୯୦ ପାରେଇଲା ପେଟ୍ରୋଲ

ମୁମ୍ବାଇ: ବେଲଗାମ ତେଲ ଦର। ହୁ ହୁ ହୋଇ ବଢି ଚାଲିଛି ପେଟ୍ରୋଲ ଓ ଡିଜେଲର ଦର। ଏହା ଉପରେ ଲାଗିପାରୁନି ଅଂକୁଶ। ମୁମ୍ବାଇରେ ଦେଶର ସବୁଠୁ ମହଙ୍ଗା ପେଟ୍ରୋଲ ଏବଂ ଡିଜେଲ ବିକ୍ରି ହେଉଛି। ଆଜି ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପେଟ୍ରୋଲ ଲିଟର ପ୍ରତି ପ୍ରାୟ ୯୧ ଟଙ୍କାକୁ ଛୁଇଁଛି। ମୁମ୍ବାଇରେ ଆଜି ପେଟ୍ରୋଲ ଲିଟର ୯୦.୯୪ ଟଙ୍କା ହୋଇଛି । ଗତକାଲି ଏହା ୯୦.୭୫ ଟଙ୍କା ଥିଲା। ସେହିପରି ଦିଲ୍ଲୀ, କୋଲକତା ଓ […]

petrol-diesel-reuters-ii

petrol-diesel-reuters-ii

Tapas Behera
  • Published: Sunday, 30 September 2018
  • Updated: 30 September 2018, 10:27 PM IST

Sports

Latest News

ମୁମ୍ବାଇ: ବେଲଗାମ ତେଲ ଦର। ହୁ ହୁ ହୋଇ ବଢି ଚାଲିଛି ପେଟ୍ରୋଲ ଓ ଡିଜେଲର ଦର। ଏହା ଉପରେ ଲାଗିପାରୁନି ଅଂକୁଶ। ମୁମ୍ବାଇରେ ଦେଶର ସବୁଠୁ ମହଙ୍ଗା ପେଟ୍ରୋଲ ଏବଂ ଡିଜେଲ ବିକ୍ରି ହେଉଛି। ଆଜି ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପେଟ୍ରୋଲ ଲିଟର ପ୍ରତି ପ୍ରାୟ ୯୧ ଟଙ୍କାକୁ ଛୁଇଁଛି।

ମୁମ୍ବାଇରେ ଆଜି ପେଟ୍ରୋଲ ଲିଟର ୯୦.୯୪ ଟଙ୍କା ହୋଇଛି । ଗତକାଲି ଏହା ୯୦.୭୫ ଟଙ୍କା ଥିଲା। ସେହିପରି ଦିଲ୍ଲୀ, କୋଲକତା ଓ ଚେନ୍ନାଇରେ ଯଥାକ୍ରମେ 83.49, Rs 85.30 ଏବଂ 86.80 ଟଙ୍କା ଛୁଇଁଛି।

ପୂର୍ବ ଦିନ ଏହା ଯଥାକ୍ରମେ 83.40, 85.21 ଏବଂ 86.70 ଟଙ୍କା ଥିଲା। ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପ୍ରତି ୮୨.୧୯ ଟଙ୍କାରେ ପହଞ୍ଚିଛି।

ବଢ଼ୁଥିବା ତୈଳ ଦରକୁ ନେଇ ଗ୍ରାହକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କ୍ରମାଗତ ତେଲଦର ବଢୁଥିବାରୁ ଏହାର ପ୍ରଭାବ ବିଭିନ୍ନ ସାମଗ୍ରୀ ଉପରେ ପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story