ପଠାଣକୋଟ‌୍ ହମଲା ନେଇ ପାକିସ୍ତାନ ରୁଜୁ କରିଛି ମାମଲା

ନୂଆଦିଲ୍ଲୀ: ଭାରତର ପଠାଣକୋଟ‌୍ ବିମାନଘାଟି ଆକ୍ରମଣ ମାମଲାରେ ପାକିସ୍ତାନ ସରକାର ଏକ ମାମଲା ରୁଜୁ କରିଛନ୍ତି ଓ ଏହାର କୌଣସି ନାଗରିକଙ୍କର ଏଥିରେ ହାତ ଅଛି କି ନାହିଁ, ତାହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭାରତ ଉପରେ ଆତଙ୍କୀ ଆକ୍ରମଣ ନେଇ ପାକିସ୍ତାନ ସରକାରଙ୍କ ଏଭଳି ପଦକ୍ଷେପ ହେଉଛି ପ୍ରଥମ। ଭାରତ ସରକାର ଦେଇଥିବା ପ୍ରମାଣ ଆଧାରରେ ପାକିସ୍ତାନ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ମଙ୍ଗଳବାର ଲୋକସଭାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ କିରଣ ରିଜିଜୁ ଏହି […]

ri -jiju

ri -jiju

Rakesh Mallick
  • Published: Tuesday, 01 March 2016
  • Updated: 01 March 2016, 08:56 AM IST

Sports

Latest News

ନୂଆଦିଲ୍ଲୀ: ଭାରତର ପଠାଣକୋଟ‌୍ ବିମାନଘାଟି ଆକ୍ରମଣ ମାମଲାରେ ପାକିସ୍ତାନ ସରକାର ଏକ ମାମଲା ରୁଜୁ କରିଛନ୍ତି ଓ ଏହାର କୌଣସି ନାଗରିକଙ୍କର ଏଥିରେ ହାତ ଅଛି କି ନାହିଁ, ତାହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭାରତ ଉପରେ ଆତଙ୍କୀ ଆକ୍ରମଣ ନେଇ ପାକିସ୍ତାନ ସରକାରଙ୍କ ଏଭଳି ପଦକ୍ଷେପ ହେଉଛି ପ୍ରଥମ। ଭାରତ ସରକାର ଦେଇଥିବା ପ୍ରମାଣ ଆଧାରରେ ପାକିସ୍ତାନ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ମଙ୍ଗଳବାର ଲୋକସଭାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ କିରଣ ରିଜିଜୁ ଏହି ସୂଚନା ଦେଇଛନ୍ତି।

ସେ କହିଥିଲେ, ପଠାଣକୋଟ‌୍ ହମଲା ନେଇ ପାକିସ୍ତାନ ମାମଲା ରୁଜୁ କରିଛି। ପ୍ରଥମ ଥର ପାଇଁ ପାକିସ୍ତାନ ଏଭଳି ପଦକ୍ଷେପ ନେଇଛି।

ସେହିଭଳି ପଠାଣକୋଟ‌୍ ହମଲା ସଂପର୍କିତ ଆଉ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଅନ୍ୟତମ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ହରିଭାଇ ପାରଥିଭାଇ ଚୌଧୁରୀ କହିଥିଲେ ଯେ ଏନଆଇଏ ତଦନ୍ତରୁ ଜଣାପଡ଼ିଛି ଯେ ଏହି ଆକ୍ରମଣ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ଭିଆଇଛି। ଏ ନେଇ ପ୍ରମାଣ ମହଜୁଦ ରହିଛି। ସଂଗଠନର ମୁଖ୍ୟ ମୌଲାନା ମଙ୍କସରଦ ଆଝାର ଓ ଅନ୍ୟମାନଙ୍କର ଯୋଜନା ଅନୁଯାୟୀ ଏହି ଆକ୍ରମଣ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story