ତେଲ ଚିନ୍ତା: ପେମେଣ୍ଟ୍ ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ ଚାଲିଛି ଯୋଜନା

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର) ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଚଳିତ ବର୍ଷ ମେ’ ମାସରୁ ବଢ଼ି ଚାଲିଛି ଯେ କମିବାର ନାଁ ଧରୁନି। କମ୍ ଦିନ ମଧ୍ୟରେ ଉଭୟ ପେଟ୍ରୋଲ ଏବଂ ଡିଜେଲ ଦର ୮୦ ଟଙ୍କା ଅତିକ୍ରମ କରି ସାରିଛି। ନିକଟରେ କେନ୍ଦ୍ର ସରକାର ଉଭୟ ତୈଳ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ ମଧ୍ୟ ଦର ଆଶାନୁରୂପ ହ୍ରାସ ପାଇପାରି ନାହିଁ। ଏଭଳିକି କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ମୂଲ୍ୟ ଯୁକ୍ତ ଟିକସ(ଭାଟ୍) ହ୍ରାସ […]

crude-oil-new

crude-oil-new

Rakesh Mallick
  • Published: Monday, 15 October 2018
  • Updated: 15 October 2018, 10:49 PM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର) ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଚଳିତ ବର୍ଷ ମେ’ ମାସରୁ ବଢ଼ି ଚାଲିଛି ଯେ କମିବାର ନାଁ ଧରୁନି। କମ୍ ଦିନ ମଧ୍ୟରେ ଉଭୟ ପେଟ୍ରୋଲ ଏବଂ ଡିଜେଲ ଦର ୮୦ ଟଙ୍କା ଅତିକ୍ରମ କରି ସାରିଛି। ନିକଟରେ କେନ୍ଦ୍ର ସରକାର ଉଭୟ ତୈଳ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ ମଧ୍ୟ ଦର ଆଶାନୁରୂପ ହ୍ରାସ ପାଇପାରି ନାହିଁ। ଏଭଳିକି କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ମୂଲ୍ୟ ଯୁକ୍ତ ଟିକସ(ଭାଟ୍) ହ୍ରାସ କରିବା ପାଇଁ କହିଥିଲେ ହେଁ ଓଡ଼ିଶା ସମେତ କେତେକ ରାଜ୍ୟ ସରକାର ତାହା ଏଯାଏ କରିନାହାନ୍ତି।

ଅନ୍ୟ ପକ୍ଷରେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ ମଧ୍ୟ ଦୁର୍ବଳ ହେଉଛି। ତେଣୁ ଅନ୍ତର୍ଜାତୀୟ ବଜାରରୁ ‘ଡଲାର’ ଦ୍ୱାରା ଅଶୋଧିତ ତୈଳ କ୍ରୟ କରିବାରେ ଭାରତକୁ ମହଙ୍ଗା ହେଉଛି। ଏହାର ସାମାଧାନ ବାଟ ବାହାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୈଳ ଯୋଗାଣକାରୀ କମ୍ପାନୀଗୁଡ଼ିକ ସହ ଆଲୋଚନା କରିଛନ୍ତି। ପେମେଣ୍ଟ୍ ସିଷ୍ଟମ୍‌ରେ ପରିବର୍ତ୍ତନ କରିବା ସଂପର୍କରେ ମଧ୍ୟ ଆଲୋଚନା ହୋଇଛି।

ଏ ସମ୍ପର୍କରେ ଖବର ରଖିଥିବା ତୈଳ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଯେକୌଣସି ମତେ ଏହି ସମସ୍ୟାର ସମାଧାନ ବାଟ କାଢ଼ିବା ପାଇଁ ପ୍ରଧାନମନ୍ତ୍ରୀ ଦେଶର ତିନି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀର ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story