ରାଷ୍ଟ୍ରପତିଙ୍କ ବଦଳରେ ସ୍ମୃତି ଦେଲେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ନୂଆଦିଲ୍ଲୀ: ୬୫ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ନୂଆଦିଲ୍ଲୀରେ ଅନୁଷ୍ଠିତ ସ୍ୱତନ୍ତ୍ର ଉତ୍ସବରେ ବିଭାଗୀୟ ମନ୍ତ୍ରୀ ସ୍ମୃତି ଇରାନୀ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଓଡିଆ ଚଳଚ୍ଚିତ୍ର ‘ହାଲୋ ଆର୍ସି’କୁ ପୁରସ୍କାର ମିଳିଥିବା ବେଳେ ଏହି ଫିଲ୍ମରେ ଅଭିନୟ ଲାଗି ସ୍ପେଶାଲ ମେନ୍‌ସନ୍‌ ବର୍ଗରେ ସାର୍ଟିଫିକେଟ୍ ପାଇଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର। ଏଥିପାଇଁ ସେ ବେଶ୍‌ ଖୁସି ଅଛନ୍ତି ବୋଲି କହିଛନ୍ତି । ଏହି ଚଳଚ୍ଚିତ୍ରଟି […]

v6

v6

Rakesh Mallick
  • Published: Thursday, 03 May 2018
  • Updated: 03 May 2018, 09:25 PM IST

Sports

Latest News

ନୂଆଦିଲ୍ଲୀ: ୬୫ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ନୂଆଦିଲ୍ଲୀରେ ଅନୁଷ୍ଠିତ ସ୍ୱତନ୍ତ୍ର ଉତ୍ସବରେ ବିଭାଗୀୟ ମନ୍ତ୍ରୀ ସ୍ମୃତି ଇରାନୀ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଓଡିଆ ଚଳଚ୍ଚିତ୍ର ‘ହାଲୋ ଆର୍ସି’କୁ ପୁରସ୍କାର ମିଳିଥିବା ବେଳେ ଏହି ଫିଲ୍ମରେ ଅଭିନୟ ଲାଗି ସ୍ପେଶାଲ ମେନ୍‌ସନ୍‌ ବର୍ଗରେ ସାର୍ଟିଫିକେଟ୍ ପାଇଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର। ଏଥିପାଇଁ ସେ ବେଶ୍‌ ଖୁସି ଅଛନ୍ତି ବୋଲି କହିଛନ୍ତି । ଏହି ଚଳଚ୍ଚିତ୍ରଟି ଅଜୟ ରାଉତରାୟ ପ୍ରଯୋଜିତ ଓ ସମ୍ବିତ ମହାନ୍ତିଙ୍କ ନିର୍ଦ୍ଦେଶିତ।

ଚଳିତ ବର୍ଷ ଏହି ପୁରସ୍କାର ପ୍ରଦାନ ଉତ୍ସବ ବିବାଦୀୟ ହୋଇପଡିଥିବା ବେଳେ ପ୍ରାୟ ୮୦ ଜଣ ମନୋନୀତ ବ୍ୟକ୍ତି ଉତ୍ସବରେ ଯୋଗଦେବେ ନାହିଁ ବୋଲି କହିଥିଲେ। ଏଣେ ଶେଷ ମୁହୂର୍ତ୍ତରେ ରାଷ୍ଟ୍ରପତି ମଧ୍ୟ ଏହି ଉତ୍ସବରେ ଯୋଗ ଦେଉ ନ ଥିବା ଖବର ମିଳିଥିଲା ଓ ମନ୍ତ୍ରୀ ସ୍ମୃତି ଇରାନୀ ହିଁ ପୁରସ୍କାର ପ୍ରଦାନ କରିଥିଲେ। ପରବର୍ତ୍ତି ସମୟରେ ରାଷ୍ଟ୍ରପତି ଉତ୍ସବରେ ଯୋଗଦେଇ ଅନ୍ୟ କେତେକ ମନୋନୀତ ବ୍ୟକ୍ତିଙ୍କୁ ପୁରସ୍କାର ଦେଇଥିଲେ। ଏଣେ ରାଷ୍ଟ୍ରପତିଙ୍କ ହାତରୁ ପୁରସ୍କାର ପାଇ ନ ଥିବା ବ୍ୟକ୍ତିମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story