ଏନ୍‌ଏସ୍‌ଜିରେ ଭାରତର ସଦସ୍ୟତାକୁ ଚିନ ବିରୋଧ କରୁନି, କିଛି ପ୍ରସ୍ତାବକୁ ନେଇ ଅସନ୍ତୋଷ ଅଛି: ସୁଷମା

ନୂଆଦିଲ୍ଲୀ: ଏନ୍‌ଏସ୍‌ଜିରେ ସଦସ୍ୟତାକୁ ନେଇ ଚୀନ୍‌ ଭାରତକୁ ବିରୋଧ କରୁନାହିଁ। କିଛି ପ୍ରସ୍ତାବକୁ ନେଇ ନିଜର ଅସନ୍ତୋଷ ପ୍ରକାଶ କରିଛି। ଏହା କହିଛନ୍ତି ବୈଦେଶକ ମନ୍ତ୍ରୀ ସୁଷମା ସ୍ୱରାଜ। ମୋଦି ସରକାରର ଦୁଇବର୍ଷ ପୂର୍ତ୍ତିର ସଫଳତାକୁ ନେଇ ଗଣମାଧ୍ୟମକୁ ସମ୍ବୋଧିତ କରି ସେ ଏହା କହିଛନ୍ତି। ସେ କହିଛନ୍ତି, “ଏନ୍‌ଏସ୍‌ଜିରେ ପ୍ରବେଶ ଲାଗି ପାକିସ୍ତାନ କ’ଣ କୌଣସି ଦେଶକୁ ଭାରତ ବିରୋଧ କରୁନାହିଁ। ଯୋଗ୍ୟତା ଭିତ୍ତିରେ ପାକିସ୍ତାନ ସମେତ ଅନ୍ୟ ସବୁ ଦେଶ ଏଥିରେ ସଦସ୍ୟତା ପାଆନ୍ତୁ […]

sushama-swaraj

sushama-swaraj

Rakesh Mallick
  • Published: Sunday, 19 June 2016
  • Updated: 19 June 2016, 10:05 PM IST

Sports

Latest News

ନୂଆଦିଲ୍ଲୀ: ଏନ୍‌ଏସ୍‌ଜିରେ ସଦସ୍ୟତାକୁ ନେଇ ଚୀନ୍‌ ଭାରତକୁ ବିରୋଧ କରୁନାହିଁ। କିଛି ପ୍ରସ୍ତାବକୁ ନେଇ ନିଜର ଅସନ୍ତୋଷ ପ୍ରକାଶ କରିଛି। ଏହା କହିଛନ୍ତି ବୈଦେଶକ ମନ୍ତ୍ରୀ ସୁଷମା ସ୍ୱରାଜ। ମୋଦି ସରକାରର ଦୁଇବର୍ଷ ପୂର୍ତ୍ତିର ସଫଳତାକୁ ନେଇ ଗଣମାଧ୍ୟମକୁ ସମ୍ବୋଧିତ କରି ସେ ଏହା କହିଛନ୍ତି।

ସେ କହିଛନ୍ତି, “ଏନ୍‌ଏସ୍‌ଜିରେ ପ୍ରବେଶ ଲାଗି ପାକିସ୍ତାନ କ’ଣ କୌଣସି ଦେଶକୁ ଭାରତ ବିରୋଧ କରୁନାହିଁ। ଯୋଗ୍ୟତା ଭିତ୍ତିରେ ପାକିସ୍ତାନ ସମେତ ଅନ୍ୟ ସବୁ ଦେଶ ଏଥିରେ ସଦସ୍ୟତା ପାଆନ୍ତୁ ଆମେ ଚାହୁଁ। ଭାରତ ଚଳିତବର୍ଷ ଏନ୍‌ଏସ୍‌ଜିର ସଦସ୍ୟ କେମିତି ହୋଇପାରିବ ସେଥିପାଇଁ ଆମେ ଚେଷ୍ଟା କରୁଛୁ।”

ସେ ପାକିସ୍ତାନ ଉଦ୍ଦେଶ୍ୟରେ କହିଛନ୍ତି, “ଆତଙ୍କୀ ଓ କଥାବାର୍ତ୍ତା ଏକା ସାଙ୍ଗରେ ହୋଇପାରିବ ନାହିଁ। ଆମେ ସବୁ ବିଷୟରେ ଦ୍ୱିପାକ୍ଷୀକ ଆଲୋଚନା କରିବାକୁ ରାଜି ଅଛୁ। କିନ୍ତୁ ଏଥିପାଇଁ ପାକିସ୍ତାନକୁ ସୌହାର୍ଦ୍ଧ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବାକୁ ପଡିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story