ଭାଲୁଙ୍କ ସହ ସାଧୁଙ୍କ ଇଏ କେମିତିକା ସମ୍ପର୍କ, ଭଜନ ଶୁଣିବାକୁ ଆସନ୍ତି, ପ୍ରସାଦ ଖାଇ ଫେରନ୍ତି

ରାୟପୁର: ଶିକାରୀ କ’ଣ କେବେ ତାର ଶିକାରକୁ ଛାଡ଼ିପାରେ ? ଖାଦ୍ୟ ସହ ଖାଦକର ସମ୍ପର୍କ କଣ କେବେ ମଧୁର ହୋଇପାରେ ? ରକ୍ତ ପିଇଲେ ଯାହାର ଶୋଷ ମେଣ୍ଟେ ସେ କ’ଣ ବୁଝିବାରେ ମିଠା ସମ୍ପର୍କର ମୂଲ୍ୟ ? ହଁ କଥାଟା ଅଜବ ଆଉ ଆର୍ଶ୍ଚ୍ୟ ଲାଗୁଥିଲେ ବି ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଯେଉଁଠି ଭାଲୁ ସହ ଜଣେ ସାଧୁଙ୍କର ହୋଇଯାଏ ଭଲ ପାଇବା । ଆମେ ଆଜି ପଶୁ-ମଣିଷ ମଧ୍ୟରେ […]

yt

yt

Hemant Lenka
  • Published: Tuesday, 18 February 2020
  • Updated: 18 February 2020, 10:14 PM IST

Sports

Latest News

ରାୟପୁର: ଶିକାରୀ କ’ଣ କେବେ ତାର ଶିକାରକୁ ଛାଡ଼ିପାରେ ? ଖାଦ୍ୟ ସହ ଖାଦକର ସମ୍ପର୍କ କଣ କେବେ ମଧୁର ହୋଇପାରେ ? ରକ୍ତ ପିଇଲେ ଯାହାର ଶୋଷ ମେଣ୍ଟେ ସେ କ’ଣ ବୁଝିବାରେ ମିଠା ସମ୍ପର୍କର ମୂଲ୍ୟ ? ହଁ କଥାଟା ଅଜବ ଆଉ ଆର୍ଶ୍ଚ୍ୟ ଲାଗୁଥିଲେ ବି ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଯେଉଁଠି ଭାଲୁ ସହ ଜଣେ ସାଧୁଙ୍କର ହୋଇଯାଏ ଭଲ ପାଇବା ।

ଆମେ ଆଜି ପଶୁ-ମଣିଷ ମଧ୍ୟରେ ଥିବା ଏକ ନିଆରା ସମ୍ପର୍କ ବିଷୟରେ କହୁଛୁ। ଯେଉଁଠି କିଛି ଭାଲୁ ଭଜନ ପ୍ରେମରରେ ପଡ଼ିଛନ୍ତି। ଆଉ ଭଜନ ଗାଉଥିବା ଜଣେ ସାଧୁଙ୍କ ପାଖକୁ ଭାଲୁମାନେ ଆସି ମଣିଷଙ୍କ ଭଳି ଏହାକୁ କର୍ଣ୍ଣପାତ କରି ଶୁଣୁଛନ୍ତି। ଖାଲି ସେତିକି ନୁହେଁ, ଭଜନ ସରିବା ପରେ ସାଧୁ ଦେଉଥିବା ପ୍ରସାଦ ମଧ୍ୟ ଖାଇ ବେଶ ଆରାମରେ ସପରିବର ସହ ଜଙ୍ଗଲ ମଧ୍ୟକୁ ଚାଲି ଯାଉଛନ୍ତି।

ଏକଥା ଆପଣ ନିଜ ଆଖିରେ ନ ଦେଖିଲେ କେବେ ହେଲେ ବିଶ୍ୱାସ କରିପାରିବେ ନାହିଁ। କିନ୍ତୁ ଛତିଶଗଡ଼ ଓ ମଧ୍ୟପ୍ରଦେଶ ସୀମାନ୍ତ ରାହଡେଲରେ ଏଭଳି ଘଟଣା ଏବେ ବି ଜାରି ରହିଛି। ଭାଲୁମାନେ ଭଜନ ଶୁ଼ଣିବାକୁ ଫି’ ଦିନ ଆସୁଛନ୍ତି।

ଜେତପୁର ବନାଞ୍ଚଳ ଅନ୍ତର୍ଗତ ଖଡ଼ାଖୋହ ଜଙ୍ଗଲରେ ଥିବା ସୋନ ନଦୀ ପାଖ ରାଜମାଡ଼ା ଠାରେ ସୀତାରାମ ସାଧୁ ୨୦୦୩ରୁ ଛୋଟିଆ କୁଟୀର କରି ରହି ଆସୁଛନ୍ତି। କୁଟୀର ନିର୍ମାଣ କରିବା ଦିନଠାରୁ ହିଁ ସେଠାରେ ସେ ପ୍ରତିଦିନ ରାମ ଭଜନ ସହ ପୂଜାପାଠ କରୁଛନ୍ତି। ଗୋଟିଏ ଦିନ ସେ ଭଜନ କରି ଏଥିରେ ହଜି ଯାଇଥିଲେ।

ଠିକ ଏହି ସମୟରେ ଦୁଇଟି ଭାଲୁ ତାଙ୍କ ପାଖକୁ ଆସିଥିଲେ। ହେଲେ ସୀତାରମ ଭାଲୁଙ୍କ ବ୍ୟବହାର ଦେଖି ପୂରା ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ। ଦୁଇଟି ଯାକ ଜଙ୍ଗଲୀ ଭାଲୁ ବେଶ ଚୁପଚାପ ତାଙ୍କ ଭଜନକୁ ଶୁଣୁଥିଲେ। ଏହା ଦେଖି ସୀତରାମ ସାମାନ୍ୟ ଡରି ଯାଇଥିଲେ। ହେଲେ ଭାଲୁ ଦ୍ୱୟ କୌଣସି ପ୍ରକାରର ଆକ୍ରମଣ କରି ନଥିଲେ।

ସୀତାରାମ ଭାଲୁଙ୍କ ଭଜନ ପ୍ରେମକୁ ବୁଝିବା ସହ ତାଙ୍କୁ ସେ ପ୍ରସ୍ତୁତ କରିଥିବା ପ୍ରସାଦ ଖାଇବାକୁ ଦେଇଥିଲେ। ପ୍ରସାଦ ଖାଇବା ପରେ ଭାଲୁ ଦ୍ୱୟ ପୁଣିଥରେ ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିଲେ।

ସୀତାରାମ କହିଛନ୍ତି, ସେହି ଦିନଠାରୁ ଭଜନ ଶୁଣିବା ପାଇଁ ଭାଲୁମାନେ ଜଙ୍ଗଲ ମଧ୍ୟରୁ କୁଟୀର ନିକଟକୁ ଆସୁଛନ୍ତି। ଇତି ମଧ୍ୟରେ ଅନେକ ବର୍ଷ ବିତିଗଲାଣି। ହେଲେ ଭାଲୁଙ୍କ ଯିବା ଆସିବା ଲାଗି ରହିଛି। ଭାଲୁମାନେ ଅନେକ ସମୟରେ କୁଟୀର ନିକଟକୁ ଆସିଛନ୍ତି। କିନ୍ତୁ କେବେ ବି କୁଟୀର ମଧ୍ୟରେ ପଶି ନାହାନ୍ତି କିମ୍ବା କାହାକୁ ଆକ୍ରମଣ କରିନାହାନ୍ତି।

ଏବେ ଗୋଟିଏ ପୁରୁଷ ଓ ମହିଳା ଭାଲୁ ଆସୁଛନ୍ତି। ତାଙ୍କ ସହ ସେମାନଙ୍କର ଦୁଇଟି ଛୁଆ ମଧ୍ୟ ଭଜନ ଶୁଣିବାକୁ କୁଟୀର ପାଖକୁ ଆସୁଛନ୍ତି। ସମସ୍ତେ ଏକା ସାଙ୍ଗରେ ଆସୁଛନ୍ତି ଏବଂ ଏଠାରେ ପଡ଼ିଥିବା ବାଲି ଉପରେ ବସି ରହି ଭଜନ ଶୁଣୁଛନ୍ତି। ପ୍ରସାଦ ଖାଇବା ପରେ ସାଙ୍ଗ ହୋଇ ଜଙ୍ଗଲ ମଧ୍ୟକୁ ଚାଲି ଯାଉଥିବା ସୀତାରାମ କହିଛନ୍ତି।

ସୀତାରାମ ପୁରୁଷ ଭାଲୁର ନାମ ଲାଲା ଓ ମହିଳା ଭାଲୁର ନାଁ ଲାଲୀ ଦେଇଛନ୍ତି। ସେହିପରି ଛୁଆ ଦୁଇଟିଙ୍କ ମଧ୍ୟରୁ ଜଣଙ୍କର ନାଁ ଚୁନୁ ଓ ଆଉ ଜଣଙ୍କ ନାଁ ମୁନୁ ରଖିଛନ୍ତି।

ବନବିଭାଗ ରେଞ୍ଜ ମଧ୍ୟ ସୀତରାମଙ୍କ ଭଜନ ଶୁଣିବାକୁ କିଛି ଭାଲୁ ଆସୁଥିବା କଥାକୁ ସ୍ୱୀକାର କରିଛନ୍ତି। ସେ କହିଛନ୍ତି, ଭଜନ ଆରମ୍ଭ ହେବା କ୍ଷଣି ଭାଲୁମାନେ ରୁଣ୍ଡ ହେଉଛନ୍ତି। ଭଜନ ଶେଷ ହେବା ପରେ ବେଶ ଶାନ୍ତିପୂର୍ଣ୍ଣ ଭାବେ ସେମାନେ ଜଙ୍ଗଲ ମଧ୍ୟକୁ ଚାଲି ଯାଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story