ସାରା ଦେଶରେ ଖାଲି ପଡ଼ିଛି ୫.୨୮ ଲକ୍ଷ ପୁଲିସ ପଦବୀ, ଓଡ଼ିଶାରେ କେତେ?

ନୂଆଦିଲ୍ଲୀ: ଦେଶରେ ଖାଲି ପଡ଼ିଛି ୫ ଲକ୍ଷରୁ ଅଧିକ ପୁଲିସ ପଦବୀ। ନକ୍ସଲ ପ୍ରବଣ ଅଞ୍ଚଳ ଭାବେ ପରିଗଣିତ ହୋଇଥିବା ମହାରାଷ୍ଟ୍ର, ଓଡ଼ିଶା ଓ ଛତିଶଗଡ଼ରେ ମଧ୍ୟ ବହୁସଂଖ୍ୟାରେ ପୁଲିସ ପଦବୀ ଖାଲି ପଡ଼ିଥିବା ଜଣାପଡ଼ିଛି। କେବଳ ନାଗାଲ୍ୟାଣ୍ଡରେ ଆବଶ୍ୟକତାଠୁ ଅଧିକ ପୁଲିସ ଅଧିକାରୀ ଓ କର୍ମଚାରୀ ନିୟୋଜିତ ଥିବା ଜଣାପଡ଼ିଛି। ୧ ଜାନୁଆରୀ ୨୦୧୯ ତାରିଖ ଯାଏ ଗୃହ ମନ୍ତ୍ରଣାଳୟର ଏକ ରିପୋର୍ଟରୁ ଏହି ସୂଚନା ମିଳିଛି। ଓଡ଼ିଶାରେ ୧୦ ହଜାର ୩୨୨ ପୁଲିସ ପଦବୀ […]

police (1)

police (1)

Subhransu Sekhar
  • Published: Sunday, 07 July 2019
  • Updated: 07 July 2019, 06:45 PM IST
ନୂଆଦିଲ୍ଲୀ: ଦେଶରେ ଖାଲି ପଡ଼ିଛି ୫ ଲକ୍ଷରୁ ଅଧିକ ପୁଲିସ ପଦବୀ। ନକ୍ସଲ ପ୍ରବଣ ଅଞ୍ଚଳ ଭାବେ ପରିଗଣିତ ହୋଇଥିବା ମହାରାଷ୍ଟ୍ର, ଓଡ଼ିଶା ଓ ଛତିଶଗଡ଼ରେ ମଧ୍ୟ ବହୁସଂଖ୍ୟାରେ ପୁଲିସ ପଦବୀ ଖାଲି ପଡ଼ିଥିବା ଜଣାପଡ଼ିଛି। କେବଳ ନାଗାଲ୍ୟାଣ୍ଡରେ ଆବଶ୍ୟକତାଠୁ ଅଧିକ ପୁଲିସ ଅଧିକାରୀ ଓ କର୍ମଚାରୀ ନିୟୋଜିତ ଥିବା ଜଣାପଡ଼ିଛି। ୧ ଜାନୁଆରୀ ୨୦୧୯ ତାରିଖ ଯାଏ ଗୃହ ମନ୍ତ୍ରଣାଳୟର ଏକ ରିପୋର୍ଟରୁ ଏହି ସୂଚନା ମିଳିଛି।

ଓଡ଼ିଶାରେ ୧୦ ହଜାର ୩୨୨ ପୁଲିସ ପଦବୀ ଖାଲି ପଡ଼ିଥିବା ବେଳେ ବିହାର ଏବଂ ଉତ୍ତର ପ୍ରଦେଶରେ ସର୍ବାଧିକ ପୁଲିସ ପଦବୀ ଫାଙ୍କା ରହିଛି ବୋଲି ଜଣାପଡ଼ିଛି। ସାରା ଦେଶରେ ୨୩ ଲକ୍ଷ ୭୯ ହଜାର ୭୨୮ ପୁଲିସ ପଦବୀ ରହିଛି। ସେଥିମଧ୍ୟରୁ ୧୮ ଲକ୍ଷ ୫୧ ହଜାର ୩୩୨ ପଦବୀ ପୂରଣ ହୋଇଛି।

ଓଡ଼ିଶାରେ ୬୬ ହଜାର ୯୭୩ ପୁଲିସ ପଦବୀ ରହିଥିବା ବେଳେ ଖାଲି ପଡ଼ିଛି ୧୦ ହଜାର ୩୨୨ ପଦବୀ। ସେହିପରି ଛତିଶଗଡ଼ରେ ୭୧ ହଜାର ୬୦୬ ପୁଲିସ ପଦବୀ ଥିବା ବେଳେ ୧୧ ହଜାର ୪୫୨ ପଦବୀ ଖାଲି ପଡ଼ିଛି। ଉତ୍ତର ପ୍ରଦେଶରେ ମୋଟ ୪ ଲକ୍ଷ ୧୪ ହଜାର ୪୯୨ ପଦବୀ ରହିଥିବା ବେଳେ ଏବେ ମାତ୍ର ୨ ଲକ୍ଷ ୮୫ ହଜାର ୫୪୦ ପୁଲିସ କର୍ମଚାରୀ ନିୟୋଜିତ ରହିଛନ୍ତି। ବାକି ୧ ଲକ୍ଷ ୨୮ ହଜାର ୯୫୨ ପୁଲିସ ପଦବୀ ଫାଙ୍କା ରହିଛି। ବିହାରରେ ୧ ଲକ୍ଷ ୨୮ ହଜାର ୨୮୬ ପଦବୀ ରହିଥିବାବେଳେ ୭୭ ହଜାର ୯୯୫ ଜଣ ନିୟୋଜିତ ରହିଛନ୍ତି ଏବଂ ଖାଲି ପଡ଼ିଛି ୫୦ ହଜାର ୨୯୧ ପଦବୀ।

ପଶ୍ଚିମବଙ୍ଗରେ ୧ ଲକ୍ଷ ୪୦ ହଜାର ୯୦୪ ପଦବୀ ରହିଛି। ସେଥିମଧ୍ୟରୁ ୪୮ ହଜାର ୯୮୧ଟି ପଦବୀ ଖାଲି ପଡ଼ିଛି।

ତେବେ ନାଗାଲାଣ୍ଡରେ ୨୧ ହଜାର ୨୯୨ ପୁଲିସ ପଦବୀ ରହିଥିବା ବେଳେ ଏବେ ଅଧିକ ୯୪୧ ଜଣ ପୁଲିସ ଅଧିକାରୀ ନିୟୋଜିତ ଥିବା ଜଣାପଡ଼ିଛି। ତାମିଲନାଡୁରେ ୨୨ ହଜାର ୪୨୦, କର୍ଣ୍ଣାଟକାରେ ୨୧ ହଜାର ୯୪୩, ଗୁଜରାଟରେ ୨୧ ହଜାର ୦୭୦, ଝାରଖଣ୍ଡରେ ୧୮ ହଜାର ୯୩୧, ରାଜସ୍ଥାନରେ ୧୮ ୦୦୩, ଆସାମରେ ୧୧ ହଜାର ୪୫୨ ଏବଂ ଜମ୍ମୁ କଶ୍ମୀରରେ ୧୦ ହଜାର ୪୪ ପୁଲିସ ପଦବୀ ଖାଲି ପଡ଼ିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story