ବିମାନରେ ଉଲଗ୍ନ ହୋଇ ଚାଲିଲେ ଯାତ୍ରୀ

ଲକ୍ଷ୍ନୌ: ମଝି ଆକାଶରେ ଉଡୁଥିଲା ବିମାନ। ହଠାତ୍ ଜଣେ ଯାତ୍ରୀ ଉଲଗ୍ନ ହୋଇ ବିମାନରେ ଚାଲିବାକୁ ଲାଗିଲେ। ଏହା ଦେଖି ଅନ୍ୟ ଯାତ୍ରୀମାନେ ଆଶ୍ଚର୍ଯ୍ୟ ହୋଇଗଲେ। ବିମାନ କର୍ମଚାରୀମାନେ ସଙ୍ଗେ ସଙ୍ଗେ ଏକ କମ୍ବଳ ଆଣି ସେହି ଯାତ୍ରୀ ଜଣଙ୍କୁ ଘୋଡ଼ାଇ ଦେଲେ ଓ ସିଟ୍‌ରେ ନେଇ ବସାଇଲେ। ବିମାନ ଅବତରଣ କରିବା ପର୍ଯ୍ୟନ୍ତ ବିମାନ କର୍ମଚାରୀମାନେ ସେହି ଯାତ୍ରୀଙ୍କୁ ସେମିତି ଧରି ରଖିଥିଲେ ବୋଲି ସୂଚନା ମିଳିଛି। ଶନିବାର ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା […]

plane

plane

Jitendra Garnayak
  • Published: Sunday, 30 December 2018
  • Updated: 30 December 2018, 11:58 AM IST

Sports

Latest News

ଲକ୍ଷ୍ନୌ: ମଝି ଆକାଶରେ ଉଡୁଥିଲା ବିମାନ। ହଠାତ୍ ଜଣେ ଯାତ୍ରୀ ଉଲଗ୍ନ ହୋଇ ବିମାନରେ ଚାଲିବାକୁ ଲାଗିଲେ। ଏହା ଦେଖି ଅନ୍ୟ ଯାତ୍ରୀମାନେ ଆଶ୍ଚର୍ଯ୍ୟ ହୋଇଗଲେ।

ବିମାନ କର୍ମଚାରୀମାନେ ସଙ୍ଗେ ସଙ୍ଗେ ଏକ କମ୍ବଳ ଆଣି ସେହି ଯାତ୍ରୀ ଜଣଙ୍କୁ ଘୋଡ଼ାଇ ଦେଲେ ଓ ସିଟ୍‌ରେ ନେଇ ବସାଇଲେ। ବିମାନ ଅବତରଣ କରିବା ପର୍ଯ୍ୟନ୍ତ ବିମାନ କର୍ମଚାରୀମାନେ ସେହି ଯାତ୍ରୀଙ୍କୁ ସେମିତି ଧରି ରଖିଥିଲେ ବୋଲି ସୂଚନା ମିଳିଛି।

ଶନିବାର ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା ଦୁବାଇରୁ ଲକ୍ଷ୍ନୌ ଆସୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନ(ଆଇଏକ୍ସ-୧୯୪)ରେ।

ଯାତ୍ରୀ ଜଣଙ୍କ କାହିଁକି ଏମିତି କଲେ, ତାହା ସ୍ପଷ୍ଟ ହୋଇପାରିନି। ସେତେବେଳେ ବିମାନରେ ୧୫୦ରୁ ଅଧିକ ଯାତ୍ରୀ ବସିଥିଲେ।

ଲକ୍ଷ୍ମୌରେ ବିମାନ ଅବତରଣ କରିବା ପରେ ଉକ୍ତ ଯାତ୍ରୀଙ୍କୁ ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କରାଯାଇଥିଲା। ଘଟଣାର ତଦନ୍ତ ଚାଲିଛି ବୋଲି ଏୟାର ଇଣ୍ଡିଆ ଏକ୍ସପ୍ରେସର ମୁଖପାତ୍ର ନ୍ୟୁଜ୍ ଏଜେନ୍ସୀ ଏଏନ୍‌ଆଇକୁ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story