ନିଦ ହଜାଇଲା ରାଜନାଥଙ୍କ ମନ୍ତବ୍ୟ: ଇମ୍ରାନ୍ କହିଲେ, 'ପାକିସ୍ତାନ ସହ ନେହରୁ ଏବଂ ଗାନ୍ଧି ପରିବାର ବିପଦରେ'

ଇସ୍‌ଲାମାବାଦ: ଗତକାଲି ଓ ଅଗଷ୍ଟ ୧୬ରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ମନ୍ତବ୍ୟ ପାକିସ୍ତାନର ନିଦ ହଜାଇ ଦେଇଛି। ଗତକାଲି ପିଓକେ ପ୍ରସଙ୍ଗରେ ରାଜନାଥ ସିଂହ କହିଥିଲେ ଭାରତ ପାକିସ୍ତାନ ସହ ଏଥର କଥା ହେଲେ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ବାବଦରେ ଆଲୋଚନା କରିବ। ଏହା ପୂର୍ବରୁ ଅଗଷ୍ଟ ୧୬ରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଭାରତ ଓ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ବିବାଦକୁ ନେଇ କହିଥିଲେ ଆବଶ୍ୟକ ପଡ଼ିଲେ ଭାରତ ତାର ପରମାଣୁ ନୀତି ବଦଳାଇବ। ପାକିସ୍ତାନ […]

rajnath imran

rajnath imran

Subhransu Sekhar
  • Published: Monday, 19 August 2019
  • Updated: 19 August 2019, 04:20 PM IST

Sports

Latest News

ଇସ୍‌ଲାମାବାଦ: ଗତକାଲି ଓ ଅଗଷ୍ଟ ୧୬ରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ମନ୍ତବ୍ୟ ପାକିସ୍ତାନର ନିଦ ହଜାଇ ଦେଇଛି। ଗତକାଲି ପିଓକେ ପ୍ରସଙ୍ଗରେ ରାଜନାଥ ସିଂହ କହିଥିଲେ ଭାରତ ପାକିସ୍ତାନ ସହ ଏଥର କଥା ହେଲେ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ବାବଦରେ ଆଲୋଚନା କରିବ। ଏହା ପୂର୍ବରୁ ଅଗଷ୍ଟ ୧୬ରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଭାରତ ଓ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ବିବାଦକୁ ନେଇ କହିଥିଲେ ଆବଶ୍ୟକ ପଡ଼ିଲେ ଭାରତ ତାର ପରମାଣୁ ନୀତି ବଦଳାଇବ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଏହି ପ୍ରସଙ୍ଗରେ ଗତକାଲି ଏକ ସିରିଜ୍ ଟୁଇଟ୍ କରିଛନ୍ତି। ଯାହା ପାକିସ୍ତାନ କେତେ ବିଚଳିତ, ତାହା ପ୍ରମାଣିତ ହୋଇଛି।

ଇମ୍ରାନ୍ ଖାନ୍ ବିଶ୍ୱର ସମସ୍ତ ଦେଶକୁ ରାଜନାଥ ସିଂହଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟ ଉପରେ ଗୁରୁତ୍ୱାରୋପ କରିବାକୁ କହିଛନ୍ତି। ସେ କହିଛନ୍ତି ‘ଭାରତରେ ଫାଶୀବାଦ ଏବଂ ଜାତିବାଦର ହିନ୍ଦୁ ସରକାର ଚାଲିଛି। ଯାହାକୁ ସାରା ଦୁନିଆ ସମାଲୋଚନା କରିବା ଦରକାର। ମୋଦି ସରକାରରେ ସଂଖ୍ୟାଲଘୁ ସମ୍ପ୍ରଦାୟ, ନେହେରୁ ଗାନ୍ଧି ପରିବାର ଏବଂ ପାକିସ୍ତାନ ବିପଦରେ ରହିଛି ବୋଲି ଇମ୍ରାନ୍ ଖାନ୍ ଟୁଇଟ୍ କରିଛନ୍ତି। ମୋଦି ସରକାରଙ୍କ ଚରମପନ୍ଥୀ ନୀତିକୁ ସମସ୍ତେ ଭଲ ଭାବରେ ବୁଝିବା ଦରକାର ବୋଲି ସେ କହିଛନ୍ତି।

https://twitter.com/ImranKhanPTI/status/1162994694084857856

ସେହିପରି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମେହମୁଦ୍ କୁରେଶୀ ଗତକାଲି କହିଛନ୍ତି, ‘ପିଓକେ ପ୍ରସଙ୍ଗରେ ଭାରତ ଏପରି ମତ ଦେବା ଅବୈଧ’। ଏଥିସହ ଜମ୍ମୁ କଶ୍ମୀରରେ ଗିରଫ ହୋଇଥିବା ବିଛିନ୍ନତାବାଦୀ ନେତା, ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, ମେହବୁବା ମୁଫତି ଆଦିଙ୍କୁ ଛାଡ଼ିବା ଉଚିତ ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ମୋଦି ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନ ଏହାକୁ ବିରୋଧ କରିଛି। ଏହି ବିବାଦକୁ ଅନ୍ତର୍ଜାତୀୟ ସ୍ତରରେ ବିଚାର କରିବା ପାଇଁ ପାକିସ୍ତାନର ଉଦ୍ୟମ ଫେଲ୍ ମାରିଛି। ନିକଟରେ ଜାତିସଂଘ ସୁରକ୍ଷା ପରିଷଦରେ ମଧ୍ୟ କଶ୍ମୀର ପ୍ରସଙ୍ଗରେ ଚାଇନାକୁ ଛାଡ଼ିଦେଲେ ଅନ୍ୟ ଚଉଦଟି ଦେଶ ପାକିସ୍ତାନକୁ ସମର୍ଥନ କରିନଥିଲେ। ଜମ୍ମୁ କଶ୍ମୀର ପ୍ରସଙ୍ଗ ଦୁଇ ଦେଶ ମଧ୍ୟରେ ଆଲୋଚନା ହେବା ଦରକାର ବୋଲି ସମସ୍ତ ଦେଶ ମତ ରଖିଛନ୍ତି।

ଭାରତ ଏହି ପ୍ରସଙ୍ଗରେ ପୂର୍ବରୁ ନିଜର ମତ ରଖି ସାରିଛି। କହିଛି, ପାକିସ୍ତାନ ପ୍ରଥମେ ଆତଙ୍କବାଦକୁ ନିପାତ କରୁ, ତା'ପରେ ଯାଇ ଦ୍ୱିପାକ୍ଷିକ ଆଲୋଚନା ହେବ। ଏଥିସହ ଭାରତ ଓ କଶ୍ମୀର ପ୍ରସଙ୍ଗରେ ଆଲୋଚନା ଶିମଲା ଚୁକ୍ତି ଅନୁଯାୟୀ ହେବ।

ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ବସବାସ କରୁଥିବା ଲୋକେ ଭାରତୀୟ ସମ୍ବିଧାନ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ସେମାନେ ଭାରତରେ ମିଶିବା ପାଇଁ ଦାବି କରିଛନ୍ତି। ଯାହା ପାକିସ୍ତାନର ସମସ୍ୟାକୁ ବଢ଼ାଇ ଦେଇଛି। ଉଲ୍ଲେଖଯୋଗ୍ୟ, ପିଓକେର ଗିଲଗିଟ୍‌-ବାଲ୍ଟିସ୍ତାନ ଅଞ୍ଚଳର ବାସିନ୍ଦା ଭାରତରେ ମିଶିବା ଦାବି କରି ଗତ ଅଗଷ୍ଟ ୧୩ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସେହିପରି ଧାରା ୩୭୦ ଉଚ୍ଛେଦ ପରେ ଲୋକସଭାରେ ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ପିଓକେ ଓ ଅକ୍ସାଇ ଚୀନ ଭାରତର ଅବିଚ୍ଛେଦ୍ୟ ଅଙ୍ଗ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story