ମହାମାରୀ ସମୟରେ ନିର୍ବାଚନ: କ’ଣ ରହିଛି ସବୁ ନୂଆ ନିୟମ ପଢ଼ନ୍ତୁ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ଆସନ୍ତା ୨୮ ତାରିଖରୁ ୩ଟି ପର୍ଯ୍ୟାୟରେ ଲୋକମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରି ବିହାରକୁ କିଏ ପରବର୍ତ୍ତୀ ୫ ବର୍ଷ ଯାଏ ଶାସନ କରିବେ ତା’ର ନିଷ୍ପତ୍ତି ନେବେ। ନଭେମ୍ବର ୧୦ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ତେବେ କରୋନା ମହାମାରୀ ଭିତରେ ବିହାର ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଥିବାରୁ କ’ଣ ସବୁ ନୂଆ କଥା ଦେଖିବାକୁ ମିଳିବ, ସେ ବିଷୟରେ […]

c

c

Hemant Lenka
  • Published: Friday, 25 September 2020
  • Updated: 25 September 2020, 04:02 PM IST

Sports

Latest News

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ଆସନ୍ତା ୨୮ ତାରିଖରୁ ୩ଟି ପର୍ଯ୍ୟାୟରେ ଲୋକମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରି ବିହାରକୁ କିଏ ପରବର୍ତ୍ତୀ ୫ ବର୍ଷ ଯାଏ ଶାସନ କରିବେ ତା’ର ନିଷ୍ପତ୍ତି ନେବେ। ନଭେମ୍ବର ୧୦ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

ତେବେ କରୋନା ମହାମାରୀ ଭିତରେ ବିହାର ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଥିବାରୁ କ’ଣ ସବୁ ନୂଆ କଥା ଦେଖିବାକୁ ମିଳିବ, ସେ ବିଷୟରେ ସମସ୍ତେ ଜାଣିବା ଦରକାର। ଭାରତୀୟ ନିର୍ବାଚନ କମିଶନଙ୍କ ଘୋଷଣା ଅନୁଯାୟୀ, ଅକ୍ଟୋବର ୨୮,ନଭେମ୍ବର ୩ ଓ ନଭେମ୍ବର ୭ରେ ୩ଟି ପର୍ଯ୍ୟାୟରେ ଭୋଟ ହେବ।

କ’ଣ ରହିଛି ନୂଆ ନିୟମ

୧-ପ୍ରଥମ ଥର ପାଇଁ ବିହାର ନିର୍ବାଚନ ବେଳେ ଭୋଟିଂ ସମୟକୁ ୧ ଘଣ୍ଟା ବୃଦ୍ଧି କରାଯାଇଛି। ଏହାର ଅର୍ଥ ଲୋକମାନେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେଇପାରିବେ। ପୂର୍ବରୁ ଭୋଟିଂ ସମୟ ସକାଳ ୭ଟାରୁ ସନ୍ଧ୍ୟା ୫ଟା ଯାଏ ରହିଥିଲା। ତେବେ ମାଓବାଦୀ ପ୍ରବଣ ଅଞ୍ଚଳରେ ଏହି ନିୟମ କାର୍ଯ୍ୟକାରୀ ହେବନାହିଁ।

୨-ଜିଲ୍ଲା ସ୍ତରୀୟ ନିର୍ବାଚନ କମିଶନ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ସ୍ଥାନ ବା ପଡ଼ିଆ ଚିହ୍ନଟ କରିବେ। ଉକ୍ତ ପଡ଼ିଆରେ ଗୋଲେଇ ବୁଲାଇ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟୀ ରଖିବାର ବ୍ୟବସ୍ଥା କରିବେ।

୩-ସାମାଜିକ ଦୂରତା ପାଇଁ ପ୍ରତି ବୁଥରେ ୧୦୦୦ ଜଣ ଭୋଟ ଦେବାର ବ୍ୟବସ୍ଥା ହେବ। ଏହାର ଅର୍ଥ ୨୦୧୫ରେ ୬୫,୩୩୭ ମତଦାନ କେନ୍ଦ୍ର ଥିବା ବେଳେ ୨୦୨୦ରେ ଏହା ଏକ ଲକ୍ଷ ପାର କରିବ।

୪-କ୍ୱରେଣ୍ଟାଇନରେ ଥିବା କରୋନା ରୋଗୀ ପାଇଁ ଶେଷ ପର୍ଯ୍ୟାୟରେ ମତଦାନ କେନ୍ଦ୍ରକୁ ଯାଇ ଭୋଟିଂ ଦେଇପାରିବେ। କିନ୍ତୁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସା ଅଧିକାରୀ ଉପଲବ୍ଧ ରହିବେ। ଚିକିତ୍ସା ଅଧିକାରୀଙ୍କ ପରାମର୍ଶକ୍ରମେ ଜଣେ କରୋନା ଆକ୍ରାନ୍ତ ଭୋଟ ଦେଇପାରିବେ। ଏହାବାଦ କରୋନା ଆକ୍ରାନ୍ତଙ୍କ ପାଇଁ ପୋଷ୍ଟାଲ ଭୋଟର ମଧ୍ୟ ବ୍ୟବସ୍ଥା ହେବ।

୫-ନିର୍ବାଚନ ବେଳେ ୭ ଲକ୍ଷ ହ୍ୟାଣ୍ଡ ସାନିଟାଇଜର ୟୁନିଟ୍‌, ୪୬ ଲକ୍ଷ ମାସ୍କ, ୬ ଲକ୍ଷ ପିପିଇ କିଟ୍‌,୬.୭ ଲକ୍ଷ ଫେସ ସ୍ଲାଇଡ, ୨୩ ଲକ୍ଷ ହ୍ୟାଣ୍ଡ ଗ୍ଲୋବ୍ସର ବ୍ୟବସ୍ଥା କରାଯାଇଛି। ଭୋଟରଙ୍କ ପାଇଁ ମଧ୍ୟ ୭.୨ କୋଟି ସିଙ୍ଗଲ ୟୁଜ୍‌ ଗ୍ଲୋବ୍ସର ବ୍ୟବସ୍ଥା କରାଯିବ।

୬-ଆଶାୟୀ ପ୍ରାର୍ଥୀମାନେ ଅନଲାଇନ୍ ମାଧ୍ୟମରେ ପ୍ରାର୍ଥିପତ୍ର ଦାଖଲ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story