ଶାସ୍ତ୍ରୀଙ୍କ ପରଠୁ କେହି ଯାଇନଥିଲେ ମୋଦି ଯିବେ

ନୂଆଦିଲ୍ଲୀ: ଆଲଗଡ ମୁସଲିମ୍ ବିଶ୍ୱବିଦ୍ୟାଳୟର ୧୦୦ ବର୍ଷ ପୂର୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ। ୨୨ ଡିସେମ୍ୱରରେ ଆୟୋଜିତ ହେବାକୁ ଥିବା ଏହି ସମାରୋହରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ। ଏଏମୟୁ ଦେଶର ସର୍ବପୁରାତନ ବିଶ୍ୱବିଦ୍ୟାଳୟ ମଧ୍ୟରୁ ଅନ୍ୟତମ। ବିଶ୍ୱବିଦ୍ୟାଳୟର ଭାଇସ ଚ୍ୟାନସେଲର କହିଛନ୍ତି, ଏହା ଏକ ଐତିହାସିକ ସମାରୋହ ହେବ। କାରଣ ଲାଲ ବାହାଦୂର ଶାସ୍ତ୍ରୀଙ୍କ ପରେ ଅନ୍ୟ କୌଣସି ପ୍ରଧାନମନ୍ତ୍ରୀ ଏଯାବତ ଏହି ବିଶ୍ୱବିଦ୍ୟାଳୟକୁ ଆସି ନାହାନ୍ତି। ୧୯୬୪ରେ ଲାଲ ବାହାଦୂର ଶାସ୍ତ୍ରୀ […]

MODI SHASTRI

MODI SHASTRI

Subhransu Sekhar
  • Published: Thursday, 17 December 2020
  • Updated: 17 December 2020, 12:54 PM IST

Sports

Latest News

ନୂଆଦିଲ୍ଲୀ: ଆଲଗଡ ମୁସଲିମ୍ ବିଶ୍ୱବିଦ୍ୟାଳୟର ୧୦୦ ବର୍ଷ ପୂର୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ। ୨୨ ଡିସେମ୍ୱରରେ ଆୟୋଜିତ ହେବାକୁ ଥିବା ଏହି ସମାରୋହରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ। ଏଏମୟୁ ଦେଶର ସର୍ବପୁରାତନ ବିଶ୍ୱବିଦ୍ୟାଳୟ ମଧ୍ୟରୁ ଅନ୍ୟତମ।

ବିଶ୍ୱବିଦ୍ୟାଳୟର ଭାଇସ ଚ୍ୟାନସେଲର କହିଛନ୍ତି, ଏହା ଏକ ଐତିହାସିକ ସମାରୋହ ହେବ। କାରଣ ଲାଲ ବାହାଦୂର ଶାସ୍ତ୍ରୀଙ୍କ ପରେ ଅନ୍ୟ କୌଣସି ପ୍ରଧାନମନ୍ତ୍ରୀ ଏଯାବତ ଏହି ବିଶ୍ୱବିଦ୍ୟାଳୟକୁ ଆସି ନାହାନ୍ତି। ୧୯୬୪ରେ ଲାଲ ବାହାଦୂର ଶାସ୍ତ୍ରୀ ପ୍ରଧାନମନ୍ତ୍ରୀ ଭାବରେ ଏହି ବିଶ୍ୱବିଦ୍ୟାଳୟରେ ପାଦ ଥାପିଥିଲେ। ମୋଦିଙ୍କ ସହିତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ମଧ୍ୟ ଉପସ୍ଥିତ ରହିବେ।

ଏଏମୟୁର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଇଏ ହେଉଛି ସେହି ବିଶ୍ୱବିଦ୍ୟାଳୟ ଯେଉଁଠି ସିଏଏକୁ ବିରୋଧ ହୋଇଥିଲା। ଏମିତିକି ହିଂସା ମଧ୍ୟ ହୋଇଥିଲା। ଅନେକ ବିଜେପି ନେତା ମଧ୍ୟ ଏହି ବିଶ୍ୱବିଦ୍ୟାଳୟକୁ ସମାଲୋଚନା କରନ୍ତି। ପ୍ରଧାନମନ୍ତ୍ରୀ ସମାରୋହରେ ସାମିଲ୍ ହେଲେ ସିଏଏ ବିରୋଧୀଙ୍କ ମୁହଁ ବନ୍ଦ ହୋଇଯିବ।

ଆଗକୁ ପଢ଼ନ୍ତୁ : ହାତ ଗୋଡ଼ ବାନ୍ଧି ଯୁବକଙ୍କ ମୁଣ୍ଡ ଉପରେ ଗାଡ଼ି ଚଢ଼ାଇଦେଲେ!

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story