ଦାୟିତ୍ୱ ନେଲେ ନୂଆ ମୁଖ୍ୟ ନିର୍ବାଚନ କମିଶନର ନାସିମ ଜୈଦି

ନୂଆଦିଲ୍ଲୀ: ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର ଭାବେ ରବିବାର ଦାୟିତ୍ୱ ଗ୍ରହଣ କରିଛନ୍ତି ଏସ୍. ନାସିମ ଜୈଦି। ଗତକାଲି ଏଚ.ଏସ ବ୍ରହ୍ମା ଏହି ପଦବୀରୁ ଅବସର ଗ୍ରହଣ କରିଥିଲେ। ଦାୟିତ୍ୱ ନେବା ପରେ ମୁଖ୍ୟ ନିର୍ବାଚନ କମିଶନର ନାସିମ ଜୈଦ କହିଥିଲେ ଯେ ନିର୍ବାଚନ କମିଶନକୁ ଆହୁରି ଦୃଢ଼ କରିବା ପାଇଁ ସେ ଦୀଘ୍ରସୂତ୍ରୀ ଯୋଜନା ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେବେ। ନିର୍ବାଚନ ପରିଚାଳନାକୁ ଆହୁରି ପ୍ରଭାବଶାଳୀ କରାଯିବ ଓ ଅଧିକରୁ ଅଧିକ ଲୋକ ଯେପରି […]

cec

cec

Rakesh Mallick
  • Published: Sunday, 19 April 2015
  • Updated: 21 April 2015, 06:24 AM IST

Sports

Latest News

ନୂଆଦିଲ୍ଲୀ: ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର ଭାବେ ରବିବାର ଦାୟିତ୍ୱ ଗ୍ରହଣ କରିଛନ୍ତି ଏସ୍. ନାସିମ ଜୈଦି। ଗତକାଲି ଏଚ.ଏସ ବ୍ରହ୍ମା ଏହି ପଦବୀରୁ ଅବସର ଗ୍ରହଣ କରିଥିଲେ। ଦାୟିତ୍ୱ ନେବା ପରେ ମୁଖ୍ୟ ନିର୍ବାଚନ କମିଶନର ନାସିମ ଜୈଦ କହିଥିଲେ ଯେ ନିର୍ବାଚନ କମିଶନକୁ ଆହୁରି ଦୃଢ଼ କରିବା ପାଇଁ ସେ ଦୀଘ୍ରସୂତ୍ରୀ ଯୋଜନା ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେବେ। ନିର୍ବାଚନ ପରିଚାଳନାକୁ ଆହୁରି ପ୍ରଭାବଶାଳୀ କରାଯିବ ଓ ଅଧିକରୁ ଅଧିକ ଲୋକ ଯେପରି ଭୋଟ୍ ଦେବେ ସେ ନେଇ ସଚେତନତା ସୃଷ୍ଟି କରିବା ଉପରେ ଜୋର୍ ଦିଆଯିବ।

୨୦୧୨ ଅଗଷ୍ଟ ମାସରେ ନାସିମ ଜୈଦିଙ୍କୁ ନିର୍ବାଚନ କମିଶନ ଭାବେ ନିଯୁକ୍ତି ମିଳିଥିଲା। ପୂର୍ବତନ ନିର୍ବାଚନ କମିଶନର ଏଚ.ଏସ ବ୍ରହ୍ମାଙ୍କ କାର୍ଯ୍ୟକାଳ ଶେଷ ହେବା ସମୟ ପାଖେଇ ଆସିବାରୁ ଗତ ସପ୍ତାହରେ ତାଙ୍କୁ ମୁଖ୍ୟ ନିର୍ବାଚନ କମିଶନର ପଦରେ ନିଯୁକ୍ତି କରିବା ନେଇ ସରକାର ଘୋଷଣା କରିଥିଲେ। ୨୦୧୭ ଜୁଲାଇ ମାସ ପର୍ଯ୍ୟନ୍ତ ସେ ଏହି ପଦରେ ରହି ଅବସର ନେବେ।

ଏଚ୍.ଏସ ବ୍ରହ୍ମା ଅବସର ନେବା ପରେ ଓ ନାସିମ ଜୈଦ ମୁଖ୍ୟ ନିର୍ବାଚନ କମିଶନର ପଦକୁ ଉନ୍ନୀତ ହେବା ପରେ ତିନି ଜଣିଆ ପ୍ୟାନେଲ ବିଶିଷ୍ଟ ନିର୍ବାଚନ କମିଶନରେ ଦୁଇଟି ନିର୍ବାଚନ କମିଶନର ପଦ ଖାଲି ହୋଇଯାଇଛି । କାରଣ ଗତ ଜାନୁଆରୀ ମାସରେ ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଭି.ଏସ ସମ୍ପଥ ଅବସର ଗ୍ରହଣ କରି ଥିଲେ । ଏଣୁ ଏବେ ସରକାରଙ୍କୁ ଦୁଇଟି ଯାକ ନିର୍ବାଚନ କମିଶନ ପଦବୀକୁ ପୂରଣ କରିବାକୁ ପଡ଼ିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story