ଚନ୍ଦ୍ରଯାନ-୨: ତାତ୍ସଲ୍ୟ କଲେ ପାକ୍‌ ମନ୍ତ୍ରୀ ଫଓ୍ୱାଦ ଚୌଧୁରୀ, ଜବାବ ଦେଲେ ପାକିସ୍ତାନୀ

ନୂଆଦିଲ୍ଲୀ: ଆଜି ମଧ୍ୟରାତ୍ରୀରେ ଚନ୍ଦ୍ରଯାନ-୨ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ପୂର୍ବରୁ ଇସ୍ରୋ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଫଳରେ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିପାରିନି ଚନ୍ଦ୍ରଯାନ-୨। ତେବେ ଇସ୍ରୋ ଦ୍ୱାରା କରାଯାଇଥିବା ସମସ୍ତ ପ୍ରକ୍ରିୟାକୁ ଖାଲି ଭାରତ ନୁହେଁ ବିଭିନ୍ନ ବେଦିଶୀ ଗଣମାଧ୍ୟମ ମଧ୍ୟ ପ୍ରଶଂସା କରିଛନ୍ତି। ହେଲେ ଏଭଳି ସ୍ଥିତିରେ ପାକିସ୍ତାନର ଜଣେ ମନ୍ତ୍ରୀ ଭାରତ ଉପରେ ବର୍ଷିଛନ୍ତି। ପାକ୍‌ ବିଜ୍ଞାନ ଏବଂ ପ୍ରଯୁକ୍ତି ମନ୍ତ୍ରୀ ଫଓ୍ୱାଦ ଚୌଧୁରୀ ଟ୍ୱିଟ୍‌ କରି କହିଛନ୍ତି ଯେଉଁ […]

Fawad-Chaudhry(1)

Fawad-Chaudhry(1)

Subhransu Sekhar
  • Published: Saturday, 07 September 2019
  • Updated: 07 September 2019, 03:44 PM IST

Sports

Latest News

ନୂଆଦିଲ୍ଲୀ: ଆଜି ମଧ୍ୟରାତ୍ରୀରେ ଚନ୍ଦ୍ରଯାନ-୨ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ପୂର୍ବରୁ ଇସ୍ରୋ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଫଳରେ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିପାରିନି ଚନ୍ଦ୍ରଯାନ-୨। ତେବେ ଇସ୍ରୋ ଦ୍ୱାରା କରାଯାଇଥିବା ସମସ୍ତ ପ୍ରକ୍ରିୟାକୁ ଖାଲି ଭାରତ ନୁହେଁ ବିଭିନ୍ନ ବେଦିଶୀ ଗଣମାଧ୍ୟମ ମଧ୍ୟ ପ୍ରଶଂସା କରିଛନ୍ତି। ହେଲେ ଏଭଳି ସ୍ଥିତିରେ ପାକିସ୍ତାନର ଜଣେ ମନ୍ତ୍ରୀ ଭାରତ ଉପରେ ବର୍ଷିଛନ୍ତି।

ପାକ୍‌ ବିଜ୍ଞାନ ଏବଂ ପ୍ରଯୁକ୍ତି ମନ୍ତ୍ରୀ ଫଓ୍ୱାଦ ଚୌଧୁରୀ ଟ୍ୱିଟ୍‌ କରି କହିଛନ୍ତି ଯେଉଁ କାମ ଆସେନି, ସେଥିରେ ହାତ ମାରନି…ଡିଅର ଇଣ୍ଡିଆ…ଆହୁରି ଫବାଦ ଜଣେ ଭାରତୀୟ ଟ୍ୱିଟ୍‌ର ଉତ୍ତର ଦେଇ ଲେଖିଥିଲେ, ଶୋଇଯା ଭାଇ, ଚନ୍ଦ୍ରମା ବଦଳରେ ମୁମ୍ବାଇରେ ଓହ୍ଲାଇ ପଡ଼ିଲା ଖେଳନା…’

ଫଓ୍ୱାଦଙ୍କ ଏହି ଟ୍ୱିଟକୁ ନେଇ କଡ଼ା ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଜଣେ ଟୁଇଟର ଆକାଉଣ୍ଟଧାରୀ ଲେଖିଛନ୍ତି, ତୁମେ ପାକିସ୍ତାନୀମାନେ କେବଳ ଟମାଟର ଏବଂ ଛେଳିର ସ୍ୱପ୍ନ ଦେଖ। ଯାଅ, ଦୁନିଆର ପ୍ରତ୍ୟେକ ରାଜଧାନୀରେ ଭିକ ମାଗିବା କାମ କର।

ଅନ୍ୟ ଜଣେ ଲେଖିଛନ୍ତି, ସବୁଠାରୁ ମଜାଦାର କଥା ହେଲା, ଚନ୍ଦ୍ରଯାନ-୨ ଫବାଦ ଚୌଧୁରୀଙ୍କୁ ସାରାରାତି ଉଜାଗର ରହିବାକୁ ବାଧ୍ୟ କରି ଦେଇଥିଲା। ପାକିସ୍ତାନୀମାନେ ମଧ୍ୟ ଫଓ୍ୱାଦ ଚୌଧୁରୀଙ୍କୁ ସମାଲୋଚନା କରିବାକୁ ଭୁଲି ନାହାନ୍ତି। ଜଣେ ପାକ୍‌ ୟୁଜର୍ସ ଲେଖିଛନ୍ତି ଫଓ୍ୱାଦ ଚୌଧୁରୀ ଆମ ପାଇଁ ଲଜ୍ଜାର କାରଣ ନ ହୁଅ। ଚନ୍ଦ୍ର ଉପରେ ଅବତରଣ କରିବାର ପ୍ରୟାସ ଭାରତ ତ କଲା। ଆମକୁ ଯେ କୌଣସି ଦେଶର ବୈଜ୍ଞାନିକଙ୍କ ଉଦ୍ୟମକୁ ପ୍ରଶଂସା କରିବା ଉଚିତ୍‌ ଏବଂ ସେଥିରୁ ପ୍ରେରଣା ଗ୍ରହଣ କରିବା ଉଚିତ୍‌।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ଫଓ୍ୱାଦ ଚୌଧୁରୀ ଘୋଷଣା କରିଥିଲେ ଯେ, ପାକିସ୍ତାନ ତାର ଅତି ନିକଟତର ସହଯୋଗୀ ଚୀନ୍‌ର ଉପଗ୍ରହ ପ୍ରକ୍ଷେପଣ ତଥ୍ୟକୁ ଉପଯୋଗ କରି ୨୦୨୨ମସିହାରେ ଅନ୍ତରୀକ୍ଷକୁ ତାର ପ୍ରଥମ ମହାକାଶ ଯାତ୍ରୀ  ପଠାଇବ। ଚୌଧୁରୀ ଏକ ଟ୍ୱିଟ୍‌ରେ କହିଥିଲେ ଯ, ଅନ୍ତରୀକ୍ଷକୁ ପ୍ରଥମ ପାକିସ୍ତାନୀ ପଠାଇବାର ପ୍ରସ୍ତୁତି କାମ ୨୦୨୦ରେ ଆରମ୍ଭ ହେବ। ଏଥିପାଇଁ ୫୦ ଜଣ ବ୍ୟକ୍ତିଙ୍କର ଏକ ତାଲିକା ପ୍ରସ୍ତୁତ ହେବ। ତା’ ପରେ ଏଥିରୁ ୨୫ ଜଣଙ୍କୁ ମନୋନୀତ କରାଯିବ। ୨୦୨୨ରେ ଆମେ ପାକିସ୍ତାନର ପ୍ରଥମ ଯାତ୍ରୀଙ୍କୁ ଚନ୍ଦ୍ରରେ ଅବତରଣ କରିବା ପାଇଁ ପ୍ରେରଣ କରିବୁ। ଏହା ଆମ ଦେଶର ସବୁଠାରୁ ବଡ ମହାକାଶ କାର୍ଯ୍ୟକ୍ରମ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story