ଚାଇନା ସହାୟତାରେ ମହାକାଶକୁ ମାନବ ପଠାଇବ ପାକିସ୍ତାନ

ଇସ୍‌ଲାମାବାଦ: ଭାରତ ମହାକାଶ ବିଜ୍ଞାନରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପରେ ଏବେ ପାକିସ୍ତାନ ବାଉଳା ହେବାରେ ଲାଗିଛି। ଏଥିପାଇଁ ଆସନ୍ତା ୨୦୨୨ରେ ପାକିସ୍ତାନ ବନ୍ଧୁ ଚାଇନା ସହାୟତାରେ ମହାକାଶକୁ ମାନବ ପଠାଇବ। ପ୍ରଥମଥର ପାଇଁ ହିଁ ପାକିସ୍ତାନ ଏଭଳି ମହାକାଶକୁ ମହାକାଶଚାରୀ ପଠାଇବାକୁ ନିଷ୍ପତ୍ତି ନେଇଛି। ପାକିସ୍ତାନର ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଫୱାଦ ଚୌଧୁରୀ ଆଜି ଏ ସମ୍ପର୍କରେ ଘୋଷଣା କରିଛନ୍ତି। ସେ କହିଛନ୍ତି, “୨୦୨୦ ସୁଦ୍ଧା ମହାକାଶକୁ ଯିବାକୁ ଥିବା ମହାକାଶଚାରୀଙ୍କୁ […]

wef

wef

Hemant Lenka
  • Published: Monday, 16 September 2019
  • Updated: 16 September 2019, 06:15 PM IST

Sports

Latest News

ଇସ୍‌ଲାମାବାଦ: ଭାରତ ମହାକାଶ ବିଜ୍ଞାନରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପରେ ଏବେ ପାକିସ୍ତାନ ବାଉଳା ହେବାରେ ଲାଗିଛି। ଏଥିପାଇଁ ଆସନ୍ତା ୨୦୨୨ରେ ପାକିସ୍ତାନ ବନ୍ଧୁ ଚାଇନା ସହାୟତାରେ ମହାକାଶକୁ ମାନବ ପଠାଇବ। ପ୍ରଥମଥର ପାଇଁ ହିଁ ପାକିସ୍ତାନ ଏଭଳି ମହାକାଶକୁ ମହାକାଶଚାରୀ ପଠାଇବାକୁ ନିଷ୍ପତ୍ତି ନେଇଛି।

ପାକିସ୍ତାନର ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଫୱାଦ ଚୌଧୁରୀ ଆଜି ଏ ସମ୍ପର୍କରେ ଘୋଷଣା କରିଛନ୍ତି। ସେ କହିଛନ୍ତି, “୨୦୨୦ ସୁଦ୍ଧା ମହାକାଶକୁ ଯିବାକୁ ଥିବା ମହାକାଶଚାରୀଙ୍କୁ ଚୟନ କରାଯିବ। ପାକିସ୍ତାନ ଏହି ମହାକାଶ ମିଶନରେ ଚାଇନା ସହାୟତା କରିବ। ପ୍ରାଥମିକ ଅବସ୍ଥାରେ ୫୦ ଜଣଙ୍କୁ ଚୟନ କରାଯିବ। ଏହାପରେ ୨୦୨୨ ସୁଦ୍ଧା ୨୫ ଜଣଙ୍କୁ ଚୂଡ଼ାନ୍ତ ତାଲିକାରେ ସାମିଲ କରାଯିବ। ଏମାନଙ୍କ ମଧ୍ୟରୁ କେବଳ ଜଣଙ୍କୁ ହିଁ ମହାକାଶକୁ ପଠାଯିବ।

ମହାକାଶଚାରୀ ଚୟନରେ ପାକିସ୍ତାନ ବାୟୁସେନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ୟୁନିଅନ୍ ସୋଭିଏତ ସୋସିଆଲିଷ୍ଟ ରିପ୍ଲବିକ୍ସ ପରେ ପାକିସ୍ତାନ ଏସିଆ ମହାଦେଶର ଦ୍ୱିତୀୟ ରାଷ୍ଟ୍ର ଭାବେ ୧୯୬୩ରେ ମହାକାଶକୁ ରକେଟ୍ ପଠାଇଥିଲା। ତେଣୁ ଏବେ ମହାକାଶ ବିଜ୍ଞାନୀରେ ପାକିସ୍ତାନ ତା’ର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story