ଖର୍ଚ୍ଚ କାଟ ପାଇଁ ହୋଟେଲ ବଦଳରେ ଦୂତାବାସରେ ରହିବେ ଇମ୍ରାନ୍

ଇସଲାମାବାଦ: ଘୋର ଆର୍ଥିକ ସଙ୍କଟରେ ପଡ଼ିଛି ପାକିସ୍ତାନ। ଏଥିପାଇଁ ଆମେରିକା ଗସ୍ତ ବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ହୋଟେଲ ବଦଳରେ ପାକିସ୍ତାନ ଦୂତାବାସରେ ରହିବେ ବୋଲି ଚିନ୍ତା କରିଛନ୍ତି। ବ୍ୟୟ ବହୁଳ ହୋଟେଲ ପରିବର୍ତ୍ତେ ଇମରାନ୍ ଖାନ୍ ଦୂତାବାସରେ ରହିଲେ ପାକିସ୍ତାନ ସରକାରଙ୍କ ରାଜକୋଷକୁ ବୋଝ ହେବ ନାହିଁ। ତେଣୁ ପାକିସ୍ତାନ ଦୂତବାସ ଅଧିକାରୀ ଅସଦ ମଜିଦ ଖାନଙ୍କ ଘରେ ରହିବେ ବୋଲି ଜଣାପଡ଼ିଛି। ତେବେ ଆମେରିକା ଗୁଇନ୍ଦା ସଂସ୍ଥା ଓ ସହର ପ୍ରଶାସନ ଇମ୍ରାନଙ୍କ […]

imran khan(1)

imran khan(1)

Subhransu Sekhar
  • Published: Tuesday, 09 July 2019
  • Updated: 09 July 2019, 11:28 AM IST

Sports

Latest News

ଇସଲାମାବାଦ: ଘୋର ଆର୍ଥିକ ସଙ୍କଟରେ ପଡ଼ିଛି ପାକିସ୍ତାନ। ଏଥିପାଇଁ ଆମେରିକା ଗସ୍ତ ବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ହୋଟେଲ ବଦଳରେ ପାକିସ୍ତାନ ଦୂତାବାସରେ ରହିବେ ବୋଲି ଚିନ୍ତା କରିଛନ୍ତି।

ବ୍ୟୟ ବହୁଳ ହୋଟେଲ ପରିବର୍ତ୍ତେ ଇମରାନ୍ ଖାନ୍ ଦୂତାବାସରେ ରହିଲେ ପାକିସ୍ତାନ ସରକାରଙ୍କ ରାଜକୋଷକୁ ବୋଝ ହେବ ନାହିଁ। ତେଣୁ ପାକିସ୍ତାନ ଦୂତବାସ ଅଧିକାରୀ ଅସଦ ମଜିଦ ଖାନଙ୍କ ଘରେ ରହିବେ ବୋଲି ଜଣାପଡ଼ିଛି। ତେବେ ଆମେରିକା ଗୁଇନ୍ଦା ସଂସ୍ଥା ଓ ସହର ପ୍ରଶାସନ ଇମ୍ରାନଙ୍କ ଏଭଳି ନିଷ୍ପତ୍ତିକୁ ଗ୍ରହଣ କରିପାରି ନାହାନ୍ତି।

ସୂଚନାଯୋଗ୍ୟ, ଆମେରିକାକୁ ପ୍ରତିବର୍ଷ ଶହ ଶହ ରାଷ୍ଟ୍ରର ନେତା ଆସି ବିଭିନ୍ନ ହୋଟେଲରେ ରହିଥାନ୍ତି। ତେବେ ସାଧାରଣ ଲୋକ ଯେମିତି ଭିଆଇପିଙ୍କ ଗସ୍ତ ବେଳେ ପ୍ରଭାବିତ ନହୁଅନ୍ତି ସେଥିପାଇଁ ସହର ପ୍ରଶାସନର ଅନୁମତି ନେଇଥାଏ ଆମେରିକା ସରକାର। ଅତିଥିଙ୍କ ସୁରକ୍ଷା ଓ ସାଧାରଣ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଉଭୟ ଆମେରିକା ସରକାର ଏବଂ ସହର ପ୍ରଶାସନ ମିଳିତ ଭାବରେ ଏହି ଦିଗରେ କାମ କରନ୍ତି। ପାକିସ୍ତାନ ଦୂତାବାସ ଓ୍ୱାଶିଂଟନର ଡିପ୍ଲୋମେଟିକ ଏନକ୍ଲାଭର ମଧ୍ୟ ଭାଗରେ ରହିଛି। ଏହି ସ୍ଥାନରେ ଭାରତ, ତୁର୍କି, ଜାପାନ ସମେତ ୧୨ଟି ଦେଶର ଦୂତାବାସ ରହିଛି।

ପାକିସ୍ତାନର ପ୍ରମୁଖ ଖବର କାଗଜ ଡନର ରିପୋର୍ଟ ଅନୁଯାୟୀ ପାକିସ୍ତାନ ଦୂତାବାସରେ ବଡ଼ ହଲ ନାହିଁ। ଯେଉଁଠିକି ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ବୈଠକ କରିପାରିବେ। ଏଥିସହ ଇମରାନ ଖାନଙ୍କ ଗସ୍ତ ବେଳେ ଟ୍ରାଫିକ ସମସ୍ୟା ରହିଲେ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପୋମ୍ପିୟୋଙ୍କ ସରକାରୀ ଘରକୁ ଯିବା ଆସିବାରେ ଅସୁବିଧା ହେବାର ସମ୍ଭାବନା ରହିଛି। ତେଣୁ ଇମ୍ରାନଙ୍କ ଏହି ନିଷ୍ପତ୍ତିକୁ ଏଯାଏ ଗ୍ରହଣ କରିପାରି ନାହିଁ ଆମେରିକା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story