ମାଲ୍ୟାଙ୍କ ବିରୋଧରେ ଆଉ ଏକ ଜାମିନ୍‌ ବିହୀନ ଗିରଫ ପରୱାନା ଜାରି

ମୁମ୍ବାଇ: ମଦ ସମ୍ରାଟ ବିଜୟ ମାଲ୍ୟାଙ୍କ ବିରୋଧରେ ସୋମବାର ଏକ ଜାମିନ୍‌ ବିହୀନ ଗିରଫ ପରୱାନା ଜାରି କରିଛି ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ। ଆଇଡିବିଆଇ ବ୍ୟାଙ୍କର ୯୦୦କୋଟି ଟଙ୍କା ଋଣ ନେଇ ନ ଫେରାଇବା ଅଭିଯୋଗରେ ଏହା ଜାରି କରାଯାଇଛି। ମାର୍ଚ୍ଚ ମାସ ୧୫ ତାରିଖରେ  ମାଲ୍ୟାଙ୍କ ବିରୋଧରେ ହାଇଦ୍ରାବାଦର ଏକ କୋର୍ଟ ୫ଟି ଜାମିନ୍‌ ବିହୀନ ଗିରଫ ପରୱାନା ଜାରି କରିଥିଲେ। ମାର୍ଚ୍ଚ ଆରମ୍ଭରୁ ମାଲ୍ୟା ବିଦେଶକୁ ପଳାଇଛନ୍ତି। ତାଙ୍କୁ କୋର୍ଟରେ ହାଜର ହେବା […]

Vijay_Mallya

Vijay_Mallya

Rakesh Mallick
  • Published: Monday, 18 April 2016
  • Updated: 18 April 2016, 02:13 PM IST

Sports

Latest News

ମୁମ୍ବାଇ: ମଦ ସମ୍ରାଟ ବିଜୟ ମାଲ୍ୟାଙ୍କ ବିରୋଧରେ ସୋମବାର ଏକ ଜାମିନ୍‌ ବିହୀନ ଗିରଫ ପରୱାନା ଜାରି କରିଛି ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ। ଆଇଡିବିଆଇ ବ୍ୟାଙ୍କର ୯୦୦କୋଟି ଟଙ୍କା ଋଣ ନେଇ ନ ଫେରାଇବା ଅଭିଯୋଗରେ ଏହା ଜାରି କରାଯାଇଛି।

ମାର୍ଚ୍ଚ ମାସ ୧୫ ତାରିଖରେ  ମାଲ୍ୟାଙ୍କ ବିରୋଧରେ ହାଇଦ୍ରାବାଦର ଏକ କୋର୍ଟ ୫ଟି ଜାମିନ୍‌ ବିହୀନ ଗିରଫ ପରୱାନା ଜାରି କରିଥିଲେ।

ମାର୍ଚ୍ଚ ଆରମ୍ଭରୁ ମାଲ୍ୟା ବିଦେଶକୁ ପଳାଇଛନ୍ତି। ତାଙ୍କୁ କୋର୍ଟରେ ହାଜର ହେବା ପାଇଁ ବାରମ୍ବାର ନୋଟିସ ଜାରି କରାଯାଇଥିଲେ ମଧ୍ୟ ତାଙ୍କ ପକ୍ଷରୁ କୌଣସି ପ୍ରତିନିଧି ଯୋଗଦେଇ ନ ଥିଲେ।

ଅନ୍ୟପକ୍ଷରେ ଶୁକ୍ରବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଅନୁରୋଧରେ ମାଲ୍ୟାଙ୍କ ଡିପ୍ଲୋମାଟିକ୍‌ ପାସପୋର୍ଟକୁ ଶୁକ୍ରବାର ରଦ୍ଦ କରିଥିଲେ କେନ୍ଦ୍ର ସରକାର। ଆଇଡିବିଆଇର ୯୦୦କୋଟି ଟଙ୍କା ଠକେଇ ମାମଲାରେ ତିନି ଥର ନୋଟିସ ସତ୍ତ୍ୱେ ମାଲ୍ୟା ହାଜର ହୋଇ ନ ହେବାରୁ ତାଙ୍କ ପାସପୋର୍ଟକୁ ପ୍ରତ୍ୟାହାର କରିବା ଲାଗି ଇଡି ସରକାରଙ୍କୁ ଅନୁରୋଧ କରିଥିଲା। ରାଜ୍ୟସଭା ସଦସ୍ୟ ଥିବା ମାଲ୍ୟା ଗତ ମାସ ୨ ତାରିଖରେ ଦେଶ ଛାଡି ପଳାୟନ କରିବା ବେଳେ ଡିପ୍ଲୋମାଟିକ୍‌ ପାସ୍‌ପୋର୍ଟ ବ୍ୟବହାର କରିଥିବା ଅନୁମାନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story