ମ୍ୟାନ୍‌ ଭର୍ସେସ ୱାଇଲ୍ଡ ଉପସ୍ଥାପକ ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ କେମିତି ବୁଝିଲେ?

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଜରିଆରେ ଏକ ରହସ୍ୟର ଗୁମର ଖୋଲିଛନ୍ତି। ନିକଟରେ ‘ଡିସକଭରି ଚ୍ୟାନେଲ’ରେ ଦେଖାଯାଇଥିବା ‘Man vrs. Wild’ର ଆଙ୍କର ବା ଉପସ୍ଥାପକ ବିୟର ଗ୍ରୀଲସ (Bear Grylls) ହିନ୍ଦୀ ବୁଝିପାରୁନଥିଲେ। ତଥାପି ଏହି କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଯାହା ହିନ୍ଦୀରେ କହୁଥିଲେ, ତାକୁ ସେ କେମିତି ବୁଝୁଥିଲେ? ଏକଥା କିଛି ଲୋକ ତାଙ୍କୁ ପଚାରିଥିଲେ ବୋଲି ମୋଦି କହିଛନ୍ତି। ଉତ୍ତର ଦେବାକୁ ଯାଇ ଶ୍ରୀ ମୋଦି […]

modi on man vs wild

modi on man vs wild

Subhransu Sekhar
  • Published: Sunday, 25 August 2019
  • Updated: 25 August 2019, 03:40 PM IST

Sports

Latest News

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 'ମନ୍ କି ବାତ୍' କାର୍ଯ୍ୟକ୍ରମ ଜରିଆରେ ଏକ ରହସ୍ୟର ଗୁମର ଖୋଲିଛନ୍ତି। ନିକଟରେ 'ଡିସକଭରି ଚ୍ୟାନେଲ'ରେ ଦେଖାଯାଇଥିବା ‘Man vrs. Wild’ର ଆଙ୍କର ବା ଉପସ୍ଥାପକ ବିୟର ଗ୍ରୀଲସ (Bear Grylls) ହିନ୍ଦୀ ବୁଝିପାରୁନଥିଲେ। ତଥାପି ଏହି କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଯାହା ହିନ୍ଦୀରେ କହୁଥିଲେ, ତାକୁ ସେ କେମିତି ବୁଝୁଥିଲେ? ଏକଥା କିଛି ଲୋକ ତାଙ୍କୁ ପଚାରିଥିଲେ ବୋଲି ମୋଦି କହିଛନ୍ତି।

ଉତ୍ତର ଦେବାକୁ ଯାଇ ଶ୍ରୀ ମୋଦି କହିଛନ୍ତି, "ସେମିତି ରହସ୍ୟ ବୋଲି ଏଥିରେ କିଛି ନାହିଁ । ବାସ୍ତବତା ହେଲା ଏୟା ଯେ, ବିୟର ଗ୍ରୀଲସଙ୍କ ସହ କଥାବାର୍ତ୍ତା ବେଳେ ଟେକ୍ନୋଲଜିର ସମ୍ପୂର୍ଣ୍ଣ ଉପଯୋଗ ହୋଇଛି। ଯେତେବେଳେ ମୁଁ କିଛି କହୁଥିଲି ଏକା ସମୟରେ ତୁରନ୍ତ ତା’ର ଅନୁବାଦ ଇଂରାଜୀରେ ହୋଇଯାଉଥିଲା । ଏକକାଳୀନ ଭାଷାନ୍ତରଣ ହେଉଥିଲା ଆଉ ବିୟର ଗ୍ରୀଲସଙ୍କ କାନରେ ଗୋଟିଏ ଛୋଟ କର୍ଡଲେସ୍ (Cordless) ଉପକରଣ ଲାଗିଥିଲା। ମୁଁ କହୁଥିଲି ହିନ୍ଦୀ ଆଉ ତାଙ୍କୁ ଶୁଭୁଥିଲା ଇଂରାଜୀ। ଫଳରେ ପରସ୍ପରଙ୍କ ମଧ୍ୟରେ କଥାବାର୍ତ୍ତା ବହୁତ ସହଜରେ ହୋଇପାରୁଥିଲା।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story