ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ନିର୍ବାଚନ: ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ

କୋଲକାତା/ଗୌହାଟୀ: କଡା ସୁରକ୍ଷା ମଧ୍ୟରେ ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି। ଅପରାହ୍ନ ୪ଟା ସୁଦ୍ଧା ପଶ୍ଚିମବଙ୍ଗରେ ୭୦ ପ୍ରତିଶତ ଓ ଆସାମରେ ୬୭ ପ୍ରତିଶତ ମତଦାନ ହୋଇଛି। ପଶ୍ଚିମବଙ୍ଗରେ ୨୯୪ଟି ବିଧାନସଭା ଆସନରୁ ୧୮ଟିରେ ଓ ଆସାମର ମୋଟ ୧୨୬ଟି ବିଧାନସଭା ଆସନରୁ ୬୫ଟିରେ ଆଜି ଭୋଟ୍ ଗ୍ରହଣ କରାଯାଇଛି। ପ୍ରଥମ  ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ୧୧୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟକୁ ଇଭିଏମରେ ସିଲ୍ କରିଛନ୍ତି ପ୍ରାୟ ୩୮ ଲକ୍ଷ ଭୋଟର। […]

assembly election

assembly election

Rakesh Mallick
  • Published: Monday, 04 April 2016
  • Updated: 05 April 2016, 05:09 AM IST

Sports

Latest News

କୋଲକାତା/ଗୌହାଟୀ: କଡା ସୁରକ୍ଷା ମଧ୍ୟରେ ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି। ଅପରାହ୍ନ ୪ଟା ସୁଦ୍ଧା ପଶ୍ଚିମବଙ୍ଗରେ ୭୦ ପ୍ରତିଶତ ଓ ଆସାମରେ ୬୭ ପ୍ରତିଶତ ମତଦାନ ହୋଇଛି।

ପଶ୍ଚିମବଙ୍ଗରେ ୨୯୪ଟି ବିଧାନସଭା ଆସନରୁ ୧୮ଟିରେ ଓ ଆସାମର ମୋଟ ୧୨୬ଟି ବିଧାନସଭା ଆସନରୁ ୬୫ଟିରେ ଆଜି ଭୋଟ୍ ଗ୍ରହଣ କରାଯାଇଛି।

ପ୍ରଥମ  ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ୧୧୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟକୁ ଇଭିଏମରେ ସିଲ୍ କରିଛନ୍ତି ପ୍ରାୟ ୩୮ ଲକ୍ଷ ଭୋଟର। ସୁରକ୍ଷା ଦୃଷ୍ଟିରୁ ରାଜ୍ୟର ୧୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ୪ଟା ସୁଦ୍ଧା ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଅନ୍ୟ ୫ଟି ନିର୍ବାଚନ ମଣ୍ଡଳୀରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବୁଥ୍‌ଗୁଡ଼ିକରେ ୨୨ ହଜାରରୁ ଅଧିକ ଯବାନଙ୍କୁ ମୁତୟନ କରାଯାଇଥିଲା।

ସେହିପରି ଆସାମରେ ପ୍ରଥମ ପର୍ଯ୍ୟାୟ ମତଦାନରେ ଇଭିଏମ୍‌ରେ ସିଲ୍ ହୋଇଛି ୫୩୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ। ଏଥିପାଇଁ ୧୨,୧୯୦ଟି ମତଦାନ କେନ୍ଦ୍ର ଖୋଲାଯାଇଛି। କଡ଼ା ସୁରକ୍ଷା ବଳୟରେ ଏଠାରେ ମତଦାନ ଶେଷ ହୋଇଛି। ସୁରକ୍ଷା ପାଇଁ ୪୦ ହଜାର ଯବାନଙ୍କୁ ମୁତୟନ କରାଯାଇଥିଲା।

ପଶ୍ଚିମବଙ୍ଗରେ ୬ଟି ପର୍ଯ୍ୟାୟରେ ଓ ଆସାମରେ ୨ଟି ପର୍ଯ୍ୟାୟରେ ମତଦାନ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story