ବିସ୍ଫେ।ରକ ନେଉଥିବା ସନ୍ଦେହରେ ବ୍ରସେଲସରେ ଯୁବକ ଅଟକ

ବ୍ରସେଲସ: ବେଲଜିୟନ ପେ।ଲିସ ମଙ୍ଗଳବାର ସକାଳେ ବ୍ରସେଲସର କେନ୍ଦ୍ରସ୍ଥଳରେ ବିସ୍ଫେ।ରକ ନେଉଥିବା ସନ୍ଦେହରେ ଜଣେ ଯୁବକଙ୍କୁ ଅଟକ ରଖିଛି। ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ଜାତୀୟ ବିପର୍ଯ୍ୟୟ ପ୍ରଶମନ କେନ୍ଦ୍ର ସହ ଆଲେ।ଚନା କରିଛନ୍ତି। ତେବେ ଯାଞ୍ଚ ବେଳେ ତାଙ୍କ ଠାରୁ କୌଣସି ବିସ୍ଫେ।ରକ ମିଳି ନ ଥିଲା ବେ।ଲି ଜଣେ ସୁରକ୍ଷା ଅଧିକାରୀସୂଚନା ଦେଇଛନ୍ତି। ବେଲଜିୟମର ରାଜଧାନୀର ମୁଖ୍ୟ ବ୍ୟବସାୟ ସ୍ଥଳରେ ଥିବା ସିଟି-୨ ସପିଂ ସେଣ୍ଟର ଚତୁପାର୍ଶ୍ୱରେ ଥିବା ଅଞ୍ଚଳକୁ ଏବେ ସିଲ କରିଦିଆଯାଇଛି। […]

dc-Cover-qeoair

dc-Cover-qeoair

Rakesh Mallick
  • Published: Tuesday, 21 June 2016
  • Updated: 04 May 2017, 03:44 PM IST

Sports

Latest News

ବ୍ରସେଲସ: ବେଲଜିୟନ ପେ।ଲିସ ମଙ୍ଗଳବାର ସକାଳେ ବ୍ରସେଲସର କେନ୍ଦ୍ରସ୍ଥଳରେ ବିସ୍ଫେ।ରକ ନେଉଥିବା ସନ୍ଦେହରେ ଜଣେ ଯୁବକଙ୍କୁ ଅଟକ ରଖିଛି। ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ଜାତୀୟ ବିପର୍ଯ୍ୟୟ ପ୍ରଶମନ କେନ୍ଦ୍ର ସହ ଆଲେ।ଚନା କରିଛନ୍ତି।

ତେବେ ଯାଞ୍ଚ ବେଳେ ତାଙ୍କ ଠାରୁ କୌଣସି ବିସ୍ଫେ।ରକ ମିଳି ନ ଥିଲା ବେ।ଲି ଜଣେ ସୁରକ୍ଷା ଅଧିକାରୀସୂଚନା ଦେଇଛନ୍ତି।

ବେଲଜିୟମର ରାଜଧାନୀର ମୁଖ୍ୟ ବ୍ୟବସାୟ ସ୍ଥଳରେ ଥିବା ସିଟି-୨ ସପିଂ ସେଣ୍ଟର ଚତୁପାର୍ଶ୍ୱରେ ଥିବା ଅଞ୍ଚଳକୁ ଏବେ ସିଲ କରିଦିଆଯାଇଛି। କିନ୍ତୁ ନିକଟରେ ଥିବା ମେଟ୍ରେ। ଷ୍ଟେସନ ଖେ।ଲା ରହିଛି।

ବ୍ରସେଲସର ଜଣେ ମହିଳା ପ୍ରବକ୍ତା କହିଛନ୍ତି ଯେ ଆଜି ସକାଳ ୫ଟା ୩୦ ସମୟରେ ଯୁବକ ଜଣଙ୍କୁ ଅଟକ କରାଯାଇଥିଲା। ବେ।ମା ନିଷ୍କ୍ରିୟକାରୀ ଟିମ୍ ଆସି ଉକ୍ତ ଯୁବକଙ୍କୁ ଯାଞ୍ଚ କରିଥିଲେ। ହେଲେ ତାଙ୍କ ନିକଟରୁ କୌଣସି ବିସ୍ଫୋରକ ମିଳି ନ ଥିଲା।

ଏନେଇ ଟେଲିଭିଜନ ଫୁଟେଜ୍‌ରେ ଆଖାପାଖରେ ସବୁ ରାସ୍ତାରେ ବହୁ ସଂଖ୍ୟାରେ ପେ।ଲିସ୍ ଠୁଳ ହେ।ଇଥିବାର ଦେଖିବାକୁ ମିଳିଥିଲା। ସୁରକ୍ଷା ବ୍ୟବସ୍ଥାରେ ସମନ୍ୱୟ ରକ୍ଷା କରୁଥିବା ବେଲିଜିୟମ୍ ବିପର୍ଯ୍ୟୟ କେନ୍ଦ୍ର କହିଛି ଯେ ଏପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଚାର୍ଲସ ମିଚେଲ ଏବଂ ଗୃହ ମନ୍ତ୍ରୀ ଜାନ୍ ଜାମବେ।ନଙ୍କ ସହିତ ଆଲେ।ଚନା ଜାରି ରହିଛି। ତାଙ୍କ ନିଷ୍ପତ୍ତି ପରେପରବର୍ତ୍ତୀ ପଦକ୍ଷେପ ନିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story