ପଞ୍ଜାବରେ ବିଏସଏଫ୍‌ ଯବାନ ଓ ଆତଙ୍କବାଦୀ ଗୁଳିବିନିମୟ,୩ ଆତଙ୍କବାଦୀ ନିହତ

ଚଣ୍ଡିଗଡ଼: ପଞ୍ଜାବର ଅଜନାଲା ସେକ୍ଟରର ଶାହାପୁର ପୋଷ୍ଟରେ  ଆଜି ବିଏସଏଫ୍‌ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ତିନିଜଣ ପାକିସ୍ତାନୀ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଆଜି ସକାଳେ ଆତଙ୍କବାଦୀମାନେ ଅଜନାଲା ସେକ୍ଟରର ଶାହାପୁର ପୋଷ୍ଟ ଦେଇ ଭାରତ ମଧ୍ୟକୁ  ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ। ସୁରକ୍ଷାକର୍ମୀମାନେ କୌଣସି ସୂତ୍ରରୁ ଖବର ପାଇ ସେହି ଅଞ୍ଚଳରେ ସର୍ଚ୍ଚ ଅପେରସନ କରିଥିଲେ ବୋଲି ବିଏସଏଫ୍‌ ଆଇଜି  ଅନୀଲ ପାଲିୱାଲ କହିଛନ୍ତି। ସୋମବାର ଜମ୍ମୁର କଠୁଆରେ ୪ରୁ ୫ଜଣ […]

panjab

panjab

Rakesh Mallick
  • Published: Tuesday, 12 July 2016
  • Updated: 12 July 2016, 03:48 PM IST

Sports

Latest News

ଚଣ୍ଡିଗଡ଼: ପଞ୍ଜାବର ଅଜନାଲା ସେକ୍ଟରର ଶାହାପୁର ପୋଷ୍ଟରେ  ଆଜି ବିଏସଏଫ୍‌ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ତିନିଜଣ ପାକିସ୍ତାନୀ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଆଜି ସକାଳେ ଆତଙ୍କବାଦୀମାନେ ଅଜନାଲା ସେକ୍ଟରର ଶାହାପୁର ପୋଷ୍ଟ ଦେଇ ଭାରତ ମଧ୍ୟକୁ  ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ। ସୁରକ୍ଷାକର୍ମୀମାନେ କୌଣସି ସୂତ୍ରରୁ ଖବର ପାଇ ସେହି ଅଞ୍ଚଳରେ ସର୍ଚ୍ଚ ଅପେରସନ କରିଥିଲେ ବୋଲି ବିଏସଏଫ୍‌ ଆଇଜି  ଅନୀଲ ପାଲିୱାଲ କହିଛନ୍ତି।

ସୋମବାର ଜମ୍ମୁର କଠୁଆରେ ୪ରୁ ୫ଜଣ ଆତଙ୍କବାଦୀ ଅସ୍ତ୍ରଶସ୍ତ୍ର ଧରି  ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ।

ଏହି ଘଟଣା ପରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯିବା ସହ ପୂରା ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଉଛି।

ପାକିସ୍ତାନରୁ କିଛି ଆତଙ୍କବାଦୀ ନିୟନ୍ତ୍ରଣ ରେଖା ଦେଇ ସବୁବେଳେ ଅନୁପ୍ରବେଶ  କରିବାକୁ  ଚେଷ୍ଟା କରୁଛନ୍ତି  ବୋଲି ଗୁଇନ୍ଦା ସଂସ୍ଥା ପକ୍ଷରୁ ଆଲର୍ଟ ଜାରି କରାଯାଇଥିଲା। ପାକିସ୍ତାନୀ ଆତଙ୍କୀ ଭାରତୀୟ ଲୋକଙ୍କ ସାହାଯ୍ୟରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ବିଏସଏଫ ଡିଜି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story