ଧମକ ଦେଇ ଲାଙ୍ଗୁଡ଼ ଜାକିଲା ପାକିସ୍ତାନ

ଇସଲାମାବାଦ: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କ୍ୟୁରେଶୀଙ୍କ ବିବାଦୀୟ ବୟାନକୁ ନେଇ କ୍ରୋଧିତ ହୋଇଥିବା ସାଉଦି ଆରବକୁ ମନାଇବାକୁ ଇସଲାମାବାଦ ଯେଉଁ ପ୍ରୟାସ କରୁଥିଲା, ତାହା ଫସର ଫାଟିଛି। ପ୍ରଥମେ ସାଉଦି ଆରବକୁ ଧମକ ଦେଉଥିବା ପାକିସ୍ତାନ ଏବେ ଲାଙ୍ଗୁଡ଼ ଜାକିଛି। ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାମାନଙ୍କୁ ପାକିସ୍ତାନ ସେନାଧ୍ୟକ୍ଷ ଜେନେରାଲ କମାର ଜାଭେଦ ବାଜୱା କ୍ଷମା ମାଗିଥିଲେ ହେଁ ଏହାକୁ ସେ ଗ୍ରହଣ କରି ନଥିବା ଜଣାପଡ଼ିଛି। ଏଥିସହ କ୍ରାଉନ […]

ha

ha

Hemant Lenka
  • Published: Wednesday, 19 August 2020
  • Updated: 19 August 2020, 08:05 PM IST

Sports

Latest News

ଇସଲାମାବାଦ: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କ୍ୟୁରେଶୀଙ୍କ ବିବାଦୀୟ ବୟାନକୁ ନେଇ କ୍ରୋଧିତ ହୋଇଥିବା ସାଉଦି ଆରବକୁ ମନାଇବାକୁ ଇସଲାମାବାଦ ଯେଉଁ ପ୍ରୟାସ କରୁଥିଲା, ତାହା ଫସର ଫାଟିଛି। ପ୍ରଥମେ ସାଉଦି ଆରବକୁ ଧମକ ଦେଉଥିବା ପାକିସ୍ତାନ ଏବେ ଲାଙ୍ଗୁଡ଼ ଜାକିଛି।

ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାମାନଙ୍କୁ ପାକିସ୍ତାନ ସେନାଧ୍ୟକ୍ଷ ଜେନେରାଲ କମାର ଜାଭେଦ ବାଜୱା କ୍ଷମା ମାଗିଥିଲେ ହେଁ ଏହାକୁ ସେ ଗ୍ରହଣ କରି ନଥିବା ଜଣାପଡ଼ିଛି। ଏଥିସହ କ୍ରାଉନ ପ୍ରିନ୍ସ ସଲମାନ ବି ବାଜୱାନଙ୍କୁ ଭେଟିବାକୁ ସମୟ ଦେଇନାହାନ୍ତି। ସାଉଦି ଆରବ କହିଛି ଯେ ପାକିସ୍ତାନ ସହ ଯେଉଁ ତିକ୍ତତା ସୃଷ୍ଟି ହୋଇଛି ତା’ହା ଖୁବଶୀଘ୍ର ସମାଧାନ ହେବନାହିଁ। ତଥାପି ବି ବାଜୱା ସାଉଦି ପ୍ରିନ୍ସଙ୍କୁ ମନେଇବାକୁ ଚେଷ୍ଟା କରିଥିଲେ ହେଁ ଏହା ଫଳପ୍ରଦ ହୋଇନାହିଁ।

ଆଇଏସ୍ଆଇ ମୁଖ୍ୟ ଜେନେରାଲ୍ ଫୈଜ ହାମିଦଙ୍କ ସହ ସୋମବାର ସାଉଦିରେ ପହଞ୍ଚିଥିବା ବାଜୱା ପ୍ରିନ୍ସଙ୍କୁ ଭେଟି ନ ପାରିବାରୁ ସାଉଦି ଆରବର ପ୍ରତିରକ୍ଷା ମନ୍ତ୍ରୀ ଖାଲିଦ ବିନ୍ ସଲମାନ ଓ ସାଉଦି ଆରବର ସେନା ମୁଖ୍ୟ ଜେନେରାଲ ଫାୟାଦ ବିନ୍ ଅହମ୍ମଦ ଅଲ ରୁଆଲିଙ୍କ ସହ ସାକ୍ଷାତ କରିଛନ୍ତି।

ପାକିସ୍ତାନ ଓ ସାଉଦି ମଧ୍ୟରେ ଦୀର୍ଘ ଦଶନ୍ଧି ଧରି ଭଲ ସମ୍ପର୍କ ରହିଥିଲା। ହେଲେ ନିକଟରେ କଶ୍ମୀର ପ୍ରସଙ୍ଗରେ ସାଉଦି ଭାରତର ସମର୍ଥନ କରିଥିଲା। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦର ବର୍ଷପୂର୍ତ୍ତି ଅବସରରେ କୁରେଶୀ ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ସାଉଦି ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ।

ଓଆଇସି ବୈଠକରେ କଶ୍ମୀର ପ୍ରସଙ୍ଗ ଉଠାଇବାକୁ ପାକିସ୍ତାନ ବାରମ୍ବାର ଦାବି କରୁଛି। ହେଲେ ଓଆଇସିର ନେତୃତ୍ୱ ନେଉଥିବା ସାଉଦି ଏଥିରେ ଆଦୌ ରାଜି ହେଉନାହିଁ। ଯଦି ସାଉଦି ଓଆଇସିରେ କଶ୍ମୀର ପ୍ରସଙ୍ଗ ଉଠାଇବାକୁ ବିରୋଧ କରେ, ତା’ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଇସଲାମିକ ଦେଶଗୁଡ଼ିକୁ ଏକାଠି କରି ବୈଠକ କରିବେ ଓ କଶ୍ମୀର ପ୍ରସଙ୍ଗ ଉଠାଇବେ ବୋଲି କୁରେଶୀ ଚେତାବନୀ ଦେଇଥିଲେ।

ଏହାକୁ ନେଇ ସାଉଦି ପାକିସ୍ତାନ ଉପରେ ଖପ୍ପା ହୋଇଥିଲା। ଏପରି କି ପାକିସ୍ତାନକୁ ସାଉଦି ଦେଇଥିବା ଋଣ ମଧ୍ୟ ଫେରସ୍ତ କରିବାକୁ କହିଥିଲା। ୧୯୮୦ ମସିହାରୁ ରିୟାଦ ପାକିସ୍ତାନକୁ ଆର୍ଥିକ ଓ ସାମରିକ ସ୍ତରରେ ସହଯୋଗ କରୁଛି। ତେଣୁ ପାକିସ୍ତାନ ଏଗୁଡ଼ିକ ଫେରସ୍ତ କରୁ ବୋଲି ସାଉଦି କହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story