ଯୋଗ ଦେବେ ନାହିଁ ବୋଲି କହିଛନ୍ତି। ୧୯୯୩ରେ ବ୍ରିଟେନର ଜୋନ୍ ମେଜର ଅନ୍ତିମ ଥର ପାଇଁ ଭାରତର ଗଣତନ୍ତ୍ର ଦିବସରେ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story