ପି.ଚିଦାମ୍ବରମଙ୍କୁ ମହାରାଷ୍ଟ୍ରରୁ ରାଜ୍ୟସଭା ପ୍ରାର୍ଥୀ କରାଯିବାକୁ ଶିବସେନାର ବିରୋଧ  

ମୁମ୍ବାଇ:ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମକୁ କଂଗ୍ରେସ ମହାରାଷ୍ଟ୍ରର ରାଜ୍ୟସଭା ପ୍ରାର୍ଥୀ ଭାବେ ଚୟନ କରିବାକୁ ଶିବସେନା ଆଜି ବିରୋଧ କରିଛି। ଦଳୀୟ ମୁଖପତ୍ର ‘ସାମନା’ରେ ଲେଖାଯାଇଛି, “ପି. ଚିଦାମ୍ବରମଙ୍କୁ କଂଗ୍ରେସ ରାଜ୍ୟସଭା ପ୍ରାର୍ଥୀ ଭାବେ ଚୟନ କରି ନିଜ  ଉପରକୁ ପଥର ମାରିଛି।” ଶିବସେନା ପକ୍ଷରୁ ଆହୁରି କୁହାଯାଇଛି,“ଯେଉଁ ନେତାଙ୍କ ଉପରେ ଆର୍ଥିକ ହେରଫେର କରିବା ଅଭିଯୋଗ ରହିଛି, କଂଗ୍ରେସ ତାଙ୍କୁ ରାଜ୍ୟସଭା ପ୍ରାର୍ଥୀଭାବେ ବାଛି ଭୁଲ କରୁଛି।” ‘ସାମନା’ରେ ଶିବସେନା  କଂଗ୍ରେସକୁ […]

ccccccccc

ccccccccc

Rakesh Mallick
  • Published: Monday, 30 May 2016
  • Updated: 30 May 2016, 12:19 PM IST

Sports

Latest News

ମୁମ୍ବାଇ:ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମକୁ କଂଗ୍ରେସ ମହାରାଷ୍ଟ୍ରର ରାଜ୍ୟସଭା ପ୍ରାର୍ଥୀ ଭାବେ ଚୟନ କରିବାକୁ ଶିବସେନା ଆଜି ବିରୋଧ କରିଛି। ଦଳୀୟ ମୁଖପତ୍ର ‘ସାମନା’ରେ ଲେଖାଯାଇଛି, “ପି. ଚିଦାମ୍ବରମଙ୍କୁ କଂଗ୍ରେସ ରାଜ୍ୟସଭା ପ୍ରାର୍ଥୀ ଭାବେ ଚୟନ କରି ନିଜ  ଉପରକୁ ପଥର ମାରିଛି।”

ଶିବସେନା ପକ୍ଷରୁ ଆହୁରି କୁହାଯାଇଛି,“ଯେଉଁ ନେତାଙ୍କ ଉପରେ ଆର୍ଥିକ ହେରଫେର କରିବା ଅଭିଯୋଗ ରହିଛି, କଂଗ୍ରେସ ତାଙ୍କୁ ରାଜ୍ୟସଭା ପ୍ରାର୍ଥୀଭାବେ ବାଛି ଭୁଲ କରୁଛି।”

‘ସାମନା’ରେ ଶିବସେନା  କଂଗ୍ରେସକୁ ସମାଲୋଚନା କରି କହିଛି, “ତାମିଲନାଡୁରେ ପି. ଚିଦାମ୍ବରମ ପାଇଁ କୌଣସି ସ୍ଥାନ ନାହିଁ। କିନ୍ତୁ ମହାରାଷ୍ଟ୍ରରେ ଚିଦାମ୍ବରମ  ଲୁଙ୍ଗି ଡ୍ୟାନ୍ସ କରିବେ।”

ଶିବସେନା କହିଛି,“କଂଗ୍ରେସ ପି. ଚିଦାମ୍ବରମ ଓ  କପିଲ  ଶିବଲଙ୍କୁ  ମହାରାଷ୍ଟ୍ରରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଚୟନ କରିଛି। କିନ୍ତୁ ଆଜି ଦେଶରେ  କଂଗ୍ରେସ  କଥାର ମୂଲ୍ୟ ନାହିଁ। କଂଗ୍ରେସ ପି. ଚିଦାମ୍ବରମଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଚୟନ କରିବା  ଠିକ୍ ହୋଇନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story