କରୋନାରେ ଦକ୍ଷିଣ ଏସିଆ ଦେଶରେ ପ୍ରଥମ ରାଜନେତାଙ୍କ ମୃତ୍ୟୁ

ଇସଲାମାବାଦ: ଦକ୍ଷିଣ ଏସିଆର ପ୍ରଥମ ରାଜନେତା ଭାବେ ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ପାକିସ୍ତାନର ଜଣେ ମହିଳା ବିଧାୟକଙ୍କ ମୃତ୍ୟୁ ଘଟିଛି। ଗୋଟିଏ ପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଲକଡାଉନ ପ୍ରତ୍ୟାହାର କରୁଥିବା ବେଳେ ବିଧାୟକ ଶାହୀନ ରାଜାଙ୍କ ମୃତ୍ୟୁ ଘଟିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଶାହୀନ ପଞ୍ଜାବ ପ୍ରଦେଶ ବିଧାନସଭାର ସଦସ୍ୟ ଥିଲେ। ନିକଟରେ ସେ ଏକ କ୍ୱାରେଣ୍ଟାଇନ ସେଣ୍ଟରକୁ ବୁଲିବାକୁ ଯାଇଥିବା ବେଳେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ମେ’ ୧୭ରୁ ତାଙ୍କୁ […]

dae

dae

Hemant Lenka
  • Published: Wednesday, 20 May 2020
  • Updated: 20 May 2020, 08:00 PM IST

Sports

Latest News

ଇସଲାମାବାଦ: ଦକ୍ଷିଣ ଏସିଆର ପ୍ରଥମ ରାଜନେତା ଭାବେ ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ପାକିସ୍ତାନର ଜଣେ ମହିଳା ବିଧାୟକଙ୍କ ମୃତ୍ୟୁ ଘଟିଛି। ଗୋଟିଏ ପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଲକଡାଉନ ପ୍ରତ୍ୟାହାର କରୁଥିବା ବେଳେ ବିଧାୟକ ଶାହୀନ ରାଜାଙ୍କ ମୃତ୍ୟୁ ଘଟିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି।

ଶାହୀନ ପଞ୍ଜାବ ପ୍ରଦେଶ ବିଧାନସଭାର ସଦସ୍ୟ ଥିଲେ। ନିକଟରେ ସେ ଏକ କ୍ୱାରେଣ୍ଟାଇନ ସେଣ୍ଟରକୁ ବୁଲିବାକୁ ଯାଇଥିବା ବେଳେ କରୋନାରେ ଆକ୍ରାନ୍ତ ହୋଇଥିଲେ।

ଏହାପରେ ମେ’ ୧୭ରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଶେଷରେ ସେ କରୋନା ଯୋଗୁ ପ୍ରାଣ ହରାଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।

୬୫ ବର୍ଷୀୟ ଶାହୀନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ରାଜନୀତିକ ଦଳ ପିଟିଆଇର ସଦସ୍ୟ ଥିଲେ। ଅନ୍ୟପକ୍ଷରେ ପାକିସ୍ତାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫,୮୮୯ ଥିବା ବେଳେ ମୃତ୍ୟୁସଂଖ୍ୟା ୯୮୫ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story